ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି: ୬ ମାସ ଯାଏଁ ଦେବାକୁ ପଡ଼ିବନି ଆଡମିସନ ଫି’

ଓଡ଼ିଶାର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିବାକୁ ଚାହୁଁଥିବା ଗରିବ ଓ ମେଧାବୀ ଏସ୍‌ସି (SC) ଏବଂ ଏସ୍‌ଟି (ST) ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏଣିକି […]

ନିଜେ ପଢ଼ିପାରିଲେନି, ହେଲେ ପିଲାଙ୍କୁ ସ୍କୁଲ ଯିବାକୁ ପ୍ରେରଣା ଦେଉଛନ୍ତି ରିଙ୍କୁ

ଢେଙ୍କାନାଳ ଜିଲ୍ଲାର ସୋଗର ଗାଁର ରଶ୍ମିରଞ୍ଜନ, ଯାହାଙ୍କୁ ସ୍ନେହରେ ସମସ୍ତେ ‘ରିଙ୍କୁ’ ବୋଲି ଡାକନ୍ତି। ପେସାରେ ସେ ଜଣେ ଡେଲିଭରି ବୟ। କିନ୍ତୁ ତାଙ୍କର ପରିଚୟ କେବଳ ଏତିକିରେ ସୀମିତ ନୁହେଁ। ନିଜେ ଆର୍ଥିକ […]

୬ ବର୍ଷ ଧରି ଅବହେଳିତ ୧୦୨ ଏକରର ଘାସ ବିହନ ଫାର୍ମ, ପୁନରୁଦ୍ଧାର ଅପେକ୍ଷାରେ ଚାଷୀ

ଅନୁଗୁଳରେ ଥିବା ରାଜ୍ୟର ଏକ ପୁରାତନ ଘାସ ବିହନ ଉତ୍ପାଦନ କେନ୍ଦ୍ର ଦୀର୍ଘ ୬ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ୧୦୨ ଏକର ଜମିରେ ବ୍ୟାପ୍ତ ଏହି ଫାର୍ମ ଦିନେ […]

ଐଶ୍ୱର୍ଯ୍ୟା ରାୟଙ୍କୁ ‘ସଲମାନ ଚାଚି’ କହିଥିଲେ ଜୈଦ ଦରବାର, ଏମିତି ଥିଲା ସଲମାନ ଖାନଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସଲମାନ ଖାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ନାମ ଆସିଲେ ଆଜି ବି ସେମାନଙ୍କ ପୁରୁଣା ପ୍ରେମ କାହାଣୀ ଓ ସୁପରହିଟ୍‌ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ର […]

ଥାଇଲାଣ୍ଡ ବିପକ୍ଷରେ ପ୍ରତୀକା ରାୱଲଙ୍କ T20I ଡେବ୍ୟୁ, ଜେମିମା ନଥିବାରୁ ମିଳିଲା ସୁଯୋଗ

ଦୁବାଇ: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଥାଇଲାଣ୍ଡ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍‌ ଭାରତୀୟ ଦଳର ଯୁବ ଓ ପ୍ରତିଭାଶାଳୀ ବ୍ୟାଟର ପ୍ରତୀକା ରାୱଲଙ୍କ […]

ରାଉରକେଲା ବନ୍ଧୁକ ଜବତ ଘଟଣାକୁ ନେଇ ରାଜନୀତି ତେଜ, ଜୁଏଲ ଓରାମଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ରାଉରକେଲା: ରାଉରକେଲା ସର୍କିଟ୍ ହାଉସ୍‌ରୁ ଅସ୍ତ୍ର ଜବତ ଘଟଣାକୁ ନେଇ ଓଡ଼ିଶାର ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ଏବଂ ଘଟଣାକୁ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର […]

ବିଜେପିରେ ଜୁଏଲଙ୍କ ଶତ୍ରୁ କିଏ? ଦିଲ୍ଲୀପ ନା ଆଉ କିଏ?

ଜୁଏଲଙ୍କ ରାସ୍ତାରେ ବାଧକ କିଏ ?ଜୁଏଲଙ୍କୁ ହଟାଇ କିଏ ହେବ କେନ୍ଦ୍ରମନ୍ତ୍ରୀ ?ପଦାରେ ପଡିଲା ବିବାଦ,କେନ୍ଦ୍ର ନେତୃତ୍ୱଙ୍କ ହସ୍ତକ୍ଷେପ ? ଦର୍ଶକବନ୍ଧୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଏକ ବୟାନ ରଜନୀତିରେ ଖଡ ସୃଷ୍ଟି କରିଛି। […]

ବିଜେପିରେ ଅଡ଼ୁଆ “ବିଜେଡି” ନେତା! ଦଳ ଭିତର ଅବସ୍ଥା ସଙ୍ଗିନ!

ବିଜେପିରେ ଆଡଜଷ୍ଟ କରି ପାରୁନାହାନ୍ତି ବିଜେଡି ଛାଡିଥିବା ନେତା !ଶାସକଦଳ ପାଇଁ ଅଡୁଆ ଏହି ପୁରୁଣା ବିଜେଡି ନେତା !ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇପାରେ ନୂଆ ସମୀକରଣ ? ଦର୍ଶକବନ୍ଧୁ ଏକଦା ବିଜେଡି ପାଇଁ […]

ଗ୍ରାମୀଣ ପରିବାରକୁ ସମବାୟ ସହ ଯୋଡ଼ିବ ‘ସମ୍ବନ୍ଧ’: ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ସମବାୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ଗ୍ରାମୀଣ ପରିବାରଗୁଡ଼ିକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ […]

ବୈଷ୍ଣବଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଆଇଟି ଓ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରର ବିକାଶକୁ ଆହୁରି ଗତି ଦେବା ପାଇଁ ସମ୍ବଲପୁରରେ C-DACର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଦାବି ହୋଇଛି। ସମ୍ବଲପୁର ଲୋକସଭା ସାଂସଦ […]