ଏଥର ତାଳଚେର ଗଣେଶ ପୂଜାରେ ବାଜିବନୀ ଡିଜେ

ତାଳଚେର :ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଦେଉଳବେଡ଼ା ସ୍ଥିତ ଡିସିଆଇ ହଲ୍ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ତାଳଚେର […]

ଟ୍ରକ୍‌ର ଟାୟାର ଫାଟି ଭୟଙ୍କର ଦୁର୍ଘଟଣା, ୫ରୁ ଅଧିକ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନୁଆହତା ଗ୍ରାମ ପଞ୍ଚାୟତ ନିକଟରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ୍‌ର ଟାୟାର ହଠାତ୍‌ ଫାଟିଯିବାରୁ […]

ବିଦ୍ୟୁତ୍ କାଟ୍ ଓ ରାସ୍ତାଘାଟ ସମସ୍ୟା ନେଇ ଉଦ୍‌ବେଗ

ଅନୁଗୋଳ,: ବର୍ଷା ଦିନରେ ବିଦ୍ୟୁତ୍ କାଟ୍ ହେଉଛି। ଗାଁ, ଗହଳିରେ ଲାଇନ୍ ଗଲେ ଆଉ ଆସୁନି। ଏପଟେ ରାସ୍ତାଘାଟ ଅତି ଖରାପ ହୋଇଗଲାଣି। ଏନେଇ ଆଜି ଜିଲ୍ଲା ପରିଷଦ ବୈଠକରେ ତୁମ୍ବିତୋଫାନ ହୋଇଛି। ନିଜ […]

ବସ୍‌ଷ୍ଟାଣ୍ଡରେ ଥିବା ଦୋକାନ ଘରେ ପଶିଲା ପାଣି

ତାଳଚେର, : ସହର ଦେଇଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଏଆଇପିଏଲ୍ ଠିକାସଂସ୍ଥା ତାଳଚେର ବନ୍ଧ୍ୟାଣ୍ଡ ନିକଟରେ ଥିବା ରାସ୍ତା ସମ୍ପ୍ରସାରଣ କରୁଛି। ବସ୍‌ଷ୍ଟାଣ୍ଡର ଡ୍ରେନ୍‌କୁ ଜାମ୍ କରିଥିବାରୁ ଜଳ ନିଷ୍କାସନ ନହୋଇ ପାଖରେ […]

କଳାହୀରା ସହରରେ ଜମୁଛି ଭିଡ଼

ତାଳଚେର,: ଭାଇ ଭଉଣୀ ସମ୍ପର୍କର ପର୍ବ ରକ୍ଷା ବନ୍ଧନ ପାଇଁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ କଳାହୀରା ସହରରେ ରାଖୀ ବଜାର ବେଶ୍ ଜମିବାରେ ଲାଗିଛି। ସହରର ସବୁଠି ରାଖୀ ଦୋକାନରେ […]

ତାଳଚେରରେ ଆମ୍ବୁଲାନ୍ସ ସେବା ଏମିତି… ୫୦ରୁ ୩୮ଟି ଆମ୍ବୁଲାନ୍ସର ଫିଟ୍‌ନେସ୍ ନାହିଁ

ତାଳଚେର, :ତାଳଚେରରେ ଆମ୍ବୁଲାନ୍ସ ସେବାକୁ ନେଇ ସାମନାକୁ ଆସିଛି ସାଂଘାତିକ ତଥ୍ୟ ତାଳଚେର ଅଞ୍ଚଳରେ ଚାଲୁଥିବା ମୋଟ ୫୦ଟି ଆମ୍ବୁଲାନ୍ସ ମଧ୍ୟରୁ ୩୮ଟି ଗାଡ଼ିର ଫିଟ୍‌ନେସ୍ ନଥିବା ଜଣାପଡ଼ିଛି। ଅର୍ଥାତ୍, ମୋଟ୍ ଆମ୍ବୁଲାନ୍ସର ପ୍ରାୟ […]

ଶିଳାନ୍ୟାସ ହେବାର ୩୮ ବର୍ଷ ବିତିଲା, ଦୁର୍ଗାପୁର କେନାଲ କାମ ଆରମ୍ଭ ହେଲାନି

କଣିହାଁ, : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳିରେ ଦୁର୍ଗାପୁର କେନାଲ ଶିଳାନ୍ୟାସ ହେବାର ୩୮ ବର୍ଷ ବିତିଯାଇଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନି। ୧୯୭୩ ମସିହାରେ ଭାରତର ପୂର୍ବତନ […]

ରାଜସ୍ଥାନୀ କାରିଗରୀଙ୍କ ମୂର୍ତି ବେପାର

ନାଲ୍‌କୋନଗର, :ଆଉ ମାତ୍ର କିଛି ଦିନକୁ ଅପେକ୍ଷା। ଧରାପୃଷ୍ଠରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଅଗ୍ରପୂଜ୍ୟଙ୍କୁ ପୂଜିବା ପାଇଁ ନାଲ୍‌କୋ ଅଞ୍ଚଳରେ ଶତାଧିକ ପୂଜା ମଣ୍ଡପରେ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରତିଥର ଭଳି ଏଥର ମଧ୍ୟ […]

ପୋତି ହେଲାଣି ଡ୍ରେନ୍, ଡାକ୍ତରଖାନା ମୁଖ୍ୟରାସ୍ତାରେ ପାଣି

ଖମାର, :lପାଳଲହଡ଼ା ବ୍ଲକ୍ ଖମାର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ୨ ପାର୍ଶ୍ଵ ଡ୍ରେନ୍ ପୋତି ହୋଇଗଲାଣି। ବାରମ୍ବାର ଦାବି ସତ୍ତ୍ବେ ମରାମତି ହେଉନଥିବାରୁ ଅସରାଏ ବର୍ଷାରେ ଖମାର ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ […]

ରାସ୍ତା ସମ୍ପ୍ରସାରଣ ଯୋଗୁଁ ଟ୍ରାଫିକ୍ ସମସ୍ୟା ଜଟିଳ

ବଅଁରପାଳ, :ବଅଁରପାଳ ଅଞ୍ଚଳ ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ ସମସ୍ୟା ଗୁରୁତର ହୋଇଛି। ଏହା ସହିତ ଦୁର୍ଘଟଣା ଆଶଙ୍କା ମଧ୍ୟ ଅନେକ ସମୟରେ […]