ଭୁବନେଶ୍ୱର: ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ହୋମ୍ଷ୍ଟେ, ଐତିହ୍ୟ ଓ ସାହସିକ ପର୍ଯ୍ୟଟନକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା […]
Archives
ବନ୍ୟାରେ ବେହାଲ ବାଲେଶ୍ୱର ଓ ଭଦ୍ରକ, ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ୱର ଓ ଭଦ୍ରକରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଲଗାଣ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର […]
ଓଡ଼ିଶା ବିଧାନସଭାରେ ତେଜିବ MMDR ବିବାଦ, ପଞ୍ଚମ ଦିନରେ ବିଜେଡିର ବଡ଼ ପ୍ରତିବାଦ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଚଳିତ ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ହଟ୍ଟଗୋଳ ଜାରି ରହିବାର ଆଶଙ୍କା ଦେଖାଦେଇଛି। ବିଶେଷକରି ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ବା MMDR ସଂଶୋଧନ ଆଇନକୁ […]
ଇସିଆଇ ବିବାଦ: ରାଜନୈତିକ ଫାଇଦା ପାଇଁ କଂଗ୍ରେସ ମିଥ୍ୟା ତଥ୍ୟ ପ୍ରଚାର କରୁଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନିର୍ବାଚନ କମିଶନ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜନୈତିକ ଫାଇଦା ପାଇଁ କଂଗ୍ରେସ ନିର୍ବାଚନ କମିଶନକୁ ନେଇ […]
ନବୀନଙ୍କ ନୂଆ ରଣନୀତି,ସାମ୍ନାରେ ମୋହନଙ୍କୁ ରଖିକେନ୍ଦ୍ରକୁ କରୁଛନ୍ତି ଟାର୍ଗେଟ!
ଧୀରେ ଧୀରେ ରଣନୀତି ବଦଳାଉଛନ୍ତି ନବୀନ!ସାମ୍ନାରେ ମୋହନ, ନିଶାନାରେ କେନ୍ଦ୍ର ସରକାର !ପୁରୁଣା କଥା ମନେ ପକାଇ ନବୀନଙ୍କ ଟାର୍ଗେଟ! ଦର୍ଶକବନ୍ଧୁ ବିଧାନସଭା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା […]
ବଦଳିବ ବିଜେପି ଷ୍ଟ୍ରାଟେଜି,ନବୀନଙ୍କୁ ଚେକ ଦେବାକୁ ଆସିଲେ ପୁରନ୍ଦେଶ୍ୱରୀ!
ବିଜେଡିକୁ ଚେକ ଦେବାକୁ ପୁରନ୍ଦେସ୍ଵରୀଙ୍କୁ ପୁଣି ଓଡ଼ଶା ଦାୟିତ୍ୱ!ନେତାଙ୍କ ମୁହଁରେ ହସ ଫୁଟାଇବେ ପୁରନ୍ଦେଶ୍ୱରୀ!ବଦଳିଯିବ କି ସମୀକରଣ ?ତୋମାରଙ୍କୁ ମନେ ରଖିବ ରାଜ୍ୟ ବିଜେପି ! ଦର୍ଶକବନ୍ଧୁ ବିଜେପି ସବୁ ରାଜ୍ୟ ପାଇଁ ନୂଆ […]
MMDR ଆଇନରେ ଓଡ଼ିଶାର କେତେ ରାଜସ୍ୱ କ୍ଷତି ହେବ, ଏଯାଏଁ ଆକଳନ ହୋଇନି
ଭୁବନେଶ୍ୱର: ଖଣିଜ ସମ୍ପଦକୁ ନେଇ ଓଡ଼ିଶାରେ ଚାଲିଥିବା MMDR ଆଇନ ବିବାଦ ମଧ୍ୟରେ ରାଜ୍ୟ ସରକାର ଏଯାଏଁ ଏହାର ସମ୍ଭାବ୍ୟ ରାଜସ୍ୱ ପ୍ରଭାବର କୌଣସି ନିର୍ଦ୍ଦିଷ୍ଟ ଆକଳନ କରିନଥିବା ଜଣାପଡ଼ିଛି। ୨୦୨୬ର ସଂଶୋଧିତ MMDR […]
୧୦ ବର୍ଷରେ ଓଡ଼ିଶାର ଖଣି ରାଜସ୍ୱ ୩.୦୫ ଲକ୍ଷ କୋଟି ଟପିଲା
ଭୁବନେଶ୍ୱର: ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ପାଇଁ ଖଣି କ୍ଷେତ୍ରରୁ ଆସୁଥିବା ରାଜସ୍ୱ ରାଜ୍ୟ ଅର୍ଥନୀତିର ଏକ ପ୍ରମୁଖ ଆଧାର ହୋଇ ରହିଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ ଖଣି କ୍ଷେତ୍ରରୁ ଡିଏମ୍ଏଫ୍ […]
ଭାରୀ ବର୍ଷାରେ ବନ୍ୟା ଆଶଙ୍କା, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର
ଭୁବନେଶ୍ୱର: ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବାରୁ ଅନେକ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ହେବା ସହ […]
ପରମାଣୁ ଶକ୍ତି କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ, NTPC ଓ ଆଦାନୀ ପାୱାରକୁ ସମ୍ଭାବ୍ୟତା ଅଧ୍ୟୟନ ଅନୁମତି
ଭୁବନେଶ୍ୱର: ଓଡ଼ିଶାର ଶକ୍ତି କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ପରମାଣୁ ଶକ୍ତି ପ୍ରକଳ୍ପ ସ୍ଥାପନ ଦିଗରେ ପଦକ୍ଷେପ ନେଇଛନ୍ତି ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ପରମାଣୁ […]
