ବିଦ୍ୟୁତ୍ ଆଘାତରେ ଜଣେ ମୃତ

ତାଳଚେର,: ତାଳଚେର ଷ୍ଟେସନ ନିକଟ ବଁତୁଲ ରେଲୱେ ଫାଟକ ପାଖରେ ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବହୃତ ବିଦ୍ୟୁତ୍ ତାରରେ ଆଘାତ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଳଚେର ଆନା ଗୋପୀନାଥପୁର ଅଞ୍ଚଳର ଭିକାରୀ […]

ତାଳଚେରରେ ମାଳମାଳ ଘରୋଇ ଚିକିତ୍ସାଳୟ

ତାଳଚେର ଅଞ୍ଚଳରେ ମାଳମାଳ ଘରୋଇ ସ୍ଵାସ୍ଥ୍ୟକେନ୍ଦ୍ର ବା ଘରୋଇ ନସିଂହୋମ ଖୋଲିଛି। ହେଲେ, ଆବଶ୍ୟକ ଭିତ୍ତିଭୂମି ଓ ଅନଭିଜ୍ଞ କର୍ମଚାରୀଙ୍କୁ ନେଇ ଘରୋଇ ଚିକିତ୍ସାଳୟ ପରିଚାଳିତ ହେଉଥିବା ବେଳେ କୌଣସି ଯାଞ୍ଚ ହେଉନାହିଁ । […]

ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ

ବଅଁରପାଳ:ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଭଣଭଣ ମଶାମାଛି। ପରିବେଶରେ ଆବର୍ଜନା ପଚି ଗନ୍ଧେଇଲାଣି। ପଥଚାରୀ ନାକ ବନ୍ଦ କରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଥିବା ଦୋକାନକୁ ଯିବାକୁ ମଧ୍ୟ […]

ପ୍ରହସନ ପାଲଟିଛି ପ୍ଲାଷ୍ଟିକ ବର୍ଜନ ସଚେତନତା

ତାଳଚେର ଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ପାଇଁ ବ୍ୟାପକ ମାତ୍ରାରେ ଗଛପତ୍ର କଟାଯାଉଛି। ଏହା ଦ୍ଵାରା ଶାଳପତ୍ର ତିଆରି ଖଲି ଏବଂ ଚଉପତି ଲୋପ ପାଇବା ଆରମ୍ଭ କଲାଣି| ବୃଦ୍ଧି ପାଉଥିବା ଆଧୁନିକତା ଓ […]

ବିଭିନ୍ନ ଦାବିରେ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଅନଗୁଳ ଜିଲ୍ଲା ବନ୍ଦ ଡାକରାରେ ତାଳଚେର ଓ କଣିହାଁ ବନ୍ଦ

ବିଭିନ୍ନ ଦାବି ନେଇ ସୋମବାର ଅନଗୁଳ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ଅନଗୁଳ ଜିଲ୍ଲା 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ତାଳଚେର ଓ କଣିହାଁରେ ରେ ଦୋକାନ ବଜାର ବନ୍ଦ […]

କୋଇଲା ଖଣି ପାଇଁ ଧସିଲ ରାସ୍ତା

MCL ଭରତପୁର ଏବଂ ଜଗନ୍ନାଥ କୋଇଲା ଖଣିର ଭୁଲ୍ ପାଇଁ ୮ଟି ଗ୍ରାମବାସୀ ଯିବା ଆସିବାରେ କଷ୍ଟ ଭୋଗୁ ଛନ୍ତି। କୋଇଲା ଖନନ ପରେ ଖାଲ ଥିବା ସ୍ଥାନକୁ ମାଟି ଭର୍ତ୍ତି କରୁନଥିବାରୁ ମାଟି […]

Osrtc ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ଥଯାତ୍ରୀ ଙ୍କୁ ନେଇ ପାଲଟିଗଲା ବସ୍

Osrtc ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ଥ, ଯାତ୍ରୀ ଙ୍କୁ ନେଇ ପାଲଟିଗଲା ବସ୍ । ୬ ଗୁରୁତର ଆହତ ହୋଇଥିବା ବେଳେ ୨୫ ରୁ ଅଧିକ ସାମାନ୍ୟ ଆହତ। ବସ୍ ରେ ଥିବା ଯାତ୍ରୀ […]

ଘର କାନ୍ଥ ଭୁଶୁଡ଼ି ଜଣେ ମୃତ,୧୪ଆହତ

ସୋଲଡ ଗାଁ ର ଗତକାଲି ଭୋଜି ଖାଉଥିବା ବେଳେ ଘର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧ ଙ୍କ ମୃତ ଘଟିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସୋଲଡ ଗାଁର ପୁରୁଷୋତ୍ତମ ସାହୁଙ୍କ […]

ବିଧାୟକ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ବଡ଼ସିଂହଡ଼ା ଗ୍ରାମବାସୀ

ତାଳଚେର ମାଳରଗୁଡ଼ୀ ଆଶ୍ରମରେ ସରକାରୀ ଟଙ୍କା ବିନିଯୋଗ ସହ ବିଧାୟକ ଜମି ମାଡ଼ି ବସିଥିବା ଅଭିଯୋଗକୁ ଖଣ୍ଡନ କଲେ ବଡ଼ସିଂହଡ଼ା ଗ୍ରାମବାସୀ। ଆଜି ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ବିଧାୟକଙ୍କ ବିରୋଧରେ ଆସିଥିବା‌ ସମସ୍ତ ଅଭିଯୋଗ […]

ଅନୁଗୁଳରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉରୁ ରକ୍ଷା ପାଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଯୁବକ

ବୁଧବାର ଦିନ ଓଡ଼ିଶାର ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଥାନା ସୀମା ଅନ୍ତର୍ଗତ କଦଲିପାଲି ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ରାଜେଶ ଗୋଚ୍ଛାୟତ। […]