ବିଜୟଙ୍କ ଦଶା ଭୋଗିବେନି ତ ଅରବିନ୍ଦ ?ବିଜେଡି ଓ ବିଜେପିର ଟାର୍ଗେଟରେ ଅରବିନ୍ଦ ମାହାପାତ୍ର!ଅରବିନ୍ଦଙ୍କ ପଛରେ ଦିଲ୍ଲୀପ,କିନ୍ତୁ ସହଜ ନୁହେଁ ଅରବିନ୍ଦଙ୍କ ରାସ୍ତା! ଦର୍ଶକବନ୍ଧୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବେ ପୁଣି ଥରେ […]
Month: August 2026
ଇସ୍ଲାମାବାଦର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୪ ନବଜାତକଙ୍କ ମୃତ୍ୟୁ; AC କମ୍ପ୍ରେସର ବିସ୍ଫୋରଣରୁ ନିଆଁ
ଇସ୍ଲାମାବାଦ: ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ବୁଧବାର ସକାଳେ ଏକ ସରକାରୀ ହସ୍ପିଟାଲରେ ଘଟିଛି ଅତ୍ୟନ୍ତ ହୃଦୟବିଦାରକ ଅଗ୍ନିକାଣ୍ଡ। ଦେଶର ପ୍ରମୁଖ ସରକାରୀ ହସ୍ପିଟାଲ ‘ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (PIMS)’ର ଗାଇନେକୋଲୋଜି ୱାର୍ଡର […]
ପୁଅ ନଥିଲେ ବାପାଙ୍କ ଶ୍ରାଦ୍ଧ ଓ ପିଣ୍ଡଦାନ କିଏ କରିପାରିବେ? ଗରୁଡ଼ ପୁରାଣରେ ରହିଛି ଏହି ନିୟମ
ହିନ୍ଦୁ ଧର୍ମରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ, ମୃତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧା ଓ କର୍ତ୍ତବ୍ୟ ପାଳନ କରିବାର ଏହା […]
ୟୁପି ହିଜାବ ବିବାଦରେ ରାଜନୈତିକ ଝଡ଼: ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ନେଇ ଓୱେସିଙ୍କ ଆପତ୍ତି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସ୍କୁଲ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ନେଇ ଉଠିଥିବା ବିବାଦ ଏବେ ରାଜନୈତିକ ରୂପ ନେଇଛି। ପ୍ରୟାଗରାଜର ଏକ ସ୍କୁଲର ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଯିବାକୁ ଅନୁମତି ଦେବା ପାଇଁ […]
ବିଶ୍ୱବ୍ୟାପୀ ଆମେରିକା ଭିସା ଇଣ୍ଟରଭ୍ୟୁରେ ବ୍ରେକ୍, ଟ୍ରମ୍ପ ପ୍ରଶାସନ କାହିଁକି ନେଲା ଏହି ବଡ଼ ପଦକ୍ଷେପ?
ୱାଶିଂଟନ୍: ଆମେରିକାରେ ଇମିଗ୍ରେସନ୍ ନୀତିକୁ ନେଇ ଟ୍ରମ୍ପ ପ୍ରଶାସନର କଠୋର ଆଭିମୁଖ୍ୟ ମଧ୍ୟରେ ଏବେ ବିଶ୍ୱର ବିଭିନ୍ନ ଦେଶରେ ଆମେରିକୀୟ ଦୂତାବାସ ଓ କନସୁଲେଟ୍ରେ ଇମିଗ୍ରାଣ୍ଟ ଭିସା ଇଣ୍ଟରଭ୍ୟୁ ପ୍ରକ୍ରିୟାକୁ ସାମୟିକ ଭାବେ ରୋକାଯାଇଛି […]
ବିଦ୍ୟୁତ୍ କାଟ୍ ଓ ରାସ୍ତାଘାଟ ସମସ୍ୟା ନେଇ ଉଦ୍ବେଗ
ଅନୁଗୋଳ,: ବର୍ଷା ଦିନରେ ବିଦ୍ୟୁତ୍ କାଟ୍ ହେଉଛି। ଗାଁ, ଗହଳିରେ ଲାଇନ୍ ଗଲେ ଆଉ ଆସୁନି। ଏପଟେ ରାସ୍ତାଘାଟ ଅତି ଖରାପ ହୋଇଗଲାଣି। ଏନେଇ ଆଜି ଜିଲ୍ଲା ପରିଷଦ ବୈଠକରେ ତୁମ୍ବିତୋଫାନ ହୋଇଛି। ନିଜ […]
ବସ୍ଷ୍ଟାଣ୍ଡରେ ଥିବା ଦୋକାନ ଘରେ ପଶିଲା ପାଣି
ତାଳଚେର, : ସହର ଦେଇଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଏଆଇପିଏଲ୍ ଠିକାସଂସ୍ଥା ତାଳଚେର ବନ୍ଧ୍ୟାଣ୍ଡ ନିକଟରେ ଥିବା ରାସ୍ତା ସମ୍ପ୍ରସାରଣ କରୁଛି। ବସ୍ଷ୍ଟାଣ୍ଡର ଡ୍ରେନ୍କୁ ଜାମ୍ କରିଥିବାରୁ ଜଳ ନିଷ୍କାସନ ନହୋଇ ପାଖରେ […]
କଳାହୀରା ସହରରେ ଜମୁଛି ଭିଡ଼
ତାଳଚେର,: ଭାଇ ଭଉଣୀ ସମ୍ପର୍କର ପର୍ବ ରକ୍ଷା ବନ୍ଧନ ପାଇଁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ କଳାହୀରା ସହରରେ ରାଖୀ ବଜାର ବେଶ୍ ଜମିବାରେ ଲାଗିଛି। ସହରର ସବୁଠି ରାଖୀ ଦୋକାନରେ […]
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଆକ୍ସନରେ ଓମ୍ ବିର୍ଲା, ୨୦ ବିଦ୍ରୋହୀ TMC ସାଂସଦଙ୍କୁ ନୋଟିସ୍
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC)ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ମାମଲାରେ ରାଜନୈତିକ ଓ ସାମ୍ବିଧାନିକ ମହଳରେ ହଲଚଲ ବଢ଼ିଛି। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପକ୍ଷରୁ […]
ଶ୍ରୀଲଙ୍କାକୁ ଫଲୋଅନ୍ ଦେଲା ଟିମ୍ ଇଣ୍ଡିଆ, ଏହା ପରେ କ’ଣ ହାରିପାରେ ଭାରତ? ଜାଣନ୍ତୁ ଟେଷ୍ଟ କ୍ରିକେଟ୍ର ନିୟମ
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ମଜବୁତ ସ୍ଥିତିରେ ରହିଛି। ଭାରତ ପ୍ରଥମ ଇନିଂସରେ ୫୦୩/୯ ରନ୍ରେ ଘୋଷଣା କରିଥିଲା। ଏହାର ଜବାବରେ ଶ୍ରୀଲଙ୍କାର […]
