ଦେଶୀ ମଦ ଜବତ, ୩ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଆଜି ୨ଟି ସ୍ଥାନରେ ଚଢ଼ଉ କରାଯାଇ ୧୦୩୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସୂଚନା ଅନୁସାରେ, ଏକ […]

କାଶୀପୁର ରାଜନୀତି!କିଏ ଆଗରେକିଏ ପଛରେ?

୫୦ ବର୍ଷର NAC, ହେଲେ ବିକାଶ ଶୂନ୍ୟବସଷ୍ଟାଣ୍ଡରୁ ଶୀତଳ ଭଣ୍ଡାର—ସବୁଠି କେବଳ “ନାହିଁ ନାହିଁ”ର ନାରା ଗୋଟିଏ ପଟେ ୫୦ ବର୍ଷର ପୁରୁଣା ଇତିହାସ, ଆଉ ଅନ୍ୟପଟେ ଅଧୁରା ବିକାଶର ପାହାଡ଼! କାଶୀନଗର ଏନ୍‌ଏସି […]

ପତାକା ଉତ୍ତୋଳନକୁ ନେଇ BDO ଓ ବ୍ଲକ୍‌ ଅଧ୍ୟକ୍ଷା ମୁହାଁମୁହିଁ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ରେ ସ୍ୱାଧୀନତା ଦିବସ ପାଳନ ସମୟରେ ଜାତୀୟ ପତାକା ଉତ୍ତୋଳନକୁ ନେଇ ବ୍ଲକ୍‌ ବିକାଶ ଅଧିକାରୀ (BDO) ଓ ବ୍ଲକ୍‌ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଶନିବାର ସ୍ଥାନୀୟ ହାଇସ୍କୁଲ […]

ଓଡ଼ିଶାର ଅନ୍ତରୀଣ DGP ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର

ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଏକ ବଡ଼ ପରିବର୍ତ୍ତନ ହୋଇଛି। ୧୯୯୩ ବ୍ୟାଚ୍‌ର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ରବିବାର ଓଡ଼ିଶାର ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ […]

ପ୍ରବଳ ବର୍ଷାରେ ଧସିଲା NH-53, ଓଲଟିଲା ୩ ଟ୍ରକ୍‌; ରାସ୍ତା ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟରେ ନବନିର୍ମିତ ଜାତୀୟ ରାଜପଥ-୫୩ର ଏକ ଅଂଶ ଧସିଯିବା ଘଟଣା ଚିନ୍ତା ବଢ଼ାଇଛି। ନିଳାଞ୍ଚଳ ବଜାର ନିକଟରେ ରବିବାର ଏହି ଘଟଣା ଘଟିଥିବାବେଳେ ରାସ୍ତା ଧସିବା ଯୋଗୁଁ ଏହା […]

ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ, ମହିଳା ଓ ଉଦ୍ୟୋଗୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ସ୍ୱାଧୀନତା ଦିବସ ଅବସରରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ […]

ଅନୁଗୋଳରେ ଧୁମଧାମରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ଅନୁଗୋଳ: ସାରା ଦେଶ ସହ ଅନୁଗୋଳ ଜିଲ୍ଲାରେ ମଧ୍ୟ ଦେଶପ୍ରେମ ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଅନୁଗୋଳ ଜିଲ୍ଲା ପୋଲିସ ଟ୍ରେନିଂ କଲେଜ୍ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା […]

ଓଡ଼ିଶାର ସମସ୍ତ ସହରାଞ୍ଚଳକୁ ହାଇ ଆଲର୍ଟ

ଭାରୀରୁ ଅତି ଭାରୀ ବର୍ଷାର ଆଶଙ୍କାକୁ ନେଇ ଓଡ଼ିଶାର ସମସ୍ତ ସହରାଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଗାମୀ କିଛି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଯେକୌଣସି […]

ତାଳଚେରରେ ମାଳମାଳ ଘରୋଇ ଚିକିତ୍ସାଳୟ

ତାଳଚେର ଅଞ୍ଚଳରେ ମାଳମାଳ ଘରୋଇ ସ୍ଵାସ୍ଥ୍ୟକେନ୍ଦ୍ର ବା ଘରୋଇ ନସିଂହୋମ ଖୋଲିଛି। ହେଲେ, ଆବଶ୍ୟକ ଭିତ୍ତିଭୂମି ଓ ଅନଭିଜ୍ଞ କର୍ମଚାରୀଙ୍କୁ ନେଇ ଘରୋଇ ଚିକିତ୍ସାଳୟ ପରିଚାଳିତ ହେଉଥିବା ବେଳେ କୌଣସି ଯାଞ୍ଚ ହେଉନାହିଁ । […]

ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ

ବଅଁରପାଳ:ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଭଣଭଣ ମଶାମାଛି। ପରିବେଶରେ ଆବର୍ଜନା ପଚି ଗନ୍ଧେଇଲାଣି। ପଥଚାରୀ ନାକ ବନ୍ଦ କରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଥିବା ଦୋକାନକୁ ଯିବାକୁ ମଧ୍ୟ […]