ଅନୁଗୋଳରେ NSE ତାଲିକାଭୁକ୍ତ ନେଇ ସଚେତନତା କର୍ମଶାଳା

ଅନୁଗୋଳ: କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME)ଗୁଡ଼ିକୁ ବିକଳ୍ପ ଆର୍ଥିକ ସୁଯୋଗ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଅନୁଗୋଳରେ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଅକ୍ଟୋବର ୧ ତାରିଖରେ ହୋଟେଲ […]

ଓଡ଼ିଶା CEO ଆର୍.ଏସ୍. ଗୋପାଳନଙ୍କ VRSକୁ ନେଇ ରାଜନୀତି ତେଜ, ବିରୋଧୀଙ୍କ ଚାପ ଅଭିଯୋଗ

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବା CEO ଆର୍.ଏସ୍. ଗୋପାଳନଙ୍କ ସ୍ୱେଚ୍ଛାକୃତ ଅବସର—VRS ଆବେଦନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ଓ କଂଗ୍ରେସ ତାଙ୍କ VRS ନିଷ୍ପତ୍ତିର ସମୟକୁ ନେଇ […]

ପକ୍କା ଘର ମିଳିଲା, ହେଲେ ବନ୍ୟାରୁ ମିଳିଲାନି ମୁକ୍ତି! ଝୁମ୍ପୁଡ଼ିରେ ଆଶ୍ରୟ ନେଉଛନ୍ତି ଆଦିବାସୀ ପରିବାର

ନମସ୍କାର ଦର୍ଶକବନ୍ଧୁ। ସରକାରୀ ଯୋଜନାରେ ମିଳିଥିଲା ପକ୍କା ଘର। ଉଦ୍ଦେଶ୍ୟ ଥିଲା ମୁଣ୍ଡ ଉପରେ ଏକ ସୁରକ୍ଷିତ ଛାତ, ବର୍ଷା ଓ ବନ୍ୟାରୁ ସୁରକ୍ଷା ଏବଂ ଏକ ସମ୍ମାନଜନକ ଜୀବନ। କିନ୍ତୁ ଜଗତସିଂହପୁର ଜିଲ୍ଲା […]

ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ NIAର ଚାର୍ଜସିଟ୍, ୨ ଅଭିଯୁକ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ

 ଭୁବନେଶ୍ୱରର ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ ଏବେ ଆସିଛି ଏକ ବଡ଼ ଅପଡେଟ୍। ଜାନୁଆରୀ ୨୭ ତାରିଖରେ ଘଟିଥିବା ଏହି ବିସ୍ଫୋରଣ ମାମଲାରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ବା NIA ଦୁଇଜଣଙ୍କ ବିରୋଧରେ ଚାର୍ଜସିଟ୍ […]

ଅନୁଗୋଳରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷାର ବାର୍ତ୍ତା ସହ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତାଲିମ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା […]

୯୫ ପଦବୀ ଖାଲି, ତଥାପି ଚାଲିଛି ତାଳଚେର ମେଡିକାଲ କଲେଜ

ତାଳଚେର ଅଞ୍ଚଳବାସୀଙ୍କ ପାଇଁ ଉନ୍ନତ ଚିକିତ୍ସାସେବା ଓ ମେଡିକାଲ ଶିକ୍ଷାର ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ପ୍ରତିଷ୍ଠିତ ମେଡିକାଲ କଲେଜ ଏବେ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଅନୁଷ୍ଠାନର ବିଭିନ୍ନ ବିଭାଗରେ ବହୁ ପଦବୀ ଖାଲି ରହିଥିବା […]

ବନ୍ୟା ପୀଡ଼ିତଙ୍କୁ ୨୪୧ କୋଟିରୁ ଅଧିକ କ୍ଷତିପୂରଣ, ଦୁର୍ଗାପୂଜା ପୂର୍ବରୁ ସରିବ ସହାୟତା ବଣ୍ଟନ

ଓଡ଼ିଶାରେ ଲଗାଣ ବର୍ଷା ଏବଂ ବାରମ୍ବାର ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ବନ୍ୟା ଓ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ […]

ଜଳ ଜୀବନ ମିଶନରେ ଓଡ଼ିଶା ପଛୁଆ, ୨୨ ପ୍ରତିଶତ ଘରେ ଏବେ ବି ନାହିଁ ଟ୍ୟାପ୍ ପାଣି

ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ୍‌କୁ ନେଇ ଓଡ଼ିଶାରୁ ଆସିଛି ଏକ ବଡ଼ ଖବର। ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୪ ସୁଦ୍ଧା ପ୍ରତ୍ୟେକ […]

ଏଲ୍ ନିନୋ ସତ୍ତ୍ୱେ ଓଡ଼ିଶାରେ ରେକର୍ଡ ବର୍ଷା, ୧୯୦୧ ପରଠାରୁ ଚତୁର୍ଥ ସର୍ବାଧିକ

ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା କମିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଓଡ଼ିଶାରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ରାଜ୍ୟରେ ହୋଇଛି ଅସାଧାରଣ ବର୍ଷା। ଏତେ […]

ଟେଲେଙ୍ଗିରି କେନାଲରେ ଭୂସ୍ଖଳନ, ଚାଷୀଙ୍କ ଚିନ୍ତା ବଢ଼ିଲା

ଲଗାଣ ବର୍ଷା ଏବଂ ଭୂସ୍ଖଳନ ଏବେ ଓଡ଼ିଶାର କୃଷି ଭିତ୍ତିଭୂମି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଥିବା ଟେଲେଙ୍ଗିରି ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ଭୂସ୍ଖଳନ ଯୋଗୁଁ […]