୫୦ ଦିନରେ ୫ ଥର ବନ୍ୟା: ଯାଜପୁର ଦଶରଥପୁରରେ ଦୁର୍ଦ୍ଦଶାରେ ଶହ ଶହ ପରିବାର

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବନ୍ୟା ବିପତ୍ତି ଥମିବାର ନାଁ ନେଉନାହିଁ। ମାତ୍ର ୫୦ ଦିନ ମଧ୍ୟରେ ଅଞ୍ଚଳବାସୀ ପଞ୍ଚମ ଥର ପାଇଁ ବନ୍ୟାର ସମ୍ମୁଖୀନ ହୋଇଛନ୍ତି। ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ […]

ବୃଦ୍ଧଙ୍କୁ ନଦୀକୁ ଟାଣିନେଲା କୁମ୍ଭୀର, ଖୋଜାଖୋଜି ଜାରି

କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣିଥରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ନଦୀକୁ ଡଙ୍ଗାରେ ଚଢ଼ିବାକୁ ଯାଉଥିବା ସମୟରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳରେ ଘଟିଥିବା ଏହି ଘଟଣା […]

ପିହୁ ନିଖୋଜ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି, ପୁଲିସର ଭୂମିକା ନେଇ ଉଠିଲା ପ୍ରଶ୍ନ

ଯାଜପୁର: ଦୀର୍ଘ ପ୍ରାୟ ୬ ବର୍ଷ ଧରି ନିଖୋଜ ଥିବା ଯାଜପୁର ଜିଲ୍ଲାର ନାବାଳିକା ପିହୁଙ୍କ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ନିଖୋଜ ଶିଶୁକୁ ଖୋଜିବାରେ ପୁଲିସ ତଦନ୍ତର ଅଗ୍ରଗତିକୁ ନେଇ ପରିବାର ପକ୍ଷରୁ […]

ଖଟିଆରେ ବୁହା ହେଲେ ମା’, ସାମ୍ନାକୁ ଆସିଲା ଦୁର୍ଗମ ଅଞ୍ଚଳର ଦୁଃଖଦ ଚିତ୍ର

ଅନୁଗୋଳ: ଆଧୁନିକ ଯୁଗରେ ମଧ୍ୟ ରାସ୍ତା ଅଭାବ ଯୋଗୁଁ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବାକୁ ପଡ଼ୁଛି। ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ […]

ଅନୁଗୋଳ ବିଜେପିର ମିଶ୍ରଣ ପର୍ବ

ଅନୁଗୋଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜ ସଙ୍ଗଠନକୁ ଆହୁରି ମଜବୁତ କରିବା ଦିଗରେ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏହାର ଅଂଶ ଭାବେ ମିଶ୍ରପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ […]

ତାଲଚେରର ଦୁର୍ଘଟଣା ବାଇପାସ୍ ଟ୍ରାଫିକ୍ ଛକ

ତାଲଚେର: ତାଲଚେର ଏକ ଶିଳ୍ପ ବହୁଳ ସହର ହୋଇଥିବାରୁ ବାଇପାସ୍ ଛକ ଦେଇ ଦୈନିକ ହଜାର ହଜାର ଜନସାଧାରଣ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତାରେ ଜନଗହଳି ଯୋଗୁଁ ଜନସାଧାରଣ ଯାତାୟାତରେ ଘୋର ଅସୁବିଧା ହେଉଛି। […]

ସବୁଠି ବିକ୍ରି ଛେନା ଓ ପନିର:ଅନୁଗୋଳରେ ନାହିଁ

ଅନୁଗୋଳ, ୨୨/୮: ଅନୁଗୋଳ ସହରରେ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିବା ସହ ନକଲି ଛେନା, ପନିର ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ବେପାର ନେଇ ଅଭିଯୋଗ ଉଠିଛି। ବିଶେଷକରି ବିଭିନ୍ନ ମିଠା ଦୋକାନ, ହୋଟେଲ […]

ଜବର ଦଖଲରେ ୫ଶହ କୋଟି ଟଙ୍କାର ସମ୍ପତ୍ତି

ଅନୁଗୋଳ, ସହରକୁ ଲାଗି ସରକାରୀ ଜମି ଦଖଲ କରିବା ଘଟଣା ବଢ଼ି ଚାଲିଛି। ଏହା ଉପରେ ନଜର ପକାଇଛନ୍ତି କିଛି ଜମି ମାଫିଆ। ଅନୁଗୋଳ ସହର ଉପକଣ୍ଠ ଗାଁଗୁଡ଼ିକରେ ପ୍ରାୟ ୪୦ ଏକର ଗୋଚର […]

ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଅଟୋରିକ୍ସା ଚାଳକ

ବର୍ଷାଋତୁ ଆସିଲେ ରାସ୍ତାଘାଟର ଅବସ୍ଥା ଖରାପ ହେବା ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି। ଏଭଳି ଏକ ଘଟଣାରେ ବ୍ରିଜ୍ ତଳେ ଥିବା ଅଣ୍ଡରପାସ୍ ଏବେ ବିପଦର କାରଣ ପାଲଟିଛି। ଅଣ୍ଡରପାସ୍‌ରେ ବର୍ଷାଜଳ […]

ଓଡ଼ିଶାରେ ବଢ଼ିପାରେ ମିଠା ଦର, ଛେନା ଓ ଚିନି ଦାମ ବୃଦ୍ଧିର ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ଆବଶ୍ୟକ ସାମଗ୍ରୀର ଦର ଏବେ ମିଠା ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଛି। ଛେନା, ଚିନି ସମେତ ମିଠା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲର ଦାମ ବୃଦ୍ଧି ଯୋଗୁଁ […]