୨୧ରେ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ

ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଚଳିତ ମାସ ୨୧ ତାରିଖରେ ପାଳିତ ହେବ। ଏହି ଅବସରରେ ମା’ଙ୍କ ନିକଟରେ ନବାନ୍ନ ପ୍ରସାଦ ଲାଗି ପାଇଁ […]

ଅନୁଗୋଳ କୋର୍ଟରେ ଗଣେଶ ପୂଜା ପାଳିତ

ଅନୁଗୋଳ: ଅନୁଗୋଳ କୋର୍ଟ ପରିସରରେ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଛି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ କୋର୍ଟ ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଆଇନଜୀବୀ, […]

ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’କୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ଅଭିଯାନକୁ ସୁଚାରୁ ଭାବେ ପରିଚାଳନା କରିବା ସହ ଅଧିକରୁ ଅଧିକ ଲୋକଙ୍କୁ […]

ଗଣେଶ ପୂଜାକୁ ଆଉ ୯ ଦିନ, ତଥାପି ହୋଇନି ରାସ୍ତା ମରାମତି

ତାଳଚେର,: ଗଣେଶ ପୂଜାକୁ ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥାଏ। ଆଉ ମାତ୍ର ୯ ଦିନ। ସହରର ଗଣପର୍ବ ପାଇଁ ମେଢ଼, ତୋରଣ ଓ ଆଲୋକସଜାରେ ପୂଜା କମିଟିଗୁଡ଼ିକ ବ୍ୟସ୍ତ ରହିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ […]

ପାର୍ବଣ ପୂର୍ବରୁ କୋଲିୟରୀ ପୁଲିସର କଡ଼ା ଯାଞ୍ଚ, ନିଶା କାରବାର ଉପରେ ସ୍ୱତନ୍ତ୍ର ନଜର

ଅନୁଗୋଳ ଜିଲ୍ଲାର ଶିଳ୍ପାଞ୍ଚଳରେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କୋଲିୟରୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବଢ଼ୁଥିବା ଜନସଂଖ୍ୟା, ଯାନବାହନ ଚଳାଚଳ ଏବଂ ପୂଜାପର୍ବ ସମୟରେ ଭିଡ଼ ବୃଦ୍ଧିର ସମ୍ଭାବନାକୁ […]

ଶିଶୁଙ୍କ ପୋଷଣ ଓ ବିକାଶ ଉପରେ ଗୁରୁତ୍ୱ, ୩୫ ମହିଳା ସାମାଜିକ କର୍ମୀଙ୍କୁ ତାଲିମ

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ‘ସୁପୋଷିତ ଓଡ଼ିଶା ମିଶନ’କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ତାଲିମ […]

ପାଳଲହଡ଼ା ସହରରେ କୁଢ଼କୁଢ଼ ଆବର୍ଜନା, ଡରାଉଛି ସ୍କ୍ରବ୍ ଟାଇଫସ୍

ପାଳଲହଡ଼ା ସହରରେ କୁଢ଼କୁଢ଼ ଆବର୍ଜନା ଓ ଅପରିଷ୍କାର ପରିବେଶକୁ ନେଇ ସହରବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଦୁର୍ଗନ୍ଧମୟ ପରିବେଶରେ ଜୀବନ ଅତିବାହିତ କରୁଥିବା ସହରବାସୀଙ୍କ ମଧ୍ୟରେ ଏବେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ […]

ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁ ଦାବିରେ ୧୨ ଘଣ୍ଟିଆ ରାଜପଥ ଅବରୋଧ

ଅନୁଗୋଳ: ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନଃ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ଏବଂ ତୁରନ୍ତ ଡାକ୍ତର ନିଯୁକ୍ତି ଦାବିରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଦୀର୍ଘଦିନ ଧରି ସ୍ୱାସ୍ଥ୍ୟସେବାରୁ […]

ତାଳଚେରରେ ଆଧୁନିକ ମେକାନିକାଲ୍ ସ୍ୱିପିଂ ଗାଡ଼ି ଶୁଭାରମ୍ଭ, ଧୂଳି ଓ ପ୍ରଦୂଷଣ ନିୟନ୍ତ୍ରଣକୁ ମିଳିବ ଗତି

ତାଳଚେର: ତାଳଚେର ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ଼ କରିବା ଦିଗରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ସହରର ରାସ୍ତାଘାଟ ସଫା କରିବା ପାଇଁ ମେକାନିକାଲ୍ ସ୍ୱିପିଂ ଭେହିକିଲ୍ ବା ଯାନ୍ତ୍ରିକ […]

ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି

ତାଳଚେର, :ବଡ଼ଯୋରଡ଼ା ଗ୍ରାମବାସୀଙ୍କୁ ଦୀର୍ଘ ୪୧ ବର୍ଷ ହେଲା ହିଙ୍ଗୁଳା କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ଜମିହରା ପ୍ରଜା ଏକତ୍ରିତ ହୋଇ ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।ସୂଚନା […]