ପୁରୀ ଜିଲ୍ଲାରେ ପୋଲିସ ହେପାଜତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଚୋରା ମଦ ବିକ୍ରି କରୁଥିବା ସନ୍ଦେହରେ ପୋଲିସ ଜଣେ ୩୪ ବର୍ଷୀୟ […]
Tag: odisha news
ଘୂର୍ଣ୍ଣିବଳୟ ‘ଅକ୍ୱାନ୍’କୁ ନେଇ ଓଡ଼ିଶାରେ ସତର୍କତା, ମୁତୟନ ପାଇଁ ପ୍ରସ୍ତୁତ ୭୪ଟି ଉଦ୍ଧାରକାରୀ ଟିମ୍
ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ନେଇ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପରିସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଥିବା ବେଳେ […]
ବଅଁରପାଳ ବ୍ଲକରେ ୩୦୯୩ ହିତାଧିକାରୀଙ୍କୁ ପେନସନ୍ ଭତ୍ତା ବଣ୍ଟନ, ମିଳିଲା ୨୦୦୦ ଟଙ୍କା ଲେଖାଏଁ
ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ମଧୁବାବୁ ପେନସନ୍ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକର ମୋଟ ୩୦୯୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୨୦୦୦ ଟଙ୍କା […]
ନୂଆ ବାତ୍ୟା ଆଶଙ୍କା ମଧ୍ୟରେ ଜଳଭଣ୍ଡାର ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ନୂଆ SOP, ତଳିଆ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ
ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିଛି। ଆସୁଥିବା ବାତ୍ୟା ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ରାଜ୍ୟ ସରକାର ଆଗୁଆ […]
ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଆଶଙ୍କା, ଆନ୍ଧ୍ରମୁହାଁ ହେବ ‘ଅକଭାନ୍’; ଓଡ଼ିଶାରେ ପ୍ରବଳ ବର୍ଷା ସତର୍କତା
ବଙ୍ଗୋପସାଗରରେ ପୁଣି ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବାକୁ ଯାଉଛି। ଗୋଟିଏ ପରେ ଗୋଟିଏ ବାତ୍ୟାର ସାମ୍ନା କରିଥିବା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ପୁଣି ଚିନ୍ତା ବଢ଼ିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର […]
କୋରାପୁଟରେ ଆରମ୍ଭ ହେଲା ୨୯ତମ ଜନଜାତି ମହୋତ୍ସବ ‘ପରବ-୨୦୨୬’, ମାସେ ଧରି ଜମିବ ଆଦିବାସୀ କଳା ଓ ସଂସ୍କୃତିର ଆସର
ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହାକୁମ୍ଭ ଭାବେ ପରିଚିତ କୋରାପୁଟର ପ୍ରସିଦ୍ଧ ଜନଜାତି ମହୋତ୍ସବ ‘ପରବ-୨୦୨୬’ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ମହୋତ୍ସବ ୨୯ତମ ସଂସ୍କରଣରେ ପହଞ୍ଚିଥିବା ବେଳେ ଜିଲ୍ଲାବ୍ୟାପୀ […]
ଗ୍ରାମୀଣ ଉଦ୍ୟାନ ଏବେ ମଦୁଆଙ୍କ ଆଡ଼ା
ଗ୍ରାମାଞ୍ଚଳରେ ଶିଶୁ, ଯୁବକ ଓ ବୟସ୍କଙ୍କ ମନୋରଞ୍ଜନ ସହ ଶାରୀରିକ ଓ ମାନସିକ ବିକାଶ ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଗ୍ରାମୀଣ ଉଦ୍ୟାନ | ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଚାଳନା […]
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ: ନଭେମ୍ବର ୧୬ ସୁଦ୍ଧା ବାତ୍ୟା ‘ଅକ୍ୱାନ୍’ ଆଶଙ୍କା, ଓଡ଼ିଶାରେ ସତର୍କତା
ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଏହି […]
ବାଲେଶ୍ୱରରେ କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ରୁ ଅଧିକ ଦୋକାନ, କ୍ଷତିପୂରଣ ଦାବି କଲେ ବ୍ୟବସାୟୀ
ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଖଳାବାଡ଼ିଆ ନିକଟରେ ଚାଲିଥିବା କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ରୁ ଅଧିକ ଅସ୍ଥାୟୀ ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ […]
ବଇଣ୍ଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଶତାଧିକ କର୍ମୀଙ୍କ ସମାଗମ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବଇଣ୍ଡାଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ବିଶାଳ କର୍ମୀ ସମାବେଶ ଆୟୋଜିତ ହୋଇଛି। ନଭେମ୍ବର ୧୧ ତାରିଖ ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ […]
