ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଜୁଲୋଜିକାଲ ପାର୍କରେ ଯୋଡ଼ି ହୋଇଛି ଆଉ କିଛି ବିରଳ ପ୍ରଜାତିର ବନ୍ୟଜନ୍ତୁ। ଗୁଜରାଟର ଜାମନଗରସ୍ଥିତ ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ (RKTEWT) ପକ୍ଷରୁ ନନ୍ଦନକାନନକୁ ୧୪ଟି […]
Category: Home
Your blog category
ସୋସିଆଲ ମିଡିଆରୁ ଦୂରେଇ ପାଠପଢ଼ା ଓ ଦକ୍ଷତା ବିକାଶରେ ଧ୍ୟାନ ଦିଅ: ମୁଖ୍ୟମନ୍ତ୍ରୀ ମାଝୀ
ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ଅଯଥା ସମୟ ନଷ୍ଟ ନକରି ପାଠପଢ଼ା, ଦକ୍ଷତା ବିକାଶ ଓ ନିଜ କ୍ୟାରିୟର ଗଠନ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି […]
ଓଡ଼ିଶା ପୋଲିସ ପରୀକ୍ଷା ବିଳମ୍ବକୁ ନେଇ ନବୀନଙ୍କ ପ୍ରଶ୍ନ
ଭୁବନେଶ୍ୱର: ୨୦୨୫ ମସିହାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବାତିଲ ହୋଇଥିବା ଓଡ଼ିଶା ପୋଲିସର କମ୍ବାଇନ୍ଡ ପୋଲିସ ସର୍ଭିସ ପରୀକ୍ଷା (CPSE) ପୁନଃ କେବେ ହେବ, ତାହାକୁ ନେଇ ରାଜ୍ୟରେ ପୁଣି ଚର୍ଚ୍ଚା ଆରମ୍ଭ […]
ଦୁଲୀପ ଟ୍ରଫିରେ ବୈଭବ ସୂର୍ଯ୍ୟବଂଶୀଙ୍କ ଜର୍ସିକୁ ନେଇ ଚର୍ଚ୍ଚା, ନମ୍ବର-୩ ପାଇଁ କଲେ ଏମିତି କାମ
ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଚର୍ଚ୍ଚାରେ। ଏଥର ତାଙ୍କ ବ୍ୟାଟିଂ ନୁହେଁ, ବରଂ ଜର୍ସି ନମ୍ବରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଛି। ଦୁଲୀପ ଟ୍ରଫିରେ ଇଷ୍ଟ ଜୋନ୍ […]
ଧର୍ମେନ୍ଦ୍ର ପ୍ରଧାନ ଖୁବଶୀଘ୍ର ପାଇବେ ପ୍ରଭାବଶାଳୀ ଦାୟିତ୍ୱ: ସାଂସଦ ରୁଦ୍ର ପାଣି
କେନ୍ଦ୍ରମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ତାଙ୍କର ଆଗାମୀ ରାଜନୈତିକ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳର ବିଜେପି ନେତା ତଥା ସାଂସଦ ରୁଦ୍ର ନାରାୟଣ ପାଣି […]
NH-55ରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍-ଟ୍ରେଲର ମୁହାଁମୁହିଁ ଧକ୍କା, ୨ ଗୁରୁତର
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର NH-55 ଜାତୀୟ ରାଜପଥରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଡାଙ୍ଗାଘାଟ ବ୍ରିଜ୍ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଟ୍ରେଲର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ […]
ପ୍ରଶାନ୍ତ କିଶୋରଙ୍କ ପ୍ରତି ମୁଗ୍ଧ ଶତ୍ରୁଘ୍ନ ସିହ୍ନା
ବାଙ୍କୀପୁର ଉପ-ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ବିଜୟ ପରେ ବିହାର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ, ତୃଣମୂଳ […]
ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ପଚରାଉଚରା ବେଳେ ବଡ଼ ଖୁଲାସା
ରାମ ମନ୍ଦିରରୁ ଦାନ ସାମଗ୍ରୀ ଚୋରି ଘଟଣାର ତଦନ୍ତ ଆଗକୁ ବଢ଼ିବା ସହ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସୁଛି। ପୋଲିସ୍ ପଚରାଉଚରା ପାଇଁ ଅଭିଯୁକ୍ତମାନଙ୍କୁ ଗୋଟିଏ ପରେ ଗୋଟିଏ ହେପାଜତକୁ ନେଉଛି। ଗତ ଶନିବାର […]
ବେଆଇନ ଭାବରେ ଗ୍ରାଚ୍ୟୁଇଟି ବନ୍ଦ କରିବା ବିରୁଦ୍ଧରେ ନିଯୁକ୍ତିଦାତାମାନଙ୍କୁ ଓଡ଼ିଶା ହାଇକୋର୍ଟ ଚେତାବନୀ
ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ଆଇନଗତ ଅବସର ପ୍ରାପ୍ୟ ଦାବି କରିବା ପାଇଁ ଦୀର୍ଘକାଳୀନ ଆଇନଗତ ଲଢ଼େଇ କରିବାକୁ ବାଧ୍ୟ କରୁଥିବା ନିଯୁକ୍ତିଦାତାମାନଙ୍କ ବିରୁଦ୍ଧରେ ଓଡ଼ିଶା ହାଇକୋର୍ଟ ଏକ କଠୋର ଚେତାବନୀ ଜାରି କରିଛନ୍ତି। ମୁଖ୍ୟ […]
ହାତୀ ଆକ୍ରମଣରେ ମହିଳା ମୃତ୍ୟୁ
ଅନୁଗୁଳ ବନଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଲୋକଙ୍କ ଜୀବନ ଯାଉଛି। ଦୁଇ ଦିନ ପୁର୍ବରୁ ହାତୀ ଆକ୍ରମଣରେ ଗୋଟିଏ ଗାଈ ର ମୃତ୍ୟୁ ହୋଇଥିବା […]
