ଭୁବନେଶ୍ୱର: ଦେଶରେ ବେଆଇନ ଭାବେ ସିମ୍ ବକ୍ସ ବ୍ୟବହାର କରି ଯୋଗାଯୋଗ ନେଟୱର୍କ ଚଳାଇବା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ବିହାର ଓ ଓଡ଼ିଶାର ମୋଟ […]
Category: ରାଜ୍ୟ
ନିବେଶ ଓ ନିଯୁକ୍ତି ରେକର୍ଡ ଉପରେ ଶ୍ୱେତପତ୍ର ଦାବି କଲା ଓଡ଼ିଶା କଂଗ୍ରେସ
ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଓ ନିଯୁକ୍ତି ସୃଷ୍ଟିକୁ ନେଇ ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ। ୨୦୨୪ ଜୁନ୍ରୁ ରାଜ୍ୟରେ ବାସ୍ତବରେ କେତେ ନିବେଶ ହୋଇଛି ଏବଂ କେତେ […]
ନନ୍ଦନକାନନରେ ଓରାଙ୍ଗଉଟାନ୍ ଶିଶୁଙ୍କ ଯତ୍ନ ପାଇଁ ୫ ଜଣିଆ ବୈଷୟିକ କମିଟି
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନ ଜୁଲୋଜିକାଲ ପାର୍କରେ ରଖାଯାଇଥିବା ୫ଟି ଓରାଙ୍ଗଉଟାନ୍ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଯତ୍ନକୁ ନେଇ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଦୁର୍ଲଭ […]
ପୁଣିଥରେ ବଢ଼ିଛି ବର୍ଷାର ଆଶଙ୍କା
ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ ବଢ଼ିଛି ବର୍ଷାର ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆସନ୍ତା ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ। ସମ୍ଭାବ୍ୟ ବର୍ଷା ଓ ନଦୀ ଜଳସ୍ତର ବୃଦ୍ଧିକୁ […]
ରାଉରକେଲା ସର୍କିଟ୍ ହାଉସ୍କୁ ନେଇ ପୁଣି ବିବାଦ: ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ, ତଦନ୍ତରେ ପୁଲିସ
ରାଉରକେଲା: ରାଉରକେଲାର ପାନପୋଷ ସର୍କିଟ୍ ହାଉସ୍କୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ସରକାରୀ ସର୍କିଟ୍ ହାଉସ୍ରେ ଜଣେ ଅଭିନେତ୍ରୀଙ୍କ ରହଣି ଏବଂ ତାଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓକୁ ନେଇ ପୁଲିସ […]
ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ, ଓଡ଼ିଶାର ଖଣି ରାଜସ୍ୱ ନେଇ ତୀବ୍ର ବିତର୍କ
ଭୁବନେଶ୍ୱର: ଖଣିଜ ସମ୍ପଦ ଓ ରାଜସ୍ୱକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। କେନ୍ଦ୍ର ସରକାରଙ୍କ ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ […]
ଶିଶୁ ଆଶ୍ରମରେ ଅଘଟଣ: ୧୧ ବର୍ଷୀୟା ନାବାଳିକା ମୃତ, ଫେନାଇଲ୍ ପିଇଲା ୧୪ ବର୍ଷୀୟ ନାବାଳକ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ ଶିଶୁ ଆଶ୍ରମରେ ଶୁକ୍ରବାର ଘଟିଥିବା ଦୁଇଟି ଅଘଟଣକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଗୋଟିଏ ପଟେ ଆଶ୍ରମରେ ରହୁଥିବା ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ମିଳିଥିବାବେଳେ, ସେହିଦିନ […]
ୟୁଏଇରୁ ଓଡ଼ିଶାକୁ ୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ, ୬.୧୮ ଲକ୍ଷ ଚାକିରି ସୃଷ୍ଟିର ଆଶା
ଭୁବନେଶ୍ୱର: ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ଦିଗରେ ଓଡ଼ିଶା ସରକାରଙ୍କୁ ବଡ଼ ସଫଳତା ମିଳିଛି। ୟୁଏଇରେ ଆୟୋଜିତ ତିନିଦିନିଆ ନିବେଶକ ସମ୍ମିଳନୀ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା ପରେ ଓଡ଼ିଶା ପାଇଁ ପ୍ରାୟ ୨.୪୩ […]
ମାଲକାନଗିରିରେ ଲଗାଣ ବର୍ଷା: ବଢ଼ିଲା ସତୀଗୁଡ଼ା ଓ ବାଲିମେଳା ଜଳଭଣ୍ଡାରର ଜଳସ୍ତର
ମାଲକାନଗିରି: ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁଁ ଜିଲ୍ଲାର […]
ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକ ଅନିୟମିତତା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ସରକାରୀ ଅର୍ଥର ଅପବ୍ୟବହାର ଓ ଆର୍ଥିକ ଅନିୟମିତତା ନେଇ ଆସିଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ ଆଇନ, କାର୍ଯ୍ୟ ଓ ଅବକାରୀ ମନ୍ତ୍ରୀ […]
