ରାୟଗଡ଼ାରେ କଲରାପତରିଆ ବାଘ ଛାଲ ଚୋରା ଚାଲାଣ, ୪ ଗିରଫ; ୩ଟି ବାଇକ୍ ଓ ୪ଟି ମୋବାଇଲ ଜବତ

ଓଡ଼ିଶାରେ ବନ୍ୟଜନ୍ତୁ ଶିକାର ଓ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ଘଟଣା ପୁଣି ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲାରେ କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଚଢ଼ାଉ […]

୧୬ ବର୍ଷ ପୁରୁଣା ଆଦିବାସୀ ନେତା ହତ୍ୟା ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଦୀର୍ଘ ୧୬ ବର୍ଷ ଧରି ଚର୍ଚ୍ଚାରେ ରହିଥିବା ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ […]

ବିବାହ ପ୍ରସ୍ତାବକୁ ମନା କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା, ୨୫ ବର୍ଷୀୟ ଯୁବକ ଗିରଫ

ନିଜ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ କଲେଜ ଛାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି […]

ଭୋଟର ତାଲିକା ସଂଶୋଧନ ବେଳେ BLOଙ୍କୁ ମରଣାନ୍ତକ ଆକ୍ରମଣ, ଧାରୁଆ ଅସ୍ତ୍ରରେ ହାଣିଲେ ଯୁବକ

ବରଗଡ଼: ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଜଣେ ବୁଥ୍‌ସ୍ତରୀୟ ଅଧିକାରୀ (BLO)ଙ୍କ ଉପରେ ଆକ୍ରମଣ ହୋଇଛି। ଭୋଟର ତାଲିକାରୁ ନାମ ବାଦ୍‌ ଦେବାକୁ ନେଇ ଜଣେ ଯୁବକଙ୍କ ସହ ଯୁକ୍ତିତର୍କ […]

ଦୁଲାରଚନ୍ଦ ଯାଦବ ହତ୍ୟା ମାମଲା: ଅନନ୍ତ ସିଂହଙ୍କ ଜାମିନ ରଦ୍ଦ, ଡିସେମ୍ବର ୧ ସୁଦ୍ଧା ଆତ୍ମସମର୍ପଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିହାରର ବହୁଚର୍ଚ୍ଚିତ ଦୁଲାରଚନ୍ଦ ଯାଦବ ହତ୍ୟା ମାମଲାରେ ମୋକାମା ବିଧାୟକ ଅନନ୍ତ ସିଂହଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା ଲାଗିଛି। ପାଟନା ହାଇକୋର୍ଟ ତାଙ୍କୁ ଦେଇଥିବା ଜାମିନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ […]

ଅନୁଗୋଳରେ ଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପୂର୍ବତନ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଲା ପୋଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଦୁଇ ଜଣ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ […]

ଅବକାରୀ ବିଭାଗ ତରଫରୁ ଗଂଜେଇ ଜବତ

ଅନୁଗୋଳ ଜ଼ିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଅଂଚଳରୁ ୯୦ କିଲୋ ଗଂଜେଇ ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବା ସହ ୨ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ସୂଚନା […]

କନ୍ଧମାଳରେ ବନ ବିଭାଗର ମିଳିତ ଚଢ଼ାଉ: ଟ୍ରକ୍‌ ସହ ବିପୁଳ ପରିମାଣର ଶାଳ କାଠ ଜବତ, ଜଣେ ଅଟକ

କନ୍ଧମାଳ ଜିଲ୍ଲାରେ ଚୋରା କାଠ ଚାଲାଣ ଉପରେ ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିମନବାଡ଼ି ଉପବିଭାଗ ଓ କେ. ନୂଆଗାଁ ବନାଞ୍ଚଳର କର୍ମଚାରୀମାନେ ମିଳିତ ଚଢ଼ାଉ କରି ଏକ ଟ୍ରକ୍‌ରୁ […]

ମହାଙ୍ଗା ଡବଲ୍ ମର୍ଡର ମାମଲା: ବିଜେଡି ନେତା ପ୍ରତାପ ଜେନାଙ୍କ ବିରୋଧରେ SLP ଖାରଜ କଲେ ସୁପ୍ରିମକୋର୍ଟ

ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ମହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ […]

ଅନୁଗୁଳରେ ୨୨ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନିଶା କାରବାର ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ୨୨ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଥିବା ବେଳେ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନୁଗୁଳରେ ନିଶାଦ୍ରବ୍ୟ କାରବାରକୁ […]