କୁଡୁମୀ ସମାଜର ଗୌରବମୟ ଐତିହ୍ୟ, ପାରମ୍ପରିକ କଳା, ସଂସ୍କୃତି ଓ ଜୀବନଶୈଳୀର ସୁରକ୍ଷା ସହ ଏହି ସମାଜର ସାମାଜିକ, ଆର୍ଥିକ, ଶିକ୍ଷାଗତ ଓ ସାଂସ୍କୃତିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏଭଳି ଆଶ୍ୱାସନ […]
Category: ରାଜ୍ୟ
ଓଡ଼ିଶାରେ ହୁ ହୁ ହୋଇ ବଢ଼ୁଛି ଦରଦାମ, ୭.୧୭% ମୁଦ୍ରାସ୍ଫୀତିକୁ ନେଇ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ
ଓଡ଼ିଶାରେ ଦିନକୁ ଦିନ ବଢ଼ିଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ। ପନିପରିବାଠାରୁ ଆରମ୍ଭ କରି ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛିର ଦାମ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକଙ୍କ ପରିବାର ବଜେଟ୍ ଉପରେ […]
ଓଡ଼ିଶାରେ ଉବର ଓ ରାପିଡୋ ବାଇକ୍ ଟ୍ୟାକ୍ସି ସେବା ଉପରେ ଲାଗିବ ରୋକ୍
ଓଡ଼ିଶାରେ ଅନଲାଇନ୍ ବାଇକ୍ ଟ୍ୟାକ୍ସି ସେବାକୁ ନେଇ ବଡ଼ ପଦକ୍ଷେପ ନେଇଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଘରୋଇ ଦୁଇଚକିଆ ଯାନକୁ ବ୍ୟବହାର କରି ଯାତ୍ରୀ ପରିବହନ କରୁଥିବା ଉବର (Uber) ଓ ରାପିଡୋ (Rapido) କମ୍ପାନୀକୁ […]
ଖୋର୍ଦ୍ଧାରେ ଆମ ବସ୍ ଓ ସ୍କୁଲ୍ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ଛାତ୍ରଛାତ୍ରୀ ଆହତ
ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଆମ ବସ୍ ଓ ସ୍କୁଲ୍ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ୫ ଜଣ ଛାତ୍ରଛାତ୍ରୀ ଆହତ […]
ବିଜେଡି ଶାସନ ସମୟରେ ବନ୍ୟାର ସ୍ଥାୟୀ ସମାଧାନ କରିପାରିନଥିଲା ସରକାର: ସୁରେଶ ପୂଜାରୀ
ଗଞ୍ଜାମ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟାକୁ ନେଇ ରାଜ୍ୟ ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ବନ୍ୟାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିବା ପରେ […]
ରାସ୍ତା ନିର୍ମାଣ ଦାବିରେ ଆନ୍ଧ୍ର ସୀମାନ୍ତରେ ଗ୍ରାମବାସୀଙ୍କ ରାସ୍ତାରୋକ, ୪ ଘଣ୍ଟା ଧରି ଅଟକିଲା ଯାନବାହନ
ଦୀର୍ଘ ୧୦ ବର୍ଷ ଧରି ରାସ୍ତା ନିର୍ମାଣ ଦାବି ପୂରଣ ନହେବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଶତାଧିକ ଗ୍ରାମବାସୀ। ରାୟଗଡ଼ା ଜିଲ୍ଲାର କେରେଡ଼ା ନିକଟରେ ରାଞ୍ଚି-ବିଜୟୱାଡ଼ା ଜାତୀୟ କରିଡରକୁ ଅବରୋଧ […]
ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବ ‘ଓଡ଼ିଶା ପରବ’
ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାରକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିରେ ଆସନ୍ତା ନଭେମ୍ବର ୨୩ […]
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଯୋଜନାରେ ବଡ଼ ପରିବର୍ତ୍ତନ
ଓଡ଼ିଶାର ଶିଳ୍ପ ଜଗତ ପାଇଁ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ର ପ୍ରସ୍ତାବିତ ସମ୍ପ୍ରସାରଣ ଯୋଜନାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ ପ୍ଲାଣ୍ଟର ଉତ୍ପାଦନ କ୍ଷମତାକୁ ବାର୍ଷିକ […]
ଓଇଆରସିରେ ନେତୃତ୍ୱ ସଙ୍କଟ, ବିଦ୍ୟୁତ୍ ଶୁଳ୍କ ନିର୍ଦ୍ଧାରଣ ଓ ୩୦ ହଜାର କୋଟିର ନିବେଶ ଉପରେ ପଡ଼ିପାରେ ପ୍ରଭାବ
ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ଦେଖାଦେଇଛି ପ୍ରଶାସନିକ ଅଚଳାବସ୍ଥା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC)ରେ ଦୀର୍ଘଦିନ ଧରି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ବିଦ୍ୟୁତ୍ କ୍ଷେତ୍ର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଛି। […]
ଓସିଏସ୍ ପରୀକ୍ଷାରେ ଉଠିଲା ଆଟେମ୍ପ୍ଟ କଟକଣା, ଏଣିକି ବୟସ ସୀମା ମଧ୍ୟରେ ଯେତେଥର ଚାହିଁବେ ଦେଇପାରିବେ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶାର ସିଭିଲ୍ ସର୍ଭିସ୍ ପରୀକ୍ଷା (OCS) ପାଇଁ ପ୍ରସ୍ତୁତି କରୁଥିବା ହଜାର ହଜାର ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଓସିଏସ୍ ପରୀକ୍ଷାରେ ଆଉ ରହିବ ନାହିଁ ଆଟେମ୍ପ୍ଟ ବା ପରୀକ୍ଷା […]
