ଘରେ ଅସରପା ଓ କୀଟପତଙ୍ଗ ଦେଖାଯାଉଛନ୍ତି କି ? ଦୂର କରନ୍ତୁ ଏହି ସବୁ ଜିନିଷ

ଘରେ କକରୋଚ୍‌, ଛିପୁଡ଼ି କିମ୍ବା ଅନ୍ୟ କୀଟପତଙ୍ଗ ଦେଖାଗଲେ ଅନେକ ସମୟରେ ଲୋକେ ବଜାରରୁ ମିଳୁଥିବା କୀଟନାଶକ ସ୍ପ୍ରେ ବ୍ୟବହାର କରନ୍ତି। ଏହାଦ୍ୱାରା ତୁରନ୍ତ କିଛି ରିଲିଫ୍‌ ମିଳିପାରେ, କିନ୍ତୁ ଅନେକ ସ୍ପ୍ରେର ଗନ୍ଧ […]

‘ମହାକାବ୍ୟ ଶ୍ରୀ ରାମାୟଣ କଥା’ରେ ରାବଣ ଭୂମିକାରେ ରଜନୀଶ ଦୁଗ୍ଗଲ, ବଦଳିବ କି ଅଭିନେତାଙ୍କ କ୍ୟାରିୟର?

ବଲିଉଡ୍‌ରେ ରାମାୟଣକୁ ନେଇ ଏବେ ଅନେକ ଚର୍ଚ୍ଚା ଚାଲିଛି। ନିତେଶ ତିୱାରୀଙ୍କ ରାମାୟଣକୁ ନେଇ ଆଲୋଚନା ମଧ୍ୟରେ ଆଉ ଏକ ରାମାୟଣ ଆଧାରିତ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଫିଲ୍ମର ନାମ ‘ମହାକାବ୍ୟ ଶ୍ରୀ […]

ଧନୁ ରାଶିରେ ଚନ୍ଦ୍ରଙ୍କ ଗୋଚର, ଶନିଙ୍କ ଦଶମ ଦୃଷ୍ଟିର ପ୍ରଭାବ; କ୍ୟାରିୟରଠାରୁ ପରିବାର ଯାଏଁ ରହିବ ଏହି ପ୍ରଭାବ

ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କୁ ମନ, ମସ୍ତିଷ୍କ, ଭାବନା ଓ ମାନସିକ ସ୍ଥିତିର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଚନ୍ଦ୍ର ଅନ୍ୟ ଗ୍ରହମାନଙ୍କ ତୁଳନାରେ ଦ୍ରୁତ ଗତିରେ ରାଶି ପରିବର୍ତ୍ତନ କରନ୍ତି। ସେହି ଅନୁସାରେ […]

ଶତକ ମାରିବାର ବାପା ଖୋଲିଲେ ସବୁ ରହସ୍ୟ

ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଏଭଳି ଏକ ଧୂଆଁଧାର ଇନିଂସ ଖେଳିଛନ୍ତି, ଯାହା ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅଭିଷେକ ମାତ୍ର […]

ରୁଟି ଫୁଲୁନି କି? ଆଟା ଚକଟିବା ବେଳେ କରନ୍ତୁନି ଏହି ଭୁଲ, ପ୍ରତିଥର ହେବ ନରମ ଓ ଫୁଲିଫୁଲି

ରୋଟି ତିଆରି କରିବା ଘରର ଦୈନନ୍ଦିନ କାମ। ତଥାପି ଅନେକ ସମୟରେ ରୁଟି ନରମ ଓ ଫୁଲିବା ବଦଳରେ ଶକ୍ତ ଏବଂ ଚେପଟା ହୋଇଯାଏ। କେତେବେଳେ ରୁଟିର କଡ଼ ଶୁଖିଯାଏ, ଆଉ କେବେ ବେଲିବା […]

ଆମେରିକା-ହୁତି ଆଲୋଚନା ପରେ ବଦଳିଲା ସମୀକରଣ, ଚାପରେ ସାଉଦି ଆରବ

ନୂଆଦିଲ୍ଲୀ: ଲାଲ ସାଗର ଅଞ୍ଚଳରେ ହୁତି ବିଦ୍ରୋହୀଙ୍କ ବଢୁଥିବା ପ୍ରଭାବ ମଧ୍ୟରେ ଆମେରିକା ଓ ହୁତି ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଖବର ସାମ୍ନାକୁ ଆସିଛି। ଓମାନର ମସ୍କାଟସ୍ଥିତ ଆମେରିକୀୟ ଦୂତାବାସରେ ଏହି ଆଲୋଚନା […]

ଲୋକସେବା ଭବନ ହେଲା ତମାଖୁମୁକ୍ତ ଅଞ୍ଚଳ, ନିୟମ ଉଲ୍ଲଂଘନ କଲେ ଦଣ୍ଡ

ଭୁବନେଶ୍ୱର: ରାଜ୍ୟ ସରକାର ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁଜାତୀୟ ପଦାର୍ଥ ସେବନ ଏବଂ ତମାଖୁ […]

ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ BSFର IG ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୨୦୦୨ ବ୍ୟାଚ୍‌ର ବରିଷ୍ଠ ଭାରତୀୟ ପୁଲିସ ସେବା (IPS) ଅଧିକାରୀ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ସୀମା ସୁରକ୍ଷା ବାହିନୀ (BSF)ର ଇନ୍ସପେକ୍ଟର ଜେନେରାଲ୍‌ (IG) ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର […]

ସମ୍ବଲପୁର ପାଇଁ ୯୬୦ କୋଟିର ବିକାଶ ପ୍ରକଳ୍ପ: ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରର ସାମଗ୍ରିକ ବିକାଶକୁ ଆହୁରି ଗତି ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ପ୍ରାୟ ୯୬୦ […]

୨୧ରେ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ

ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଚଳିତ ମାସ ୨୧ ତାରିଖରେ ପାଳିତ ହେବ। ଏହି ଅବସରରେ ମା’ଙ୍କ ନିକଟରେ ନବାନ୍ନ ପ୍ରସାଦ ଲାଗି ପାଇଁ […]