ତୃତୀୟ ଦିନରେ ବି ଗରମ ରହିବ ବିଧାନସଭା, MMDR ପ୍ରସଙ୍ଗକୁ ନେଇ ହଙ୍ଗାମା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଚାଲୁଥିବା ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ତାତି ବଢ଼ିବାର ଆଶଙ୍କା ରହିଛି। ବିଶେଷକରି ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ବା MMDR ଆଇନର ସଂଶୋଧନକୁ ନେଇ […]

ଭୂସ୍ଖଳନ ଆଶଙ୍କା: ଚିତ୍ରକୋଣ୍ଡା ଘାଟ ନୋ-ଗୋ ଜୋନ୍‌, ଯାତାୟାତ ବନ୍ଦ

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଘାଟ ଅଞ୍ଚଳରେ ଭୂସ୍ଖଳନ ଓ ଗଛ ଉପୁଡ଼ି ପଡ଼ିବା ଆଶଙ୍କା ବଢ଼ିଛି। ଯାତ୍ରୀ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଚିତ୍ରକୋଣ୍ଡା […]

ପଶ୍ଚିମ ଏସିଆ ସଙ୍କଟର ପ୍ରଭାବ: ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୪.୫୭% ହ୍ରାସ

ଭୁବନେଶ୍ୱର: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଓ ବାଣିଜ୍ୟିକ ଯୋଗାଣ ବ୍ୟବସ୍ଥାରେ ବାଧାର ପ୍ରଭାବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ପଡ଼ିଛି। ବିଶେଷକରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଓଡ଼ିଶାରୁ ଯାଉଥିବା ମାଛ, ଚିଙ୍ଗୁଡ଼ି ଓ […]

ଓଡ଼ିଶା ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟି: ସମୀକ୍ଷା ଓ ତଦାରଖରେ ବଡ଼ ଅବହେଳା, SCERT ଉପରେ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ନୂଆ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଚିହ୍ନଟ ହେବା ଘଟଣାର ତଦନ୍ତ କରିଥିବା ତିନିଜଣିଆ ଉଚ୍ଚସ୍ତରୀୟ କମିଟି ଏହାକୁ କେବଳ ଛାପା ଭୁଲ ବୋଲି ମାନିନାହିଁ। ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ ଶିକ୍ଷାଗତ […]

ପୁଣି ଓଡ଼ିଶା ବିଜେପି ପ୍ରଭାରୀ ହେଲେ ପୁରନ୍ଦେଶ୍ୱରୀ, ସହ-ପ୍ରଭାରୀ ଦାୟିତ୍ୱରେ ସ୍ୱଦେଶ ସିଂହ

ଭୁବନେଶ୍ୱର: ଓଡ଼ିଶା ବିଜେପି ସଂଗଠନରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ। ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ପୁଣିଥରେ ଓଡ଼ିଶାର ଦଳୀୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିପରି ଡ. ସ୍ୱଦେଶ […]

CEC ଜ୍ଞାନେଶ କୁମାରଙ୍କୁ ଗିରଫ କରାଯାଇପାରିବ କି? ୨୦୨୩ ଆଇନରେ ନିର୍ବାଚନ କମିଶନରଙ୍କୁ କ’ଣ ସୁରକ୍ଷା ମିଳିଛି?

ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ରାଜନୈତିକ ଓ ଆଇନଗତ ବିବାଦ ମଧ୍ୟରେ ୨୦୨୩ରେ ପ୍ରଣୀତ ଏକ ଆଇନର ବ୍ୟବସ୍ଥା ପୁଣି ଚର୍ଚ୍ଚାକୁ ଆସିଛି। ବିଶେଷକରି Chief Election Commissioner […]

ସଡ଼କ ଦୁର୍ଘଟଣାରେ ମନ୍ତ୍ରୀଙ୍କ ଝିଅ ସମେତ ୪ ଯୁବକ-ଯୁବତୀଙ୍କ ମୃତ୍ୟୁ

ଝାଡ଼ଖଣ୍ଡର ଜମଶେଦପୁରରେ ଗୁରୁବାର ଭୋର ସମୟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ମେରିନ୍ ଡ୍ରାଇଭ୍ ଅଞ୍ଚଳରେ ଏକ ଦ୍ରୁତଗାମୀ କାର ରାସ୍ତାରେ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରକ୍‌ର ପଛପଟେ ଜୋରଦାର […]

୨୫ ସେପ୍ଟେମ୍ବରରେ ଗଣେଶ ବିସର୍ଜନ, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ନିୟମ

ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୧୪ ତାରିଖରେ ଘର ଓ ବିଭିନ୍ନ ପୂଜାମଣ୍ଡପରେ ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ବିଧିବିଧାନରେ ସ୍ଥାପନା କରାଯାଇଥିଲା। ୧୦ ଦିନ ଧରି ପୂଜା, ଭଜନ, କୀର୍ତ୍ତନ ଓ […]

ପେଟ୍ରୋଲ ଟାଙ୍କ ଫୁଲ୍ କରିବା ନେଇ ସରକାରଙ୍କ ପରାମର୍ଶ, ଇନ୍ଧନ ପାଇଁ ଖାଲି ସ୍ଥାନ ରଖିବା ଜରୁରୀ

ନୂଆଦିଲ୍ଲୀ: ଗାଡ଼ି କିମ୍ବା ବାଇକ୍‌ରେ ପେଟ୍ରୋଲ ଭରିବା ସମୟରେ ଅନେକ ଲୋକ ଟାଙ୍କିକୁ ପୂରା ଫୁଲ୍ କରିବାକୁ ପସନ୍ଦ କରନ୍ତି। ତେବେ ଟାଙ୍କିର ସର୍ବାଧିକ କ୍ଷମତା ପର୍ଯ୍ୟନ୍ତ ପେଟ୍ରୋଲ ଭରିବା ସବୁବେଳେ ସୁରକ୍ଷିତ ନୁହେଁ […]

ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ହରାଇ ଏସିଆନ୍ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ର ମହିଳା କ୍ରିକେଟ୍ ଫାଇନାଲରେ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ […]