ଅନୁଗୋଳ: ଆଧୁନିକ ଯୁଗରେ ମଧ୍ୟ ରାସ୍ତା ଅଭାବ ଯୋଗୁଁ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବାକୁ ପଡ଼ୁଛି। ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ […]
Tag: angul
ଅନୁଗୋଳ ବିଜେପିର ମିଶ୍ରଣ ପର୍ବ
ଅନୁଗୋଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜ ସଙ୍ଗଠନକୁ ଆହୁରି ମଜବୁତ କରିବା ଦିଗରେ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏହାର ଅଂଶ ଭାବେ ମିଶ୍ରପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ […]
ତାଲଚେରର ଦୁର୍ଘଟଣା ବାଇପାସ୍ ଟ୍ରାଫିକ୍ ଛକ
ତାଲଚେର: ତାଲଚେର ଏକ ଶିଳ୍ପ ବହୁଳ ସହର ହୋଇଥିବାରୁ ବାଇପାସ୍ ଛକ ଦେଇ ଦୈନିକ ହଜାର ହଜାର ଜନସାଧାରଣ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତାରେ ଜନଗହଳି ଯୋଗୁଁ ଜନସାଧାରଣ ଯାତାୟାତରେ ଘୋର ଅସୁବିଧା ହେଉଛି। […]
ସବୁଠି ବିକ୍ରି ଛେନା ଓ ପନିର:ଅନୁଗୋଳରେ ନାହିଁ
ଅନୁଗୋଳ, ୨୨/୮: ଅନୁଗୋଳ ସହରରେ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିବା ସହ ନକଲି ଛେନା, ପନିର ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ବେପାର ନେଇ ଅଭିଯୋଗ ଉଠିଛି। ବିଶେଷକରି ବିଭିନ୍ନ ମିଠା ଦୋକାନ, ହୋଟେଲ […]
ଜବର ଦଖଲରେ ୫ଶହ କୋଟି ଟଙ୍କାର ସମ୍ପତ୍ତି
ଅନୁଗୋଳ, ସହରକୁ ଲାଗି ସରକାରୀ ଜମି ଦଖଲ କରିବା ଘଟଣା ବଢ଼ି ଚାଲିଛି। ଏହା ଉପରେ ନଜର ପକାଇଛନ୍ତି କିଛି ଜମି ମାଫିଆ। ଅନୁଗୋଳ ସହର ଉପକଣ୍ଠ ଗାଁଗୁଡ଼ିକରେ ପ୍ରାୟ ୪୦ ଏକର ଗୋଚର […]
ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଅଟୋରିକ୍ସା ଚାଳକ
ବର୍ଷାଋତୁ ଆସିଲେ ରାସ୍ତାଘାଟର ଅବସ୍ଥା ଖରାପ ହେବା ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି। ଏଭଳି ଏକ ଘଟଣାରେ ବ୍ରିଜ୍ ତଳେ ଥିବା ଅଣ୍ଡରପାସ୍ ଏବେ ବିପଦର କାରଣ ପାଲଟିଛି। ଅଣ୍ଡରପାସ୍ରେ ବର୍ଷାଜଳ […]
ଛେଣ୍ଡିପଦାରେ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଉଦ୍ଘାଟିତ
ଅନୁଗୋଳ: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳବାସୀଙ୍କ ପାଇଁ ପାନୀୟଜଳ ସୁବିଧା କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ଛେଣ୍ଡିପଦାରେ ସୌରଶକ୍ତିଚାଳିତ ପାନୀୟଜଳ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ସୂର୍ଯ୍ୟକିରଣରୁ ଶକ୍ତି ଉତ୍ପାଦନ କରି ପାଣି ଯୋଗାଣ […]
ଅନୁଗୁଳରେ ମୋବାଇଲ ଦୋକାନୀଙ୍କୁ ଆକ୍ରମଣ, ୮୦ ହଜାର ଟଙ୍କା ଲୁଟି ନେଲେ ମୁଖାପିନ୍ଧା ଦୁର୍ବୃତ୍ତ
ଅନୁଗୁଳ: ଅନୁଗୁଳ ସହରର ଅମଲାପଡ଼ା ଅଞ୍ଚଳରେ ଜଣେ ମୋବାଇଲ ଦୋକାନୀଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରାୟ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଘଟିଥିବା ଏହି ଘଟଣା […]
ଶରଧା ପୁର ରେ ୨୦ ଟିକିଆ ହାତୀପଲ, ଗାଁବାସୀ ରାତି ଅଧିଆ
ଅନୁଗୋଳ ଜିଲ୍ଲାର ଶରଣାପୁର ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ଗତ କିଛିଦିନ ଧରି ଏହି ଅଞ୍ଚଳରେ ହାତୀପଲ ଘୁରିବୁଲୁଥିବା ବେଳେ ଶୁକ୍ରବାର ରାତିରେ ପ୍ରାୟ ୨୦ଟି ହାତୀ ଗାଁ ନିକଟରେ ପହଞ୍ଚିଥିଲେ। […]
ଏନ୍ଟିପିସି କଣିହା ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଥିବା ଏନ୍ଟିପିସି କଣିହା ପାୱାର ପ୍ଲାଣ୍ଟରେ ଶନିବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପ୍ଲାଣ୍ଟର ବଙ୍କର ‘ବି’ରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି […]
