ଉତ୍ତରପ୍ରଦେଶ ନିର୍ବାଚନ ୨୦୨୭: ସମାଜବାଦୀ ପାର୍ଟିକୁ କଂଗ୍ରେସର ୧୮୧ ଆସନ ଦାବି, ମେଣ୍ଟରେ ବଢ଼ିଲା ଚର୍ଚ୍ଚା

ଉତ୍ତରପ୍ରଦେଶରେ ୨୦୨୭ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବିଶେଷକରି ବିଜେପିକୁ ମୁକାବିଲା କରିବା ପାଇଁ ଇଣ୍ଡିଆ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ କଂଗ୍ରେସ ଓ […]

ଅମେଠୀ ରାଜପରିବାରରେ ପୁଣି ତୀବ୍ର ହେଲା ପାରିବାରିକ ବିବାଦ, ଅନନ୍ତ ବିକ୍ରମଙ୍କୁ ଗୃହବନ୍ଦୀ କରିଥିବା ଅଭିଯୋଗ

ଅମେଠୀ: ଉତ୍ତରପ୍ରଦେଶର ଅମେଠୀ ରାଜପରିବାରରେ ଦୀର୍ଘଦିନ ଧରି ଚାଲିଥିବା ପାରିବାରିକ ବିବାଦ ପୁଣିଥରେ ସାମ୍ନାକୁ ଆସିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ସିଂହଙ୍କ ପରିବାର ମଧ୍ୟରେ ଥିବା ମତଭେଦ ଏବେ ନୂଆ ମୋଡ଼ ନେଇଛି। ସଞ୍ଜୟ […]

ପଞ୍ଜାବ ନିର୍ବାଚନ ପାଇଁ ସକ୍ରିୟ ହେଲା RSS, ଚଣ୍ଡୀଗଡ଼ରେ ବିଜେପି ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

୨୦୨୭ ମସିହାରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଏବେଠାରୁ ସରଗରମ ହୋଇଛି। ରାଜ୍ୟରେ ବିଜେପିର ସଂଗଠନକୁ ମଜବୁତ କରିବା ଏବଂ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରୀୟ […]

ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନ୍‌ସିପି ମିଶ୍ରଣ ଆଲୋଚନାରେ ପୂର୍ଣ୍ଣଚ୍ଛେଦ: ସୁପ୍ରିୟା ସୁଲେଙ୍କ ବଡ଼ ବୟାନ

ମହାରାଷ୍ଟ୍ର ରାଜନୀତିରେ ଏନ୍‌ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଏନ୍‌ସିପି (ଶରଦଚନ୍ଦ୍ର ପାୱାର)ର କାର୍ଯ୍ୟକାରୀ ସଭାପତି ତଥା ସାଂସଦ ସୁପ୍ରିୟା ସୁଲେ। ତାଙ୍କ ଭାଇ ତଥା […]

ମେକେଦାଟୁ ବନ୍ଧକୁ ନେଇ କଂଗ୍ରେସରେ ଫାଟ! ଡିକେ ଶିବକୁମାରଙ୍କୁ ମଣିକମ୍ ଟାଗୋରଙ୍କ କଡ଼ା ସମାଲୋଚନା

କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାଟୁ ବନ୍ଧ ନିର୍ମାଣକୁ ନେଇ କଂଗ୍ରେସ ଦଳ ଭିତରେ ମତଭେଦ ସାମ୍ନାକୁ ଆସିଛି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ଡି.କେ. ଶିବକୁମାର ମେକେଦାଟୁ ପ୍ରକଳ୍ପକୁ ସମର୍ଥନ କରିବା […]

ବସ୍ତରରେ ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦେଶର ରାଜନୈତିକ ମହଲରେ ପୁଣି ଥରେ ତେଜିଛି ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଖୋଲା ବିତର୍କକୁ ନେଇ ବିବାଦ […]

ରାହୁଲ ଗାନ୍ଧି ଜଣେ ‘କାମଚୋର’, ଭୋଟ ଚୋରି ନାଁରେ ମିଥ୍ୟା ପ୍ରଚାର କରୁଛନ୍ତି: ସୁଧାଂଶୁ ତ୍ରିବେଦୀ

ଭୁବନେଶ୍ୱର: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ‘କାମଚୋର’ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ। ନିର୍ବାଚନରେ […]

ପଞ୍ଜାବ ନିର୍ବାଚନ ପାଇଁ ଆପ୍‌ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା, ଧୁରୀରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ଚଣ୍ଡୀଗଡ଼: ୨୦୨୭ ମସିହାରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୪୦ ଜଣଙ୍କ ନାମ […]

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ, ୩୩ ଦିନ ଚାଲିବ ଗୃହ କାର୍ଯ୍ୟ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୩ ଦିନ ଧରି ଚାଲିବାକୁ ଥିବା ଏହି […]

ବାରାଣସୀ MLC ନିର୍ବାଚନରେ ବିଜେପିକୁ ବଡ଼ ଝଟକା! ହାର୍ ମାନିଲେ କେଦାରନାଥ ସିଂହ, ଆଶୁତୋଷ ସିହ୍ନାଙ୍କ ବିଜୟ ପଥ ପରିଷ୍କାର

ଉତ୍ତରପ୍ରଦେଶ ବିଧାନ ପରିଷଦ (MLC) ନିର୍ବାଚନରେ ବାରାଣସୀ ସ୍ନାତକ ନିର୍ବାଚନମଣ୍ଡଳୀକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ କେଦାରନାଥ ସିଂହ ନିଜ ପରାଜୟ ସ୍ୱୀକାର କରିଥିବାବେଳେ […]