ବିଜେଡିର MMDR ଆନ୍ଦୋଳନ,କାହିଁକି ରହିଲେନି ବବି ଦାସ?,ଅନେକ ଚର୍ଚ୍ଚା…

ଯାଜପୁରରେ ଆକ୍ଟୀଭ୍,ଭୁବନେଶ୍ୱରରେ ସାଇଲେଣ୍ଟ !ବବି ସାଇଡ ଲାଇନ ହେଉଛନ୍ତି ନା ଦୁରେଇ ରହୁଛନ୍ତି ?ନବୀନଙ୍କ ଦିଲ୍ଲୀ ଗସ୍ତ ବେଳେ ବବିଙ୍କ ଅନୁପସ୍ଥିତ ବଢାଇଲା ଚର୍ଚ୍ଚା। ଦର୍ଶକବନ୍ଧୁ MMDR ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି […]

ଦିଲ୍ଲୀରୁ ଫେରି ସରପ୍ରାଇଜ ଦେବେ ନବୀନ!

ଦିଲ୍ଲୀରୁ ଫେରି ବଡ ନିଷ୍ପତି ନେବେ ନବୀନ ପଟ୍ଟନାୟକ !ସେବେ ସୁଜାତା ମିଶିଥିଲେ,ଏବେ ଆଉ ଏକ ସରପ୍ରାଇଯ ଦେବେ ନବୀନ !ନବୀନଙ୍କ ଦିଲ୍ଲୀ ଗସ୍ତ ବେଳେ ବିଜେଡ଼ିର ପ୍ରତିବାଦ ବଢ଼ାଇଲା ଚର୍ଚ୍ଚା! ଦର୍ଶକବନ୍ଧୁ ଚଳିତମାସ […]

MMDR ସଂଶୋଧନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ଆକ୍ଟ, ଅର୍ଥାତ୍ MMDR ଆଇନର ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ସଂଶୋଧିତ ଆଇନ ଯୋଗୁଁ ରାଜ୍ୟର ଅଧିକାର ଦୁର୍ବଳ ହେବା […]

ମୁଖ୍ୟମନ୍ତ୍ରୀଙ୍କ OSD ହେଲେ ଅବସରପ୍ରାପ୍ତ IAS ଅଧିକାରୀ ତ୍ରିଲୋଚନ ମାଝୀ

ଭୁବନେଶ୍ୱର: ଅବସର ନେବା ପରେ ପୁଣି ସରକାରୀ ଦାୟିତ୍ୱକୁ ଫେରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ତ୍ରିଲୋଚନ ମାଝୀ। ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ Officer on Special Duty (OSD)-cum-Additional Secretary […]

‘ଆଶୀର୍ବାଦ କା ଦିଆ’ କାର୍ଯ୍ୟକ୍ରମରେ ମହିଳାଙ୍କୁ ସାମିଲ ହେବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ମହିଳା ସଶକ୍ତିକରଣ, ସେବା ଓ ସାମାଜିକ ଦାୟିତ୍ୱର ବାର୍ତ୍ତାକୁ ଅଧିକ ମଜବୁତ କରିବା ପାଇଁ ଓଡ଼ିଶା ସରକାର ‘ଆଶୀର୍ବାଦ କା ଦିଆ’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ […]

ଓଡ଼ିଶାରେ ଛୋଟ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ରୋଡମ୍ୟାପ୍, ବଢ଼ିବ ସ୍ୱଚ୍ଛ ଶକ୍ତି ଉତ୍ପାଦନ

ଭୁବନେଶ୍ୱର: ରାଜ୍ୟରେ ଅକ୍ଷୟ ଓ ସ୍ୱଚ୍ଛ ଶକ୍ତିର ବିକାଶକୁ ଆହୁରି ଗତି ଦେବା ପାଇଁ ଓଡ଼ିଶା ସରକାର ଛୋଟ ଜଳବିଦ୍ୟୁତ ପ୍ରକଳ୍ପର ସମ୍ଭାବନାକୁ ବ୍ୟବହାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର […]

ସ୍ଥାନୀୟ ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସକୁ ବିଜେପିର ଟାର୍ଗେଟ, ‘ଜନବିରୋଧୀ ନୀତି’ ନେଇ ବର୍ଷିଲା ଦଳ

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଧୀରେ ଧୀରେ ସରଗରମ ହେଉଥିବା ବେଳେ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ବିରୋଧରେ ଆକ୍ରମଣାତ୍ମକ ମନୋଭାବ […]

ଓଡ଼ିଶାର ₹1 ଲକ୍ଷ କୋଟି ନେଇ ବଡ଼ ବିବାଦ! BJP-BJD ମୁହାଁମୁହିଁ

ଖଣିକୁ ନେଇ ସରଗରମ ରାଜନୀତି !ମୁହାଁମୁହିଁ ବିଜେଡି ବିଜେପି ! ଓଡ଼ିଶାର ଖଣିଜ ସମ୍ପଦକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଲଢ଼େଇ। ଗୋଟିଏ ପଟେ ବିଜେଡି କହୁଛି—ନୂଆ MMDR ଆଇନ […]

କେନ୍ଦ୍ରାପଡ଼ା AEEଙ୍କ ଘରୁ ଆଉ ୪ ଲକ୍ଷ ଟଙ୍କା ଜବତ, ମୋଟ ନଗଦ ୭.୧୫ ଲକ୍ଷ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁଙ୍କ ବିରୋଧରେ ଭିଜିଲାନ୍ସ ବିଭାଗର ତଦନ୍ତ ଏବେ ଆହୁରି ଗଭୀର ହୋଇଛି। ତାଙ୍କ ଘରେ ଚାଲିଥିବା ତଲାସୀ ସମୟରେ ଭିଜିଲାନ୍ସ ଟିମ୍ […]

ଗଣେଶ ପୂଜାକୁ ଆଉ ୯ ଦିନ, ତଥାପି ହୋଇନି ରାସ୍ତା ମରାମତି

ତାଳଚେର,: ଗଣେଶ ପୂଜାକୁ ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥାଏ। ଆଉ ମାତ୍ର ୯ ଦିନ। ସହରର ଗଣପର୍ବ ପାଇଁ ମେଢ଼, ତୋରଣ ଓ ଆଲୋକସଜାରେ ପୂଜା କମିଟିଗୁଡ଼ିକ ବ୍ୟସ୍ତ ରହିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ […]