ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ନିର୍ବାଚନକୁ ନେଇ ଧୀରେଧୀରେ ରାଜନୈତିକ ଓ ଛାତ୍ର ମାହୋଲ ସରଗରମ ହେବାରେ ଲାଗିଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂଘ ନିର୍ବାଚନ ହେବାକୁ […]
Archives
ଓଡ଼ିଶାରେ ଆଉ ଏକ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପାଇଁ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ ମାଝୀ
ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର ଭାବେ ବିକଶିତ କରିବା ଦିଗରେ ରାଜ୍ୟ ସରକାର ଆଗକୁ ବଢ଼ୁଛନ୍ତି। ରାଜ୍ୟରେ ଆଉ ଏକ ଆଧୁନିକ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା […]
ଓଡ଼ିଶାରେ ବାଦ୍ ପଡ଼ିଥିବା ଭୋଟରଙ୍କୁ ସୁଯୋଗ: ଅକ୍ଟୋବର ୭ରୁ ୯ ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ
ଓଡ଼ିଶାର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ପୁଣିଥରେ ତାଲିକାରେ ସାମିଲ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଅକ୍ଟୋବର ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ […]
ତମାଖୁ ନିଷେଧ ମାମଲା: ସରକାରଙ୍କ ଜବାବ ମାଗିଲେ ଓଡ଼ିଶା ହାଇକୋର୍ଟ
ତମାଖୁ ଓ ନିକୋଟିନ୍ ମିଶ୍ରିତ ଖାଦ୍ୟ ସାମଗ୍ରୀ ଉପରେ ଓଡ଼ିଶା ସରକାରଙ୍କ ନିଷେଧାଦେଶକୁ ନେଇ ଚାଲିଥିବା ଆଇନଗତ ବିବାଦ ଏବେ ନୂଆ ମୋଡ଼ ନେଇଛି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ […]
ଗଜପତିରେ ଭୟଙ୍କର ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ହାଇୱା, ୨ ମୃତ
ଗଜପତି ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମାଲବାହୀ ଅଟୋରିକ୍ସାକୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। […]
ଭୁଲ୍ UPI ଟ୍ରାନ୍ସଫର ମାମଲା: ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ୭,୦୦୧ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ
ଓଡ଼ିଶାରେ ଭୁଲ୍ UPI ଟ୍ରାନ୍ସଫର ମାମଲାରେ ଜଣେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। ଭୁଲ୍ ଭାବେ ଟଙ୍କା ଅନ୍ୟ ଆକାଉଣ୍ଟକୁ ଚାଲିଯିବା ପରେ ଏହାକୁ ଫେରାଇବା ନେଇ ଉଠିଥିବା ବିବାଦରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ […]
ରାଉରକେଲା ସର୍କିଟ୍ ହାଉସ୍ ବିବାଦ: ପାନପୋଷ ଉପଜିଲ୍ଲାପାଳଙ୍କ ବଦଳିକୁ ନେଇ ବିରୋଧୀଙ୍କ ପ୍ରଶ୍ନ
ରାଉରକେଲା ସର୍କିଟ୍ ହାଉସ୍ରେ ଅପରାଧୀଙ୍କୁ ଆଶ୍ରୟ ଦିଆଯିବା ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ବଦଳିକୁ ନେଇ ରାଜନୈତିକ ମହଲରେ ନୂଆ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ମଙ୍ଗଳବାର […]
ନବୀନଙ୍କ ନିଷ୍ପତ୍ତି,ବଦଳାଇବେ ମୋହନ!
ନବୀନଙ୍କ ନିଷ୍ପତି ବଦଳାଇବେ ମୋହନ !ବଦଳିବ ନିର୍ବାଚନ ଢାଞ୍ଚା ,ଫେରିବ ପୁରୁଣା ଫର୍ମାଟ!ସମୟ କହିବ କାହାକୁ ଲାଭ,କାହାକୁ କ୍ଷତି ? ଦର୍ଶକବନ୍ଧୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠୁ ଚର୍ଚ୍ଚା ଜୋର୍ ଧରିଲାଣି। […]
୮ ବର୍ଷ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ, ଅକ୍ଟୋବର ୧୫ରେ ଭୋଟ
ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟରେ ଛାତ୍ର ସଂଘ […]
ବ୍ରହ୍ମପୁରରେ ହିଷ୍ଟ୍ରିସିଟରଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଜଣେ ହିଷ୍ଟ୍ରିସିଟରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ […]
