ଆସନ୍ତାକାଲି ଶନିବାର ଦିନ ରାତିର ଆକାଶରେ ଏକ ମନୋରମ ସ୍ୱର୍ଗୀୟ ଦୃଶ୍ୟ ଦେଖାଯିବ କାରଣ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେବ। ଓଡ଼ିଶା ଏବଂ ଭାରତର ଅନ୍ୟାନ୍ୟ ସ୍ଥାନର ଆକାଶ ପର୍ଯ୍ୟବେକ୍ଷକମାନେ ସୂର୍ଯ୍ୟାସ୍ତ ଠାରୁ […]
Tag: odisha news
ହାତୀ ଆକ୍ରମଣରେ ଜଣେ ମୃତ
ଅନୁଗୁଳ ବନାଞ୍ଚଳରେ ବର୍ଷ ଆରମ୍ଭରୁ ହାତୀ ଲୋକଙ୍କ ଜିବନ ନେଇଛି। ଗତକାଲି ସାହାରାଗୁଡ଼ାରେ ହାତୀ ଜଣେ ମହିଳାଙ୍କୁ ମାରିଥିବା ବେଳେ ପୁଣି ଗୁରଙ୍ଗରେ ଜଣେ ଯୁବକକୁ ହାତୀ ଦଳି ଦେଇଛି।ମୃତ ଯୁବକଙ୍କ ପରିଚୟ ମିଳି […]
ଠାକୁରଙ୍କୁ ଦାନ କଲେ ଆଶୀର୍ବାଦ ନେଲେ
ଇଂରାଜି ନବବର୍ଷ ପାଳନ ନେଇ ଉତ୍ସବ ମୁଖର ତାଳଚେର। ଗତକାଲି ସକାଳୁ ବିଭିନ୍ନ ମନ୍ଦିରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଲୋକମାନେ ଠାକୁରଙ୍କ ଦର୍ଶନ କରିବା ସହିତ ନୂଆବର୍ଷ କିପରି ଭଲରେ କଟିବ […]
HDFC ବ୍ୟାଙ୍କର ATMରେ ତାଲା ପକାଇ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ଗୁରୁବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ପୋଲିସ ସୀମା ଅନ୍ତର୍ଗତ ମଇଣ୍ଡା ଛକ ନିକଟରେ ଥିବା ଏକ HDFC ବ୍ୟାଙ୍କ ଏଟିଏମ୍ ଭାଙ୍ଗି ଅଜ୍ଞାତ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। […]
ଘନ କୁହୁଡ଼ି ଯୋଗୁଁ ଓଡିଶାର ପର୍ଯ୍ୟଟନ ଏବଂ ଦୈନନ୍ଦିନ ଜୀବନ ପ୍ରଭାବିତ; ୧୭ ଜିଲ୍ଲାକୁ ସତର୍କ କରିଛି ଆଇଏମଡି
ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ସାରା ଓଡ଼ିଶାରେ ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଦେଇଛି। ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (IMD) ୧୭ଟି ଜିଲ୍ଲା ପାଇଁ ପାଣିପାଗ ସତର୍କତା ଜାରି କରିଛି। ପାଣିପାଗ […]
ଅନୁଗୁଳରେ ଥାରାଉଛି କୋହଲା ପାଗ
ରାତି ପାହିଲା ହେଲେ ଦିଶିଲେନି ସୂର୍ଯ୍ୟ। ଢାଙ୍କି ଦେଇଥିଲା କୁହୁଡିର ଚାଦର। ପୂର୍ବାହ୍ନ ୧୧ଯାଏଁ ବାଟଘାଟ ଠଉରାଇବା କଷ୍ଟକର ହୋଇଗଲା।ଦିନରେ ବି ଲାଇଟ ଲଗାଇ ଚାଲିଲା ଗାଡ଼ି ମଟର। ଘନ କୁହୁଡି ଯୋଗୁଁ ବର୍ଷର […]
ଉମରକୋଟରୁ ଦୁବାଇ: ଓଡ଼ିଶାର ପନିପରିବା ବିଶ୍ୱସ୍ତରରେ ପହଞ୍ଚିଲା, ଚାଷୀମାନେ ତିନିଗୁଣ ଲାଭ ପାଇଲେ
ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଉମରକୋଟ ଏବଂ ରାଇଘର ଅଞ୍ଚଳରେ ଚାଷ ହେଉଥିବା ତାଜା ପନିପରିବା ଏବେ ଦୁବାଇରେ ପହଞ୍ଚିବାରେ ଲାଗିଛି, ଯାହା ସ୍ଥାନୀୟ ଚାଷୀଙ୍କ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ। ବିନ୍ସ, ପୋଇଣ୍ଟେଡ୍ କଖାରୁ, […]
କଟକରେ ଦୁଇ ବନ୍ଧୁଙ୍କୁ ଖୁଣ୍ଟରେ ବାନ୍ଧି ପିଟି ହତ୍ୟା
ଟାଙ୍ଗୀ ପୋଲିସ ସୀମା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟରେ ଏକ ପୋକଲେନ୍ ଗ୍ୟାରେଜ ଭିତରେ ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟି ପିଟି ହତ୍ୟା କରାଯିବା ପରେ କଟକ ଜିଲ୍ଲାରେ ଏକ ନୃଶଂସ ଡବଲ ମର୍ଡର […]
ଜମିଲା ଜିରୋ ନାଇଟ ସେଲିବ୍ରେସନ
ହାଡ଼ ଭଙ୍ଗା ଶୀତ ବି ଫିକା ପଡିଲା ଜିରୋ ନାଇଟ ସେଳିବ୍ରେସନ ଉତ୍ସାହ ଆଗରେ। ଘଣ୍ଟା କଣ୍ଟା ଠିକ୍ ୧୨ଟା ଛୁଇଁବା ମାତ୍ରେ ଆରମ୍ଭ ହେଲା ସେଲିବ୍ରେସନ୍। କେଉଁଠି ବାଣ ଫୁଟିଲା ତ ଆଉ […]
ଧାଡ଼ି ଯନ୍ତ୍ରଣାରୁ ମୁକ୍ତି ନାହିଁ,ରାତି ପାହିଲେ ରୋଗୀଙ୍କ ଲମ୍ବା ଧାଡ଼ି
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ରୁ ଅଧିକ ଡାକ୍ତର ଥିଲେ ବି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ମିଳୁ ନଥିବା ଅଭିଯୋଗ […]
