ଅନୁଗୋଳ ଜିଲ୍ଲା ବନରପାଳ ବ୍ଲକ କୁଲାଡ଼ , ଗିରାଙ୍ଗ , ତୁଳସୀ ପାଳ , ଗାଢ଼ାରଖାଇ ଓ ବଡ ତଇଲା ଅଂଚଳରେ ନାଲକୋର ବର୍ଜ୍ୟ ଜଳ ନିଷ୍କାସନ କୁ ନେଇ ତୀବ୍ର ଅସନ୍ତୋଷ ଦେଖା […]
Tag: angul
ପାଣି ପାଇଁ ଜାତୀୟ ରାଜପଥ ଅବରୋଧ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଦେଇ ଯାଇଥିବା ଛେଣ୍ଡିପଦା-ବାଗଡିଆ ୧୫୩-ବି ଜାତୀୟ ରାଜପଥ ପାଣି ପାଇଁ ଅବରୋଧ।ସୂଚନା ଯେ , ବାଗଡିଆ ଥାନା ସଜରାସାହିରେ ଦୀର୍ଘଦିନ ହେଲା ପାନୀୟ ଜଳ ସଙ୍କଟ।ବାରମ୍ବାର ବ୍ଲକ ପ୍ରଶାସନ […]
ବ୍ରାହ୍ମଣୀ ନଦୀ ରେ ଭାସି ଯାଇ ୩ ମୃତ 24 ଘଣ୍ଟା ପରେ ଉଦ୍ଧାର ହେଲା ଅନ୍ୟ ଦୁଇ ମୃତ ଦେହ
ତାଳଚେର ବ୍ରାହ୍ମଣୀ ନଦୀରେ ତିନି ସାଙ୍ଗ ଭାସିଯିବା ଘଟଣା ଏବେ ମିଳିଲା ଆଉ ଦୁଇ ଜଣଙ୍କ ମୃତ ଦେହ । ନିଖୋଜ ଶକ୍ତି ସାହୁ ଙ୍କ ମୃତ ଦେହ ସକାଳ ସମୟରେ ଓ ପ୍ରୀନ୍ସ […]
ପାଠ କେବଳ ନିଯୁକ୍ତି ର ମାଧ୍ୟମ ନୁହଁ ଏହା ହେଉଛି ଉତ୍ତମ ଚରିତ୍ର ଗଠନ କରିବାର ସାଧନ
ଖମାର – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଠାରେ ଏକ ଭବ୍ୟ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନୁଗୋଳ […]
ରେଳ ଧାରଣା ରେ ଯୁବକ ଙ୍କ ଅଧା କଟା ଶବ,ଦୁର୍ଘଟଣା ନା ଆତ୍ମହତ୍ୟା ତଦନ୍ତ ସାପେକ୍ଷ
ତାଳଚେରରୁ କଣିହାଁ ଦେଇଯାଇଥିବା ମାଲ ବାହି ଟ୍ରେନରେ କଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ମୃତକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର କନିସ୍କ ପାଣିଗ୍ରାହୀ । ସେ ଦୀର୍ଘ […]
ତାଲା ଭାଙ୍ଗି ଏଏମ୍ ସି ଏ ଲ୍ କ୍ୱାର୍ଟରସ ରୁ ଚୋରୀ
ତାଳଚେର କୋଲିୟରି ଥାନା ସାଉଥ୍ ବଲଣ୍ଡା ଅଂଚଳର ଏମ୍ ସି ଏ ଲ କ୍ୱାର୍ଟରସ୍ ରୁ ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଗଞ୍ଜାମ […]
ପ୍ରଚୁର ପରିମାଣ ର କେନ୍ଦୁପତ୍ର ସହିତ ପିକଅପ ଭ୍ୟାନ ଜବତ, ଜଣେ ଗିରଫ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ରାଇଝରଣ ସେକ୍ସନର କୋରଡ଼ା ଗାଁରେ ଚଢ଼ାଉ କରି ପ୍ରଚୁର ପରିମାଣ ରେ କେନ୍ଦୁପତ୍ର ବଣ୍ଡଲ ସହ ଏକ ପିକଅପ ଭ୍ୟାନ ଓ ଜଣଙ୍କୁ ଗିରଫ କରିଛି l […]
୧୫ ଲକ୍ଷ ଚୋରି ମାମଲା ରେ ୫ ଦୁର୍ଦ୍ଦାନ୍ତ ଡକାୟତ ଗିରଫ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଶାଳଗାଡିଆ ଗ୍ରାମ ପାଖରେ ଦିବାଲୋକରେ ଗତ ସୋମବାର ଦିନ ସକାଳ ୧୦ ଘଟିକା ସମୟରେ ୧୫,୮୪,୩୮୫ ଟଙ୍କା ଡକାୟତି ଅଭିଯୋଗରେ ବଅଁରପାଳ ପୋଲିସ୍ କୁ ମିଳିଛି […]
ଏମିତି ବି ଆସେ ମୃତ୍ୟୁ, କ୍ରିକେଟ ଖେଳିବା ବେଳେ ଟଳି ପଡ଼ିଲେ ଯୁବକ
ଏମିତି ବି ଆସେ ମୃତ୍ୟୁ। କ୍ରିକେଟ୍ ଖେଳିବା ବେଳେ ଟଳି ପଡ଼ିଲେ ଯୁବକ। ମୃତକ ଯୁବକ ଜଣକ ହେଲେ ବଡସଡା ଗାଁ ର ସବୁଜ ବଳୟ ପ୍ରଧାନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି […]
ଅନୁଗୁଳରେ ବଣୁଆ ବାରହା ଆତଙ୍କ
ଅନୁଗୁଳ ଉପକଣ୍ଠ କାଣ୍ଡସର ଗାଁରେ ଆତଙ୍କ ଖେଳାଇଲା ବଣୁଆ ବାରହା । ଆକ୍ରମଣରେ ଜଣେ ଆହତ । ଆହତ ବ୍ୟକ୍ତି ଜଣଙ୍କ ହେଲେ କାଣ୍ଡସର ସାଇ ନଗରର ଗିରୀଶ ଚନ୍ଦ୍ର ବାରିକ । ତାଙ୍କ ଅବସ୍ଥା ଗୁରୁତର […]
