ଅନୁଗୋଳ ଜିଲ୍ଲାର ଜଣେ ପ୍ରତିଭାବାନ ଯୁବ କ୍ରୀଡ଼ାବିତ୍ ଦୁଷ୍ମନ୍ତ ପ୍ରଧାନଙ୍କ ଦୁର୍ଦ୍ଦଶା ଏବେ ସାମ୍ନାକୁ ଆସିଛି। ତାଙ୍କ କ୍ରୀଡ଼ା ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ସହାୟତା ଆବଶ୍ୟକ ଥିବାରୁ ଅନୁଗୋଳ ଜିଲ୍ଲାପାଳ ଅବ୍ଦାଲ ଏମ୍ […]
Tag: odisha news
କେନ୍ଦ୍ରାପଡ଼ାରେ ବଢ଼ୁଛି ବନ୍ୟା ଆତଙ୍କ
କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବ୍ରାହ୍ମଣୀ, ଖରସ୍ରୋତା, କାଣୀ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ଆଳି ଓ ରାଜକନିକା ବ୍ଲକର ୩୧ଟି […]
ବନ୍ୟା ସ୍ଥିତିକୁ ନେଇ ବଡ଼ ନିଷ୍ପତ୍ତି: ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ସ୍ଥଗିତ
ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବା […]
ଅନୁଗୁଳର ଶୈଳ ଶ୍ରୀକ୍ଷେତ୍ର: ପାହାଡ଼ ଉପରେ ପୁରୀ ଶ୍ରୀମନ୍ଦିରର ଅନନ୍ୟ ପ୍ରତିରୂପ
ଅନୁଗୁଳ ଜିଲ୍ଲା ଧାର୍ମିକ, ସାଂସ୍କୃତିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଏହି ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣ ହେଉଛି ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର। ଅନୁଗୁଳ ସହର ନିକଟସ୍ଥ ସୁନାସଗଡ଼ ପାହାଡ଼ ଉପରେ ଅବସ୍ଥିତ […]
ଦୁଧିଆବେଡ଼ା-ବଡ଼କେରେଜାଙ୍ଗ ରାସ୍ତା ଅଧାଏ ସରିଲାଣି; ନିର୍ମାଣ ସରୁନି
ବଅଁରପାଳ: ବଅଁରପାଳ ବ୍ଲକ୍ ସାନ୍ତରାପୁର (କ) ପଞ୍ଚାୟତର ଦୁଧିଆବେଡ଼ା ଲିଇଂରା ନାଳ ଉପରେ ବ୍ରିଜ୍ ନିର୍ମାଣରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୪ ମସିହା ଫେବ୍ରୁଆରି ୨୨ ତାରିଖରେ ୮ କୋଟି […]
ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣିରେ ୨୭ଟି ଅଭିଯୋଗ
ବଅଁରପାଳ: ଗ୍ରାମବାସୀଙ୍କ ଜୀବନକୁ ଦୁର୍ବିଷହ କରୁଛି ବର୍ଷାଜଳ। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗଡ଼ସନ୍ତ୍ରୀ ଗ୍ରାମବାସୀ ସମସ୍ୟା ଭୋଗୁଛନ୍ତି। ବଅଁରପାଳ ବ୍ଲକ୍ ମୁଖ୍ୟ ରାସ୍ତାର ଗୋଟିଏ ପଟରେ ଗଡ଼ସନ୍ତ୍ରୀ ଗାଁ ରହିଥିବା ବେଳେ ଅନ୍ୟପଟେ ଚାଷଜମି […]
ସୁନ୍ଦରଗଡ଼ରେ ପ୍ରବଳ ବର୍ଷା: ସ୍କୁଲ ବନ୍ଦ, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଲଗାତାର ବର୍ଷା, ଜଳବନ୍ଦୀ ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ […]
କେନ୍ଦୁଝରରେ ବର୍ଷାର ତାଣ୍ଡବ: ୬୦ରୁ ଅଧିକ ଘର କ୍ଷତିଗ୍ରସ୍ତ, ସୁରକ୍ଷିତ ସ୍ଥାନକୁ ଗଲେ ପରିବାର
କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ପାଟଣା ତହସିଲ ଅନ୍ତର୍ଗତ କେନ୍ଦିପଶି ପଞ୍ଚାୟତରେ ୬୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବର୍ଷାର ପ୍ରକୋପ ବଢ଼ିବାରୁ ଅନେକ […]
ଓଡ଼ିଶା DGP ନିଯୁକ୍ତିବିବାଦ: ଆଜିସୁପ୍ରିମକୋର୍ଟରେଶୁଣାଣି
ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ DGP ଚୟନ ପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା […]
ଅଗଷ୍ଟ ୨୮ରେ ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର: ଓଡ଼ିଶାର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର। ଆସନ୍ତା ଅଗଷ୍ଟ ୨୮ ତାରିଖରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ଜମା ହେବ। ରକ୍ଷାବନ୍ଧନ […]
