ମଣିପୁରରେ ବିଜେପି ବିଧାୟକଙ୍କ ଘର ଉପରେ ବୋମାମାଡ଼, ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ: ମଣିପୁରରେ ପୁଣିଥରେ ଜନପ୍ରତିନିଧିଙ୍କ ଘରକୁ ଟାର୍ଗେଟ କରି ବୋମାମାଡ଼ ଘଟଣା ସାମ୍ନାକୁ ଆସିଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର କୋନ୍ଥୌଜମ ଅଞ୍ଚଳରେ ମଣିପୁର ସରକାରଙ୍କ ପ୍ରବକ୍ତା ତଥା ବିଜେପି ବିଧାୟକ ସାପମ ରଞ୍ଜନ ସିଂହଙ୍କ […]

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିପାରୁନି ପୁଷ୍ଟିକର ଖାଦ୍ୟ

ବଅଁରପାଳ, :ବଅଁରପାଳ ବ୍ଲକ୍‌ରେ ବର୍ତ୍ତମାନ ବଜାର ଦରରେ ଅଣ୍ଡା ଗୋଟାକୁ ୭ରୁ ୮ ଟଙ୍କା ରହିଥିବା ବେଳେ କେଉଁଠି କେଉଁଠି ୯ ଟଙ୍କାରେ ମଧ୍ୟ ବିକ୍ରି ହେଉଛି। ଏଥିରେ ଆଳୁ, ତେଲ ଓ ମସଲା […]

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଡ୍ର’ ପରେ ଭାରତର WTC ଫାଇନାଲ୍‌ ରାସ୍ତା କଠିନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଡ୍ର’ ହେବା ପରେ ଭାରତୀୟ କ୍ରିକେଟ୍‌ ଦଳର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ (WTC) ଫାଇନାଲ୍‌ ଯାତ୍ରା କିଛିଟା କଠିନ ହୋଇଛି। ଗାଲେରେ ପ୍ରଥମ ଟେଷ୍ଟକୁ […]

ଏଥର ତାଳଚେର ଗଣେଶ ପୂଜାରେ ବାଜିବନୀ ଡିଜେ

ତାଳଚେର :ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଦେଉଳବେଡ଼ା ସ୍ଥିତ ଡିସିଆଇ ହଲ୍ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ତାଳଚେର […]

ତାମିଲନାଡୁ ମନ୍ତ୍ରୀଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା, କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁର ଅର୍ଥମନ୍ତ୍ରୀ ଏନ୍. ମାରି ୱିଲସନଙ୍କୁ ମାଡ୍ରାସ ହାଇକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ଏକ ଅପରାଧିକ ମାମଲାରେ ପୁଡୁଚେରୀର ନିମ୍ନ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାରୁ ଛାଡ଼ ପାଇଁ ମନ୍ତ୍ରୀଙ୍କ ପକ୍ଷରୁ […]

ଟ୍ରକ୍‌ର ଟାୟାର ଫାଟି ଭୟଙ୍କର ଦୁର୍ଘଟଣା, ୫ରୁ ଅଧିକ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନୁଆହତା ଗ୍ରାମ ପଞ୍ଚାୟତ ନିକଟରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ୍‌ର ଟାୟାର ହଠାତ୍‌ ଫାଟିଯିବାରୁ […]

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପୁଣି ବଢ଼ିବ ବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣିଥରେ ବର୍ଷାର ପରିମାଣ ବଢ଼ିବା ସହିତ ଅନେକ ଅଞ୍ଚଳରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି। […]

ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି। ଶୁକ୍ରବାର କଲେଜ ରୋଡ୍‌ ନିକଟରେ ଏକ ମୋଟରସାଇକେଲ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛରେ […]

ଚିନ୍ତାରେ ଏପଟ ସେପଟ ହେଉଥିବା ନେତା..,ପୂରଣ ହେବ ନିଗମ ଓ ଖାଲି ପଡିଥିବା ମନ୍ତ୍ରୀପଦ!

ମୋହନ – ଧର୍ମେନ୍ଦ୍ରଙ୍କ ଗୋଟିଏ ଫଟୋ !ପଦ ଆଶାୟୀଙ୍କ ପାଇଁ ବଡ ସଙ୍କେତ !ବୋର୍ଡ ନିଗମ ଓ ମନ୍ତ୍ରୀ ମଣ୍ଡଳ ନେଇ ବଢିଲା ଆଶା !ଚିନ୍ତାରେ ଏପଟ ସେପଟ ହେଉଥିବା ନେତା ! ଦର୍ଶକବନ୍ଧୁ […]

ମୁଖ୍ୟମନ୍ତ୍ରୀଙ୍କ ନଜରରେ ସାଂସଦ:ଆରମ୍ଭ ହେଲା ,ହିସାବ କିତାବ ..

ସାଂସଦଙ୍କ କଥା ରଖିଲେ ମୋହନ !ଦିଲ୍ଲୀରେ କଥା ଦେଇଥିଲେ ,ଏବେ ମିଟିଂ କଲେ !ବିଧାୟକ ଉପସ୍ଥିତିରେ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା !ପଞ୍ଚାୟତ ପୁର୍ବରୁ ରିସ୍କ୍ ନେବାକୁ ଚାହୁଁ ନାହାନ୍ତି ମୁଖ୍ୟମନ୍ତ୍ରୀ। ଦର୍ଶକବନ୍ଧୁ ଆଗକୁ […]