କଣିହା ଖଣି ଅଞ୍ଚଳରେ ୨ ମାସ ପାଇଁ ନିଷେଧାଦେଶ, ଆନ୍ଦୋଳନ ଯୋଗୁଁ କୋଇଲା ଉତ୍ପାଦନ ବାଧାପ୍ରାପ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ଅନ୍ତର୍ଗତ କଣିହା ଖୋଲାମୁହଁ କୋଇଲା ଖଣି ଅଞ୍ଚଳରେ ବାରମ୍ବାର ଆନ୍ଦୋଳନ, ଧାରଣା ଓ ରାସ୍ତା ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଖଣି […]

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲାରେ ଓଡ଼ିଶାର ବଡ଼ ସଫଳତା, ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ହାସଲ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। […]

ଅବକାରୀ ବିଭାଗ ତରଫରୁ ଗଂଜେଇ ଜବତ

ଅନୁଗୋଳ ଜ଼ିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଅଂଚଳରୁ ୯୦ କିଲୋ ଗଂଜେଇ ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବା ସହ ୨ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ସୂଚନା […]

ଜାଲ୍ ଦସ୍ତାବିଜ୍ ଅଭିଯୋଗ: ଗ୍ରାମସଭା ରେକର୍ଡ ଯାଞ୍ଚ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼ ଜିଲ୍ଲାର ରୋହିଣୀବାଙ୍କ ଗ୍ରାମ ପଞ୍ଚାୟତର ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP) ଅନୁମୋଦନକୁ ନେଇ ଉଠିଥିବା ବିବାଦରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମସଭାର ବୈଧ ପ୍ରସ୍ତାବ ବିନା ବିକାଶ ଯୋଜନାକୁ […]

କୋଟିଆରେ ୩ଟି ପୋଲିସ ଆଉଟ୍‌ପୋଷ୍ଟ ସ୍ଥାପନ, ଆନ୍ଧ୍ର ନିର୍ବାଚନ ପୂର୍ବରୁ ସୁରକ୍ଷା କଡ଼ାକଡ଼ି

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା କୋଟିଆ ସୀମା ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି କୋରାପୁଟ […]

ମୋଦୀଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବିଜେପିର ପ୍ରତିବାଦ, ଖଡ଼ଗେ ଓ ରାହୁଲଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର, ୨୭ ଅକ୍ଟୋବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିତାଙ୍କ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଓଡ଼ିଶାରେ ରାଜନୈତିକ ଉତ୍ତେଜନା ବଢ଼ିଛି। ଏହାର ପ୍ରତିବାଦରେ ସୋମବାର ଭୁବନେଶ୍ୱରରେ ବିଜେପି […]

ଜମି ଓ ସମ୍ପତ୍ତି ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ ଓଡ଼ିଶା ସରକାର, ପର୍ଯ୍ୟାୟକ୍ରମେ ଲାଗୁ ହେବ NGDRS

ଓଡ଼ିଶାରେ ଜମି ଓ ସମ୍ପତ୍ତି ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିପାଇଁ ରାଜ୍ୟରେ ପର୍ଯ୍ୟାୟକ୍ରମେ ନ୍ୟାସନାଲ ଜେନେରିକ୍ […]

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶା ସରକାର ସତର୍କ ହୋଇପଡ଼ିଛନ୍ତି। ବାତ୍ୟାଟି ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳରୁ […]

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଗଞ୍ଜାମ ଓ ଗଜପତି ପ୍ରସ୍ତୁତ, ସମୁଦ୍ରକୂଳରେ କଡ଼ା ସତର୍କତା

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଯାଇଛି। ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା, ବାତ୍ୟା ଆଶ୍ରୟସ୍ଥଳୀର ପ୍ରସ୍ତୁତି ଏବଂ […]

ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଅପରାହ୍ନ ୪ଟାରୁ ରାତି ୧୨ଟା ଯାଏଁ ଗାଡ଼ି ଚଳାଚଳ ଉପରେ କଟକଣା

ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଅନୁଗୋଳ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା ରହିଛି। […]