ଓଡ଼ିଶାରେ ବଢ଼ିପାରେ ମିଠା ଦର, ଛେନା ଓ ଚିନି ଦାମ ବୃଦ୍ଧିର ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ଆବଶ୍ୟକ ସାମଗ୍ରୀର ଦର ଏବେ ମିଠା ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଛି। ଛେନା, ଚିନି ସମେତ ମିଠା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲର ଦାମ ବୃଦ୍ଧି ଯୋଗୁଁ […]

ପର୍ଯ୍ୟଟନ ମାଧ୍ୟମରେ କାଶୀ-ଓଡ଼ିଶା ସମ୍ପର୍କ ହେବ ଆହୁରି ମଜବୁତ, କାଶୀ, ଅଯୋଧ୍ୟା ଓ ମଥୁରାରେ ଅତିଥିଗୃହ ପାଇଁ ଆମନ୍ତ୍ରଣ

ବାରାଣସୀ: କାଶୀ ଓ ଓଡ଼ିଶା ମଧ୍ୟରେ ରହିଥିବା ପୁରୁଣା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ପର୍ଯ୍ୟଟନ ମାଧ୍ୟମରେ ଆହୁରି ମଜବୁତ କରିବା ନେଇ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ବାରାଣସୀର ଲାଲପୁରଠାରେ ଆୟୋଜିତ […]

ବନ୍ୟାରେ ଧୋଇଗଲା ଚାଷୀଙ୍କ ଆଶା, ପଚିଗଲା ଧାନ ଫସଲ

ବାଲେଶ୍ୱର: ଚାଷୀଙ୍କ ପାଇଁ ଧାନ କ୍ଷେତ କେବଳ ଜମି ନୁହେଁ, ଏହା ସେମାନଙ୍କ ପରିବାରର ଜୀବିକା, ଆୟ ଓ ଭବିଷ୍ୟତର ଆଶା। କିନ୍ତୁ ଲଗାଣ ବର୍ଷା ଓ ବନ୍ୟା ଏବେ ବାଲେଶ୍ୱର ଜିଲ୍ଲାର ରେମୁଣା […]

କିଲୋ ପିଛା ଚିନି ଦର ୭୫ ଟଙ୍କାv

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ଚିନି ଦର। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଖୁ ଚାଷ ହେଉଥିଲେ ମଧ୍ୟ ଏବେ ରାଜ୍ୟ ବାହାରୁ ଚିନି ଆମଦାନୀ ଉପରେ ନିର୍ଭରଶୀଳ ହୋଇପଡ଼ିଛି। ଏହାର ପ୍ରଭାବ ସିଧାସଳଖ […]

ଛେଣ୍ଡିପଦାରେ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳବାସୀଙ୍କ ପାଇଁ ପାନୀୟଜଳ ସୁବିଧା କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ଛେଣ୍ଡିପଦାରେ ସୌରଶକ୍ତିଚାଳିତ ପାନୀୟଜଳ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ସୂର୍ଯ୍ୟକିରଣରୁ ଶକ୍ତି ଉତ୍ପାଦନ କରି ପାଣି ଯୋଗାଣ […]

ପାରିବାରିକ ବିବାଦରୁ ବିଷ ପିଇଲେ ଦମ୍ପତି, ମହିଳା ମୃତ; ସ୍ୱାମୀ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଏକ ଦୁଃଖଦ ଘଟଣା ଘଟିଛି। ଏକ ଦମ୍ପତି ବିଷାକ୍ତ ପଦାର୍ଥ ସେବନ କରିଥିବା ବେଳେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଙ୍କ […]

ଅନୁଗୁଳରେ ମୋବାଇଲ ଦୋକାନୀଙ୍କୁ ଆକ୍ରମଣ, ୮୦ ହଜାର ଟଙ୍କା ଲୁଟି ନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ସହରର ଅମଲାପଡ଼ା ଅଞ୍ଚଳରେ ଜଣେ ମୋବାଇଲ ଦୋକାନୀଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରାୟ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଘଟିଥିବା ଏହି ଘଟଣା […]

ଗଜପତିରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, ବଢ଼ୁଛି ବଂଶଧାରା ନଦୀର ଜଳସ୍ତର

ପାରଳାଖେମୁଣ୍ଡି: ଓଡ଼ିଶାର ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ଭୋର ସମୟରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ରବିବାର ମଧ୍ୟ ଜାରି ରହିଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାଧାରଣ […]

ନୀତିନ ଗଡକରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ NH-55ର ଦୁରବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ NH-55ର ବିଭିନ୍ନ ସ୍ଥାନରେ ରାସ୍ତା ଖରାପ […]

ଢେଙ୍କାନାଳ ଓ କେନ୍ଦୁଝରରେ ଅଗଷ୍ଟ ୩୧ରୁ ଚାଲିବ ରାଇସ୍ଏଟିଏମ୍, ୨୪ଘଣ୍ଟା ମିଳିବ ରାସନ

ଭୁବନେଶ୍ୱର: ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆହୁରି ସହଜ, ସୁବିଧାଜନକ ଓ ଲୋକାଭିମୁଖୀ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଏଣିକି ରାସନ ଡିଲରଙ୍କ ନିକଟକୁ ଯିବାର ଆବଶ୍ୟକତା କମିବ। […]