ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଥିବା ଏନ୍ଟିପିସି କଣିହା ପାୱାର ପ୍ଲାଣ୍ଟରେ ଶନିବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପ୍ଲାଣ୍ଟର ବଙ୍କର ‘ବି’ରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି […]
Tag: odisha news
ଭୁବନେଶ୍ୱର ୟୁନିଟ୍-୧ ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ, ପୋଡ଼ିଗଲା ୨ଟି ଦୋକାନ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ୟୁନିଟ୍-୧ ମାର୍କେଟ୍ରେ ଶନିବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ମାର୍କେଟ୍ ଭିତରେ ଥିବା ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଛାରଖାର ହୋଇଯାଇଛି। ଜଳିଯାଇଥିବା […]
ଲୋ-ଭୋଲ୍ଟେଜ୍ ସମସ୍ୟା: କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ବିରୋଧ
ବଅଁରପାଳ,: ବଅଁରପାଳ ଅଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ଟାଟା ପାୱାର ହାତକୁ ଯିବା ପରଠାରୁ ବିଭିନ୍ନ ସମସ୍ୟା ଦେଖାଦେଇଥିବା ନେଇ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଅସମୟରେ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ୍ ସମସ୍ୟା, ଅଭିଯୋଗ […]
ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠବାର୍ଷିକ ଉତ୍ସବ ଆରମ୍ଭ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ଅଗଷ୍ଟ ୨୧ ତାରିଖରେ ମହାସମାରୋହରେ ଆରମ୍ଭ ହୋଇଛି। ଶିକ୍ଷା, ସାମାଜିକ ସଚେତନତା, ପରିବେଶ ସୁରକ୍ଷା ଓ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି […]
ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ, ଆଧୁନିକ ଓ ସମୟୋପଯୋଗୀ ଶିକ୍ଷା ପ୍ରଦାନ କରିବା ଦିଗରେ ଦେଶ ଓ ରାଜ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ଛାତ୍ରଛାତ୍ରୀଙ୍କୁ ଆଧୁନିକ ଜ୍ଞାନ, […]
ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା
ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଇ ବିପଦ ସଙ୍କେତ ତଳକୁ ଆସିଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ଏବେ ବି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ। ନଦୀର ଜଳ କମିବା […]
ଭଦ୍ରକରେ ବନ୍ୟା ସ୍ଥିତି: ଆଜି ୨୦୫ ସ୍କୁଲ ଓ ୨୬୫ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଛୋଟ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅଗଷ୍ଟ ୨୧ […]
୨୮ ଅଗଷ୍ଟରେ ରକ୍ଷାବନ୍ଧନ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ରାହୁକାଳ ଓ ପୂଜା ବିଧି
ଭୁବନେଶ୍ୱର: ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ, ଭଲପାଇବା ଓ ପରସ୍ପର ସୁରକ୍ଷାର ପ୍ରତୀକ ରକ୍ଷାବନ୍ଧନ ପର୍ବ ଚଳିତ ବର୍ଷ ୨୮ ଅଗଷ୍ଟ ୨୦୨୬, ଶୁକ୍ରବାର ଦିନ ପାଳନ କରାଯିବ। ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ଆଧାର […]
ଚିନ୍ତାର କାରଣ ପାଲଟିଛି ପିଆଜ ଦର
ଅନୁଗୋଳ, ୨୦ ଅଗଷ୍ଟ: ପିଆଜ ଦର ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦର ବଢ଼ିବାରେ ଲାଗିଥିବା ବେଳେ ଗରିବ ଶ୍ରେଣୀର ଲୋକଙ୍କ ପକେଟ୍ ଉପରେ ଏହାର ପ୍ରଭାବ ପଡ଼ିଛି। ପୂର୍ବରୁ ଦର […]
କେବେ ଅଲଗା ହେବ ଯୁକ୍ତ ଦୁଇ କଲେଜ?
ଅନୁଗୋଳ, ୨୦ ଅଗଷ୍ଟ: ଡିଗ୍ରି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାଠ୍ୟକ୍ରମକୁ ଅଲଗା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନୂଆ କୋଠା ନିର୍ମାଣ ମଧ୍ୟ କରାଯାଇଛି। ହେଲେ ନୂଆ […]
