ଅମେଠୀ: ଉତ୍ତରପ୍ରଦେଶର ଅମେଠୀ ରାଜପରିବାରରେ ଦୀର୍ଘଦିନ ଧରି ଚାଲିଥିବା ପାରିବାରିକ ବିବାଦ ପୁଣିଥରେ ସାମ୍ନାକୁ ଆସିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ସିଂହଙ୍କ ପରିବାର ମଧ୍ୟରେ ଥିବା ମତଭେଦ ଏବେ ନୂଆ ମୋଡ଼ ନେଇଛି। ସଞ୍ଜୟ […]
Category: ଦେଶ- ବିଦେଶ
ପଞ୍ଜାବ ନିର୍ବାଚନ ପାଇଁ ସକ୍ରିୟ ହେଲା RSS, ଚଣ୍ଡୀଗଡ଼ରେ ବିଜେପି ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ
୨୦୨୭ ମସିହାରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଏବେଠାରୁ ସରଗରମ ହୋଇଛି। ରାଜ୍ୟରେ ବିଜେପିର ସଂଗଠନକୁ ମଜବୁତ କରିବା ଏବଂ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରୀୟ […]
ଆତଙ୍କବାଦକୁ ଉଚିତ ଜବାବ ଦେଇଛି ଅପରେସନ୍ ସିନ୍ଦୂର: ମେରଠରେ ପୂର୍ବତନ ସୈନିକଙ୍କୁ ସମ୍ବୋଧନ କଲେ ଯୋଗୀ
ଉତ୍ତରପ୍ରଦେଶର ମେରଠ ଛାଉଣିସ୍ଥିତ କୁଲୱନ୍ତ ସିଂହ ଷ୍ଟାଡିୟମ୍ରେ ଆୟୋଜିତ ପୂର୍ବତନ ସୈନିକ ପୁନର୍ମିଳନ ସମାରୋହରେ ଯୋଗଦେଇ ସୈନିକମାନଙ୍କ ବୀରତ୍ୱ, ତ୍ୟାଗ ଓ ଦେଶପ୍ରତି ସମର୍ପଣକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି […]
ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନ୍ସିପି ମିଶ୍ରଣ ଆଲୋଚନାରେ ପୂର୍ଣ୍ଣଚ୍ଛେଦ: ସୁପ୍ରିୟା ସୁଲେଙ୍କ ବଡ଼ ବୟାନ
ମହାରାଷ୍ଟ୍ର ରାଜନୀତିରେ ଏନ୍ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଏନ୍ସିପି (ଶରଦଚନ୍ଦ୍ର ପାୱାର)ର କାର୍ଯ୍ୟକାରୀ ସଭାପତି ତଥା ସାଂସଦ ସୁପ୍ରିୟା ସୁଲେ। ତାଙ୍କ ଭାଇ ତଥା […]
ମେକେଦାଟୁ ବନ୍ଧକୁ ନେଇ କଂଗ୍ରେସରେ ଫାଟ! ଡିକେ ଶିବକୁମାରଙ୍କୁ ମଣିକମ୍ ଟାଗୋରଙ୍କ କଡ଼ା ସମାଲୋଚନା
କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାଟୁ ବନ୍ଧ ନିର୍ମାଣକୁ ନେଇ କଂଗ୍ରେସ ଦଳ ଭିତରେ ମତଭେଦ ସାମ୍ନାକୁ ଆସିଛି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ଡି.କେ. ଶିବକୁମାର ମେକେଦାଟୁ ପ୍ରକଳ୍ପକୁ ସମର୍ଥନ କରିବା […]
ଦିଲ୍ଲୀର ବିଷାକ୍ତ ବାୟୁକୁ ନେଇ ଚିନ୍ତା, ବେଜିଂ କିପରି ପ୍ରଦୂଷଣ ନିୟନ୍ତ୍ରଣ କଲା?
ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ। ଶୀତ ଋତୁ ଆରମ୍ଭ ହେବା ସହ ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳରେ ଘନ କୁହୁଡ଼ି ଓ ବିଷାକ୍ତ ଧୂଆଁର ଚାଦର ଦେଖିବାକୁ ମିଳୁଛି। […]
ମାଇକ୍ରୋସଫ୍ଟ ସର୍ଭର ଡାଉନ୍ର ପ୍ରଭାବ ବିମାନ ସେବା ଉପରେ, ଦିଲ୍ଲୀରୁ ୩ଟି ବିମାନ ବାତିଲ୍, ୨ଟି ବିଳମ୍ବ
ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବୈଷୟିକ ତ୍ରୁଟିର ପ୍ରଭାବ ଏବେ ଭାରତର ବିମାନ ସେବା ଉପରେ ମଧ୍ୟ ପଡ଼ିଛି। ଏହି ସମସ୍ୟା ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ପାଇସ୍ଜେଟ୍ର ୩ଟି ବିମାନ […]
ମୋବାଇଲ୍ ଫୋନ୍ ଟ୍ୟାପିଂ ନେଇ ରାହୁଲ ଗାନ୍ଧୀଙ୍କ ବଡ଼ ଅଭିଯୋଗ
କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାର୍ବଜନୀନ ମଞ୍ଚରେ ସାମ୍ନାସାମ୍ନି ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଏଥିସହ ତାଙ୍କ ମୋବାଇଲ୍ ଫୋନ୍ ଟ୍ୟାପିଂ […]
ନିଜ ପୁସ୍ତକରେ ଅନେକ ଅକୁହା କଥା ଖୋଲିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର ସହ ତାଙ୍କ ସମ୍ପର୍କକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର […]
ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ଜୋରଦାର, ଦେବେନ୍ଦ୍ର ଫଡନାଭିସ କହିଲେ – ନିଷ୍ପତ୍ତି ପୂର୍ବରୁ ଏନଡିଏ ସହ ଆଲୋଚନା ଜରୁରୀ
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP)ର ଦୁଇ ଗୋଷ୍ଠୀର ମିଶ୍ରଣ। ଶରଦ ପୱାର ଓ ସ୍ୱର୍ଗତ ଅଜିତ ପୱାରଙ୍କ ଗୋଷ୍ଠୀ ପୁଣି ଏକାଠି ହେବା […]
