ଜବର ଦଖଲରେ ୫ଶହ କୋଟି ଟଙ୍କାର ସମ୍ପତ୍ତି

ଅନୁଗୋଳ, ସହରକୁ ଲାଗି ସରକାରୀ ଜମି ଦଖଲ କରିବା ଘଟଣା ବଢ଼ି ଚାଲିଛି। ଏହା ଉପରେ ନଜର ପକାଇଛନ୍ତି କିଛି ଜମି ମାଫିଆ। ଅନୁଗୋଳ ସହର ଉପକଣ୍ଠ ଗାଁଗୁଡ଼ିକରେ ପ୍ରାୟ ୪୦ ଏକର ଗୋଚର […]

ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଅଟୋରିକ୍ସା ଚାଳକ

ବର୍ଷାଋତୁ ଆସିଲେ ରାସ୍ତାଘାଟର ଅବସ୍ଥା ଖରାପ ହେବା ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି। ଏଭଳି ଏକ ଘଟଣାରେ ବ୍ରିଜ୍ ତଳେ ଥିବା ଅଣ୍ଡରପାସ୍ ଏବେ ବିପଦର କାରଣ ପାଲଟିଛି। ଅଣ୍ଡରପାସ୍‌ରେ ବର୍ଷାଜଳ […]

ଓଡ଼ିଶାରେ ବଢ଼ିପାରେ ମିଠା ଦର, ଛେନା ଓ ଚିନି ଦାମ ବୃଦ୍ଧିର ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ଆବଶ୍ୟକ ସାମଗ୍ରୀର ଦର ଏବେ ମିଠା ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଛି। ଛେନା, ଚିନି ସମେତ ମିଠା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲର ଦାମ ବୃଦ୍ଧି ଯୋଗୁଁ […]

ପ୍ରେଗ୍ନେନ୍ସି ଗୁଜବ ଉପରେ କରୀନା କପୁରଙ୍କ ମଜାଦାର ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ନେଇ ସୋସିଆଲ ମିଡିଆରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ସମୟ ଧରି କରୀନାଙ୍କ ପ୍ରେଗ୍ନେନ୍ସିକୁ ନେଇ ଗୁଜବ ଚାଲିଥିଲା। ଏହା ମଧ୍ୟରେ ପାପାରାଜିଙ୍କ […]

ପର୍ଯ୍ୟଟନ ମାଧ୍ୟମରେ କାଶୀ-ଓଡ଼ିଶା ସମ୍ପର୍କ ହେବ ଆହୁରି ମଜବୁତ, କାଶୀ, ଅଯୋଧ୍ୟା ଓ ମଥୁରାରେ ଅତିଥିଗୃହ ପାଇଁ ଆମନ୍ତ୍ରଣ

ବାରାଣସୀ: କାଶୀ ଓ ଓଡ଼ିଶା ମଧ୍ୟରେ ରହିଥିବା ପୁରୁଣା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ପର୍ଯ୍ୟଟନ ମାଧ୍ୟମରେ ଆହୁରି ମଜବୁତ କରିବା ନେଇ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ବାରାଣସୀର ଲାଲପୁରଠାରେ ଆୟୋଜିତ […]

ବନ୍ୟାରେ ଧୋଇଗଲା ଚାଷୀଙ୍କ ଆଶା, ପଚିଗଲା ଧାନ ଫସଲ

ବାଲେଶ୍ୱର: ଚାଷୀଙ୍କ ପାଇଁ ଧାନ କ୍ଷେତ କେବଳ ଜମି ନୁହେଁ, ଏହା ସେମାନଙ୍କ ପରିବାରର ଜୀବିକା, ଆୟ ଓ ଭବିଷ୍ୟତର ଆଶା। କିନ୍ତୁ ଲଗାଣ ବର୍ଷା ଓ ବନ୍ୟା ଏବେ ବାଲେଶ୍ୱର ଜିଲ୍ଲାର ରେମୁଣା […]

କିଲୋ ପିଛା ଚିନି ଦର ୭୫ ଟଙ୍କାv

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ଚିନି ଦର। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଖୁ ଚାଷ ହେଉଥିଲେ ମଧ୍ୟ ଏବେ ରାଜ୍ୟ ବାହାରୁ ଚିନି ଆମଦାନୀ ଉପରେ ନିର୍ଭରଶୀଳ ହୋଇପଡ଼ିଛି। ଏହାର ପ୍ରଭାବ ସିଧାସଳଖ […]

ଛେଣ୍ଡିପଦାରେ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳବାସୀଙ୍କ ପାଇଁ ପାନୀୟଜଳ ସୁବିଧା କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ଛେଣ୍ଡିପଦାରେ ସୌରଶକ୍ତିଚାଳିତ ପାନୀୟଜଳ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ସୂର୍ଯ୍ୟକିରଣରୁ ଶକ୍ତି ଉତ୍ପାଦନ କରି ପାଣି ଯୋଗାଣ […]

ବିହାରରେ ପ୍ରଶାସନିକ ବଡ଼ ଧରଣର ଅଦଳବଦଳ, ୨୩ ଆଇଏଏସ୍‌ ଅଧିକାରୀଙ୍କ ବଦଳି

ପାଟନା: ବିହାରରେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୩ ଜଣ ଆଇଏଏସ୍‌ ଅଧିକାରୀଙ୍କ ବଦଳି କରିଛନ୍ତି। ଏହି ଅଦଳବଦଳରେ ରାଜ୍ୟର ଅନେକ ଅନୁମଣ୍ଡଳରେ ନୂଆ […]

ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ମଙ୍ଗଳ-ରାହୁଙ୍କ ନବପଞ୍ଚମ ରାଜଯୋଗ, ୪ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ

ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ଚଳନ ଏବଂ ପରସ୍ପର ମଧ୍ୟରେ ସେମାନଙ୍କ ସ୍ଥିତିର ବିଶେଷ ମହତ୍ତ୍ୱ ରହିଛି। ୨୦୨୬ ମସିହା ଅଗଷ୍ଟ ୨ ତାରିଖରେ ମଙ୍ଗଳ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ […]