ଭୋଟର ତାଲିକା ଶୁଦ୍ଧିକରଣ ପାଇଁ SIR ଜରୁରୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ […]

ଡିଜେ ଉଚ୍ଚଶବ୍ଦକୁ ନେଇ ଭୟଙ୍କର ଗୋଷ୍ଠୀ ସଂଘର୍ଷ! ୮ରୁ ଅଧିକ ଆହତ, ଗାଁରେ ଉତ୍ତେଜନା

ପିପିଲି: ଡିଜେର ଉଚ୍ଚଶବ୍ଦକୁ ନେଇ ଓଡ଼ିଶାର ପୁରୀ ଜିଲ୍ଲାରେ ଏକ ଗୋଷ୍ଠୀ ସଂଘର୍ଷ ଘଟିଛି। ପିପିଲି ଥାନା ଅନ୍ତର୍ଗତ ଖଣ୍ଡିଗାଁରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଡିଜେର ଶବ୍ଦ କମାଇବାକୁ […]

ଦଳିତ ମହିଳା ରୋଷେୟାଙ୍କ ନିଯୁକ୍ତିକୁ ନେଇ ପୁଣି ବିବାଦ! ତାଲା ପଡ଼ିଲା ଅଙ୍ଗନବାଡ଼ି କେନ୍ଦ୍ର

ବଲାଙ୍ଗୀର: ଓଡ଼ିଶାରେ ଜାତିଗତ ବିବାଦକୁ ନେଇ ପୁଣି ଏକ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହୋଇପଡ଼ିଛି। ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ଘୁସୁରାମୁଣ୍ଡା ଗାଁରେ ଜଣେ ଦଳିତ ମହିଳାଙ୍କୁ ରୋଷେୟା ଭାବେ ନିଯୁକ୍ତି ଦିଆଯିବାକୁ […]

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି: ଓଡ଼ିଶାରେ ୩ ଦିନିଆ ଗସ୍ତରେ ସୌଦାନ ସିଂହ

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ସାଂଗଠନିକ ଶକ୍ତି ବଢ଼ାଇବାକୁ ତତ୍ପର ହୋଇଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏହି ପରିପ୍ରେକ୍ଷୀରେ ବିଜେପିର ଜାତୀୟ ଯୁଗ୍ମ ସାଧାରଣ […]

ଏଡିୟୁଜେର ଦ୍ୱିବାର୍ଷିକ ନିର୍ବାଚନ: ପୁଣି ସଭାପତି ହେଲେ ଅଜିତ କୁମାର ଧର

ଅନୁଗୋଳ ଜିଲ୍ଲାର ସାମ୍ବାଦିକ ସଂଗଠନ ଏଡିୟୁଜେ (ADUJ)ର ସାଙ୍ଗଠନିକ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅନୁଗୋଳ ସହରର ପ୍ରଶାନ୍ତି ହୋଟେଲ ପରିସରରେ ଆୟୋଜିତ ଏହି ବୈଠକରେ ଅଜିତ କୁମାର ଧର ପୁଣିଥରେ […]

ଅନୁଗୋଳର ନୂତନ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ

ଅନୁଗୋଳ ଜିଲ୍ଲାର ନୂତନ ଉପଜିଲ୍ଲାପାଳ ଭାବେ ଆଶିଷ ରଞ୍ଜନ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କଠାରୁ ଦାୟିତ୍ୱ ନେଇଛନ୍ତି। ନୂତନ ଭାବେ ଯୋଗଦାନ ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ […]

ଗଛ କାଟିବା ମାମଲାରେ NIT ରାଉରକେଲାକୁ ଝଟକା, ଆବେଦନ ଖାରଜ କଲେ କୋର୍ଟ

ଓଡ଼ିଶାର ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT)କୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଝଟକା ଲାଗିଛି। କ୍ୟାମ୍ପସରେ ନୂଆ କୋଠା ନିର୍ମାଣ ପାଇଁ ୧,୮୭୨ଟି ଗଛ କାଟିବା ପ୍ରସଙ୍ଗରେ ଚାଲିଥିବା ମାମଲାକୁ ଖାରଜ କରିବା ପାଇଁ […]

ଗଞ୍ଜାମରେ ନୃଶଂସ ହତ୍ୟା! ୫୦ ବର୍ଷୀୟ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ମାରିଦେଲା ଯୁବକ

ଗଞ୍ଜାମ ଜିଲ୍ଲାରେ ଏକ ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟିଛି ଏକ ଦୁଃଖଦ ହତ୍ୟାକାଣ୍ଡ। ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଜଣେ ଯୁବକ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। […]

ପାରାଦୀପର CEMC ହେବ ଉତ୍କର୍ଷ କେନ୍ଦ୍ର, ଉପକୂଳ ପରିବେଶ ସୁରକ୍ଷାକୁ ମିଳିବ ନୂଆ ଦିଗ

ଓଡ଼ିଶାର ଉପକୂଳ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପାରାଦୀପସ୍ଥିତ କୋଷ୍ଟାଲ ଏନଭାଇରନମେଣ୍ଟାଲ ମନିଟରିଂ ନୋଡାଲ ସେଣ୍ଟର (CEMC)କୁ ଏକ ଉତ୍କର୍ଷ କେନ୍ଦ୍ର ବା ସେଣ୍ଟର ଅଫ୍ ଏକ୍ସଲେନ୍ସ […]

ଓଡ଼ିଶାର ୬୦ କଲେଜରେ ୨୫୨ ପଦ ହାତେଇଲା ABVP

ଭୁବନେଶ୍ୱର, ୧୨ ଅକ୍ଟୋବର: ଓଡ଼ିଶାରେ ଦୀର୍ଘ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ କଲେଜ କ୍ୟାମ୍ପସରେ ରାଜନୈତିକ ଉତ୍ସାହ ବଢ଼ିବାରେ ଲାଗିଛି। ଆସନ୍ତା ଅକ୍ଟୋବର ୧୫ […]