ରେଙ୍ଗାଳି ଜଳଭଣ୍ଡାରରେ ବଢୁଛି ଜଳସ୍ତର,ହୋଇପାରେ ବନ୍ୟା !

ବ୍ରାହ୍ମଣୀ ନଦୀର ରେଙ୍ଗାଳି ଜଳଭଣ୍ଡାରରେ ବଢୁଛି ଜଳସ୍ତର, ତଳମୁଣ୍ଡରେ  ବଢ଼ିପାରେ ବନ୍ୟା ଆଶଙ୍କା। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ  ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ହୋଇ ରେଙ୍ଗାଳି ଜଳଭଣ୍ଡାରରେ ଚଳିତ ବର୍ଷ ପ୍ରଥମ ଥର […]

ଦେଶୀ ମଦ ଜବତ, ୩ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଆଜି ୨ଟି ସ୍ଥାନରେ ଚଢ଼ଉ କରାଯାଇ ୧୦୩୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସୂଚନା ଅନୁସାରେ, ଏକ […]

ଅନୁଗୋଳରେ ଧୁମଧାମରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ଅନୁଗୋଳ: ସାରା ଦେଶ ସହ ଅନୁଗୋଳ ଜିଲ୍ଲାରେ ମଧ୍ୟ ଦେଶପ୍ରେମ ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଅନୁଗୋଳ ଜିଲ୍ଲା ପୋଲିସ ଟ୍ରେନିଂ କଲେଜ୍ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା […]

ତାଳଚେରରେ ମାଳମାଳ ଘରୋଇ ଚିକିତ୍ସାଳୟ

ତାଳଚେର ଅଞ୍ଚଳରେ ମାଳମାଳ ଘରୋଇ ସ୍ଵାସ୍ଥ୍ୟକେନ୍ଦ୍ର ବା ଘରୋଇ ନସିଂହୋମ ଖୋଲିଛି। ହେଲେ, ଆବଶ୍ୟକ ଭିତ୍ତିଭୂମି ଓ ଅନଭିଜ୍ଞ କର୍ମଚାରୀଙ୍କୁ ନେଇ ଘରୋଇ ଚିକିତ୍ସାଳୟ ପରିଚାଳିତ ହେଉଥିବା ବେଳେ କୌଣସି ଯାଞ୍ଚ ହେଉନାହିଁ । […]

ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ

ବଅଁରପାଳ:ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଭଣଭଣ ମଶାମାଛି। ପରିବେଶରେ ଆବର୍ଜନା ପଚି ଗନ୍ଧେଇଲାଣି। ପଥଚାରୀ ନାକ ବନ୍ଦ କରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଥିବା ଦୋକାନକୁ ଯିବାକୁ ମଧ୍ୟ […]

ପ୍ରହସନ ପାଲଟିଛି ପ୍ଲାଷ୍ଟିକ ବର୍ଜନ ସଚେତନତା

ତାଳଚେର ଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ପାଇଁ ବ୍ୟାପକ ମାତ୍ରାରେ ଗଛପତ୍ର କଟାଯାଉଛି। ଏହା ଦ୍ଵାରା ଶାଳପତ୍ର ତିଆରି ଖଲି ଏବଂ ଚଉପତି ଲୋପ ପାଇବା ଆରମ୍ଭ କଲାଣି| ବୃଦ୍ଧି ପାଉଥିବା ଆଧୁନିକତା ଓ […]

ବିଭିନ୍ନ ଦାବିରେ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଅନଗୁଳ ଜିଲ୍ଲା ବନ୍ଦ ଡାକରାରେ ତାଳଚେର ଓ କଣିହାଁ ବନ୍ଦ

ବିଭିନ୍ନ ଦାବି ନେଇ ସୋମବାର ଅନଗୁଳ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ଅନଗୁଳ ଜିଲ୍ଲା 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ତାଳଚେର ଓ କଣିହାଁରେ ରେ ଦୋକାନ ବଜାର ବନ୍ଦ […]

କୋଇଲା ଓ ପାଉଁଶ ପରିବହନଜନିତ ପ୍ରଦୂଷଣ ସମସ୍ୟାକୁ ନେଇ ଆସନ୍ତାକାଲି ଅନୁଗୋଳ ବନ୍ଦ

ଜିଲ୍ଲାରେ କୋଇଲା ଓ ଫ୍ଲାଏ ଆଶ୍ (fly ash)ର ବ୍ୟାପକ ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ଦାବିରେ, ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା […]

ରେଙ୍ଗାଲି ବନ୍ଧରୁ ବନ୍ୟାଜଳ ଛଡ଼ାଗଲା; ନିମ୍ନ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ଜାରି

ଓଡ଼ିଶାର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ କଣିହାଁ ବ୍ଲକରେ ଥିବା ରେଙ୍ଗାଲି ବନ୍ଧରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ଛଡ଼ାଯାଇଛି; ଜଳଭଣ୍ଡାରକୁ ଅଧିକ ପାଣି ଆସିବା ଯୋଗୁଁ ଏହାର ଜଳସ୍ତର ବୃଦ୍ଧି ପାଇଛି। […]

ବି ଏମ୍ ଡବ୍ଲୁ କାରରେ ଡ୍ରଗ୍ସ କାରବାର ବେଳେ ମାଡ଼ି ବସିଲା ପୋଲିସ , 10 ଗ୍ରାମ ବ୍ରାଉନ ସୁଗାର ସହ ତିନି ଗିରଫ ,ମୁଖ୍ୟ ଆସାମୀ ଫେରାର

ବିଏମ୍ଡବ୍ଲୁ କାରରେ ହେଉଥିଲା ଡ୍ରଗ୍ସ କାରବାର। ମାଡ଼ି ବସିଲା ପୋଲିସ , 10 ଗ୍ରାମ ବ୍ରାଉନ ସୁଗାର ସହ ତିନି ଗିରଫ ,ମୁଖ୍ୟ ଆସାମୀ ଫେରାର। ଏମିତି ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା […]