ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: ୩ ଜିଲ୍ଲାରେ ସ୍କୁଲ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗଜନିତ ପରିସ୍ଥିତି ଯୋଗୁଁ ଓଡ଼ିଶାରେ ଆସନ୍ତା କିଛି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଓ ଜିଲ୍ଲା […]

ନବରଙ୍ଗପୁରରେ ଅଜଣା ଜ୍ୱରକୁ ନେଇ ଆତଙ୍କ, ୮ ବର୍ଷର ଶିଶୁ ମୃତ ଦାବି; ୭ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ କେନ୍ଦୁଗାଟ ଗାଁରେ ଅଜଣା ଜ୍ୱରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଗାଁର ଏକାଧିକ ଲୋକ ଜ୍ୱର, ବାନ୍ତି ଓ ଝାଡ଼ାରେ ଆକ୍ରାନ୍ତ ହୋଇଥିବା ବେଳେ ୭ରୁ […]

ପୂଜାରେ ଖାଦ୍ୟ ଦୋକାନରେ ଯାଞ୍ଚ, ବାସି ଖାଦ୍ୟ ନଷ୍ଟ; ଦୋକାନୀଙ୍କୁ ଜରିମାନା

ତାଳଚେର: ପ୍ରସିଦ୍ଧ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ତାଳଚେର ସହରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଖାଦ୍ୟ ଦୋକାନଗୁଡ଼ିକରେ ଯାଞ୍ଚ ଅଭିଯାନ କରାଯାଇଛି। ପୂଜା ସମୟରେ ସହରରେ ଭିଡ଼ ବୃଦ୍ଧି ପାଉଥିବାରୁ ରାସ୍ତାକଡ଼ ଓ […]

ଅସରାଏ ବର୍ଷାରେ ତାଳଚେରରେ ଜମୁଛି ପାଣି, ଖାଲଖମା ବଢ଼ାଉଛି ଦୁର୍ଘଟଣା ଆଶଙ୍କା

ତାଳଚେର: ଅସରାଏ ବର୍ଷା ହେଲେ ତାଳଚେର ସହରର ରାସ୍ତାଘାଟର ଅବ୍ୟବସ୍ଥା ସାମ୍ନାକୁ ଆସୁଛି। ଗତ ଦୁଇଦିନ ଧରି ହୋଇଥିବା ବର୍ଷା ପରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ସହ ରାସ୍ତାରେ ଥିବା […]

ବର୍ଷା ପାଇଁ ପାହାଡ଼ ଚଢ଼ି ଗିରି ପୂଜା, ୨୦୦ ବର୍ଷର ପରମ୍ପରା ଆଜି ବି ଜୀବିତ

ଗଞ୍ଜାମ: ଆଧୁନିକତାର ଯୁଗରେ ବି ଓଡ଼ିଶାର ଗ୍ରାମାଞ୍ଚଳରେ ଅନେକ ପୁରାତନ ପରମ୍ପରା ଓ ଲୋକବିଶ୍ୱାସ ଆଜି ପର୍ଯ୍ୟନ୍ତ ଜୀବିତ ରହିଛି। ଏହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ […]

ମୃତ ଦର୍ଶାଇଥିବା ୨,୪୮୭ ନିର୍ମାଣ ଶ୍ରମିକ ନେଉଥିଲେ PDS ଚାଉଳ

ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ଶ୍ରମିକଙ୍କ ପାଇଁ ଥିବା ସରକାରୀ କଲ୍ୟାଣ ଯୋଜନାରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ଏକ ଅଡିଟ୍ ରିପୋର୍ଟ ଅନୁସାରେ, ସରକାରୀ ରେକର୍ଡରେ ମୃତ ଘୋଷିତ ହୋଇଥିବା ୨,୪୮୭ ଜଣ […]

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ସରକାରୀ ଉତ୍ସବ କରିବା ଗଣତନ୍ତ୍ର ପ୍ରତି ଅପମାନ: ଭକ୍ତ ଚରଣ ଦାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଓଡ଼ିଶାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଏହି ଜନ୍ମଦିନ ପାଳନକୁ ସରକାରୀ କାର୍ଯ୍ୟକ୍ରମର ରୂପ ଦିଆଯାଇଥିବା ଅଭିଯୋଗ କରି ଓଡ଼ିଶା […]

ଲୋକସେବା ଭବନ ହେଲା ତମାଖୁମୁକ୍ତ ଅଞ୍ଚଳ, ନିୟମ ଉଲ୍ଲଂଘନ କଲେ ଦଣ୍ଡ

ଭୁବନେଶ୍ୱର: ରାଜ୍ୟ ସରକାର ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁଜାତୀୟ ପଦାର୍ଥ ସେବନ ଏବଂ ତମାଖୁ […]

ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ BSFର IG ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୨୦୦୨ ବ୍ୟାଚ୍‌ର ବରିଷ୍ଠ ଭାରତୀୟ ପୁଲିସ ସେବା (IPS) ଅଧିକାରୀ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ସୀମା ସୁରକ୍ଷା ବାହିନୀ (BSF)ର ଇନ୍ସପେକ୍ଟର ଜେନେରାଲ୍‌ (IG) ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର […]

ସମ୍ବଲପୁର ପାଇଁ ୯୬୦ କୋଟିର ବିକାଶ ପ୍ରକଳ୍ପ: ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରର ସାମଗ୍ରିକ ବିକାଶକୁ ଆହୁରି ଗତି ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ପ୍ରାୟ ୯୬୦ […]