ଗଞ୍ଜାମ ଗସ୍ତରେ ବିଳମ୍ବକୁ ନେଇ ନବୀନଙ୍କୁ ବିଜେପିର କଡ଼ା ସମାଲୋଚନା

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାରେ ଗଞ୍ଜାମ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ବିଳମ୍ବରେ […]

ରାହୁଲ ଗାନ୍ଧି ଜଣେ ‘କାମଚୋର’, ଭୋଟ ଚୋରି ନାଁରେ ମିଥ୍ୟା ପ୍ରଚାର କରୁଛନ୍ତି: ସୁଧାଂଶୁ ତ୍ରିବେଦୀ

ଭୁବନେଶ୍ୱର: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ‘କାମଚୋର’ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ। ନିର୍ବାଚନରେ […]

ମୋଦୀଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବିଜେପିର ପ୍ରତିବାଦ, ଖଡ଼ଗେ ଓ ରାହୁଲଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର, ୨୭ ଅକ୍ଟୋବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିତାଙ୍କ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଓଡ଼ିଶାରେ ରାଜନୈତିକ ଉତ୍ତେଜନା ବଢ଼ିଛି। ଏହାର ପ୍ରତିବାଦରେ ସୋମବାର ଭୁବନେଶ୍ୱରରେ ବିଜେପି […]

ରାହୁଲ ଗାନ୍ଧିଙ୍କୁ ଘେରିଲେ ସମ୍ବିତ ପାତ୍ର

କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର ରାହୁଲ […]

ଗୁଜରାଟ ନଗର ନିଗମ ନିର୍ବାଚନରେ ବିଜେପିର ଦବଦବା, ଗାନ୍ଧୀନଗରରେ ୨୦ଟି ଆସନରୁ ୧୯ଟିରେ ବିଜୟ

ଗାନ୍ଧୀନଗର,: ଗୁଜରାଟରେ ନଗର ନିଗମ ଓ ପୌରପାଳିକା ଉପନିର୍ବାଚନର ଭୋଟ ଗଣତି ମଧ୍ୟରେ ବିଜେପି ଦମ୍‌ଦାର ପ୍ରଦର୍ଶନ କରିଛି। ଗାନ୍ଧୀନଗର ମହାନଗର ନିଗମରେ ଘୋଷିତ ହୋଇଥିବା ପ୍ରଥମ ୨୦ଟି ଆସନରୁ ବିଜେପି ୧୯ଟିରେ ବିଜୟ […]

ଓଡ଼ିଶା ବନ୍ଦକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର, ୯ ଅକ୍ଟୋବର: ଗୁରୁବାର ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି। କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦକୁ କଂଗ୍ରେସ ସଫଳ ବୋଲି ଦାବି […]

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି

ଭୁବନେଶ୍ୱର: ୨୦୨୭ରେ ହେବାକୁ ଥିବା ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବେଠାରୁ ତା’ର ସାଂଗଠନିକ ଓ ରାଜନୈତିକ ପ୍ରସ୍ତୁତି ଆରମ୍ଭ କରିଛି। କଟକରେ ଆୟୋଜିତ ଦଳର […]

ନବୀନଙ୍କ ପ୍ଲାନ ଜାଣିଦେଲେ ମୋହନ!,କାହା ସପକ୍ଷରେ ଯିବେ ମହିଳା?

ନବୀନଙ୍କ ପ୍ଲାନ୍ ଜାଣିଦେଲେ କି ମୋହନ ?ନବୀନଙ୍କ ଭୋଟବ୍ୟାଙ୍କ ହାତେଇବାକୁ ମୋହନଙ୍କ ବଡ ଯୋଜନା!ମୋହନ ସଫଳ ହେବେ ନା ନବୀନ ମାତ ଦେବେ ! ଦର୍ଶକବନ୍ଧୁ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କିଛି […]

ରାଜ୍ୟ ରାଜନୀତିରେ ଚର୍ଚ୍ଚା,ବିଜେପିକୁ ଘାରିଛି “ନବୀନ” ଡର!

ବିଜେପିର ଟେନସନ ବଢାଇଲେଣି ନବୀନ ?ବିଜେପି ଅସ୍ତ୍ରରେ ବିଜେପିକୁ ନିଶାନା କରୁଛନ୍ତି ନବୀନ ପଟ୍ଟନାୟକ !ନବୀନଙ୍କୁ କାଉଣ୍ଟର ଛଡ଼ା ବିଜେପି ପାଖରେ ବିକଳ୍ପ ନାହିଁ ! ଦର୍ଶକବନ୍ଧୁ ବିଜେପି ଓ ବିଜେଡି ଭିତରେ ଲଢେଇ […]

ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ ନବୀନ ପଟ୍ଟନାୟକଙ୍କ ରେକର୍ଡ ଉପରେ ପ୍ରଶ୍ନ ଉଠାଇଲା ବିଜେପି।

ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ, ସୋମବାର ଦିନ ଓଡ଼ିଶା ବିଜେପି ବିରୋଧୀ ଦଳ ନେତା ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଉପରେ କଡ଼ା ଆକ୍ରମଣ […]