ଭୁବନେଶ୍ୱର: ୨୦୨୯ ଶେଷ ସୁଦ୍ଧା ଦେଶକୁ ଡ୍ରଗ୍ମୁକ୍ତ କରିବା ନେଇ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର […]
Archives
ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହ ପୁରନ୍ଦେଶ୍ୱରୀଙ୍କ ବୈଠକ, ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଓଡ଼ିଶା ବିଜେପିର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ବିଭିନ୍ନ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଦଳୀୟ ସଂଗଠନକୁ […]
ପାରାଦୀପ ବନ୍ଦର ପରିଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକ ଲାହିରୀ
ପାରାଦୀପ: ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ ଲାହିରୀ ରବିବାର ଓଡ଼ିଶା ଗସ୍ତ ସମୟରେ ପାରାଦୀପ ବନ୍ଦର ପରିଦର୍ଶନ କରି ବନ୍ଦରର ବର୍ତ୍ତମାନ କାର୍ଯ୍ୟକଳାପ, ଭିତ୍ତିଭୂମି ଓ ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। […]
ପୂର୍ବତନ ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣକୁ ନବୀନଙ୍କ ତୀବ୍ର ନିନ୍ଦା
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପରେ ଦିନ ଦ୍ୱିପ୍ରହରରେ ହୋଇଥିବା କଥିତ ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତୀବ୍ର […]
ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ପୂର୍ବତନ ବିଜେଡି ବିଧାୟକ ତଥା ଦଳର ବରିଷ୍ଠ ନେତା ପ୍ରଣବ କୁମାର ବଳବନ୍ତରାୟଙ୍କ ଉପରେ ରବିବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜେନାପୁର ଥାନା ଅଧୀନ ଗଡ଼ମଧୁପୁର […]
ପାରିବାରିକ ବିବାଦରୁ ମାରପିଟ, ଭିଣୋଇଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
କେନ୍ଦୁଝର: ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟିଥିବା ହିଂସା ଶେଷରେ ଏକ ଜୀବନ ନେଇଛି। କେନ୍ଦୁଝର ଜିଲ୍ଲା ବାରବିଲ ଥାନା ଅଧୀନ ଉଲିବୁରୁ ସାହିରେ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ […]
କଲବଲ କଲେଣି ଲୁଟେରା ୫ ବର୍ଷରେ ୪୧୫ ସାଇବର ମାମଲା
ଅନୁଗୋଳ : ଗୋଟିଏ କ୍ଲିକରେ ଖାଲି ହେଇଯାଉଛି ବ୍ୟାଙ୍କ ଖାତା। ମୋବାଇଲ ଫୋନ୍ରେ ଅଜଣା ମେସେଜ୍ ଖୋଲିବା ମାତ୍ରେ କଟୁଛି ଲକ୍ଷ ଲକ୍ଷ ଟଙ୍କା। ସାଇବର ଲୁଟେରାମାନେ ବିଭିନ୍ନ ଫନ୍ଦି ଫିକର କରି ଲୋକଙ୍କୁ […]
ତାଳଚେରରେ ୫୦୮୭ ହିତାଧିକାରୀଙ୍କ ଇ-କେୱାଇସି ଅସମ୍ପୂର୍ଣ୍ଣ
ତାଳଚେର: ରାସନ କାର୍ଡଧାରୀଙ୍କ ତଥ୍ୟକୁ ଡିଜିଟାଲ ଭାବେ ଅପଡେଟ୍ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ରଖିବା ପାଇଁ ଇ-କେୱାଇସି ପ୍ରକ୍ରିୟା ଚାଲିଥିବା ବେଳେ ତାଳଚେର ବ୍ଲକ୍ରେ ଏବେ […]
ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି: ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶାରେ ଶୁକ୍ରବାର ଶ୍ରଦ୍ଧା ଓ ସମ୍ମାନର ସହ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ […]
ସହରାଞ୍ଚଳରେ ଜଳର ସୁଚିନ୍ତିତ ବ୍ୟବହାର ପାଇଁ ‘ସୁଜଳ’ ଅଭିଯାନ ଆରମ୍ଭ
ଭୁବନେଶ୍ୱର: ସହରାଞ୍ଚଳରେ ଜଳର ଅପଚୟ ରୋକିବା, ସୁରକ୍ଷିତ ପାନୀୟ ଜଳର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଜଳ ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଂଶ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ‘ସୁଜଳ’ ଅଭିଯାନ […]
