ତୁରଙ୍ଗରେ ‘ସେବା ସଙ୍କଳ୍ପ ଅଭିଯାନ’, ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତୁରଙ୍ଗ ଅଞ୍ଚଳରେ ‘ସେବା ସଙ୍କଳ୍ପ ଅଭିଯାନ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଜନସେବା, ସାମାଜିକ ଦାୟିତ୍ୱ ଓ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗକୁ […]

SOA-ITERର ଦୁଇଦିନିଆ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଶେଷ, ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ମିଳିଲା ଡିଗ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ବୃତ୍ତିଗତ ଜୀବନର ଏକ ନୂଆ ଅଧ୍ୟାୟରେ ପାଦ ଥାପିଛନ୍ତି ସିକ୍ଷା ‘ଓ’ ଅନୁସନ୍ଧାନ (SOA) ଡିମ୍ଡ୍ ଟୁ ବି ୟୁନିଭର୍ସିଟି ଅଧୀନସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ […]

INDIA ବ୍ଲକ ବନ୍ଦକୁ ନେଇ BJDର ୟୁ-ଟର୍ଣ୍ଣ, ସମର୍ଥନ ନା ବିରୋଧ—ସ୍ୱାଧୀନ ରହିବ ଦଳ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଅର୍ଥାତ୍ ଅକ୍ଟୋବର ୮ ତାରିଖରେ INDIA ବ୍ଲକ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକକୁ ନେଇ ବିଜୁ ଜନତା ଦଳ (BJD) ନିଜ ଆଭିମୁଖ୍ୟ ବଦଳାଇଛି। ପ୍ରଥମେ ବନ୍ଦକୁ ସମର୍ଥନ କରିବ […]

ଓଡ଼ିଶାରେ ନକଲି ଔଷଧ ଓ ଜାଲ ମେଡିକାଲ ଉପକରଣ ଜବତ, ଗିରଫ ହେଲେ ଔଷଧ ବ୍ୟବସାୟୀ

କେନ୍ଦ୍ରାପଡ଼ା: ଓଡ଼ିଶାରେ ନକଲି ଔଷଧ ଓ ଜାଲ ମେଡିକାଲ ଉପକରଣ କାରବାର ନେଇ ବଡ଼ ଖୁଲାସା ହୋଇଛି। କେନ୍ଦ୍ରାପଡ଼ା ସହରର ସୁନେଲୋ ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିବା ଗୋଦାମ ଉପରେ ଡ୍ରଗ୍ କଣ୍ଟ୍ରୋଲ […]

ଓଡ଼ିଶାରେ INDIA ବ୍ଲକର ୧୨ ଘଣ୍ଟିଆ ବନ୍ଦ, ସେବା ପ୍ରଭାବିତ ଆଶଙ୍କା

ଭୁବନେଶ୍ୱର: ବିଭିନ୍ନ ଦାବିକୁ ନେଇ ଆଜି ଓଡ଼ିଶାରେ INDIA ବ୍ଲକ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେଉଛି। ବନ୍ଦ ଯୋଗୁଁ […]

ବଡସାହି ବ୍ଲକର ସ୍କୁଲ ହଷ୍ଟେଲରେ ଅସୁସ୍ଥ ହେଲେ ୩୫ ଛାତ୍ରୀ, ଖାଦ୍ୟ ଓ ପାଣି ନମୁନା ସଂଗ୍ରହ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ସ୍କୁଲ ହଷ୍ଟେଲରେ ଅସୁସ୍ଥ ହେଲେ ୩୫ ଛାତ୍ରୀ, ଖାଦ୍ୟ ଓ ପାଣି ନମୁନା ସଂଗ୍ରହ ବ୍ଲକ ଅନ୍ତର୍ଗତ ମାନତ୍ରୀସ୍ଥିତ SSD ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଏକାଥରକେ […]

ଓଡ଼ିଶାର ୩୪୧ ଶିକ୍ଷାନୁଷ୍ଠାନରେ ହେବ ଛାତ୍ର ସଂସଦ ନିର୍ବାଚନ, ୨୦୫ଟିରେ ଚୟନ ପ୍ରକ୍ରିୟା

ଭୁବନେଶ୍ୱର: ଦୀର୍ଘ ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ ୩୪୧ଟି ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ […]

ଓଡ଼ିଶା ବନ୍ଦକୁ ସମର୍ଥନ କରିବନି ବିଜେଡି, ପ୍ରମିଳା ମଲ୍ଲିକଙ୍କ ୟୁ-ଟର୍ଣ୍ଣ

ଭୁବନେଶ୍ୱର: ଆସନ୍ତାକାଲି ଅକ୍ଟୋବର ୮ ତାରିଖରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦକୁ ନେଇ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ଦେଖାଦେଇଛି। ପ୍ରଥମେ ବନ୍ଦକୁ ସମର୍ଥନ କରିବ ବୋଲି […]

୧.୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୯୯.୨୬ କୋଟି ଟଙ୍କାର ସୁଧ ସହାୟତା

ଭୁବନେଶ୍ୱର: ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଗୁଡ଼ିକୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରାୟ ୧.୮ ଲକ୍ଷ ସ୍ୱୟଂ ସହାୟକ […]

ଓଡ଼ିଶା ବନ୍ଦ: ଚାଲିବ ଘରୋଇ ବସ୍‌, ବନ୍ଦ ରହିବ ଅଟୋ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ ଯାତାୟାତ ବ୍ୟବସ୍ଥାକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ବନ୍ଦ ସମୟରେ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ରହିବ। […]