ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱର୍ଗତ ପିତାଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି। ଏହି ମନ୍ତବ୍ୟକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ […]
Archives
ଢେଙ୍କାନାଳରେ ହାତୀ ଆକ୍ରମଣରେ ୨ ଚାଷୀଙ୍କ ମୃତ୍ୟୁ, ଧାନ କ୍ଷେତକୁ ଯିବା ବେଳେ ଘଟିଲା ଅଘଟଣ
ଢେଙ୍କାନାଳ ଜିଲ୍ଲାରେ ପୁଣି ମାତିଲେ ଜଙ୍ଗଲୀ ହାତୀ। ହାତୀ ଆକ୍ରମଣରେ ଦୁଇ ଜଣ ଚାଷୀଙ୍କ ଜୀବନ ଯାଇଛି। ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଦୁଇଟି ଭିନ୍ନ ସ୍ଥାନରେ ଏହି ଦୁଃଖଦ ଘଟଣା ଘଟିଛି। […]
ନିଆଳିରେ ଓଲଟିଲା ଟ୍ରାକ୍ଟର, ଚାପି ହୋଇ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଟ୍ରାକ୍ଟର ଓଲଟି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି। ରବିବାର ନିଆଳି ଥାନା […]
ଗୋଟିଏ ରାଜ୍ୟର ଜାତିଗତ ମାନ୍ୟତା ଅନ୍ୟ ରାଜ୍ୟରେ ଲାଗୁ ହେବ ନାହିଁ: ଓଡ଼ିଶା ହାଇକୋର୍ଟ
ଗୋଟିଏ ରାଜ୍ୟରେ କୌଣସି ଜାତିକୁ ଅନୁସୂଚିତ ଜାତି (SC) କିମ୍ବା ଅନୁସୂଚିତ ଜନଜାତି (ST) ଭାବେ ମାନ୍ୟତା ମିଳିଥିଲେ, ଅନ୍ୟ ରାଜ୍ୟରେ ମଧ୍ୟ ସେହି ମାନ୍ୟତା ସ୍ୱତଃସ୍ପୃତ ଭାବେ ଲାଗୁ ହେବ ନାହିଁ। ଏକ […]
କଂଗ୍ରେସ ଧନୀ ଓ କ୍ଷମତାଶାଳୀଙ୍କୁ ବ୍ୟାଙ୍କିଂ ସୁବିଧା ଦେଉଥିଲା, ଆମେ ଗରିବଙ୍କୁ ପ୍ରାଥମିକତା ଦେଲୁ: ପ୍ରଧାନମନ୍ତ୍ରୀ ମୋଦୀ
କଂଗ୍ରେସ ଶାସନ ସମୟରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା କେବଳ କିଛି ପ୍ରଭାବଶାଳୀ ଓ କ୍ଷମତାଶାଳୀ ଲୋକଙ୍କ ପାଇଁ ସୀମିତ ଥିଲା। କିନ୍ତୁ ଆମ ସରକାର ଗରିବ, ମଧ୍ୟବିତ୍ତ ଓ ସାଧାରଣ ଲୋକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥା […]
ଥଣ୍ଡା ଓ କାଶରୁ ଆରାମ ଦିଏ ଅଦା-ତୁଳସୀ ଚା’! ଜାଣନ୍ତୁ ଏହାର ଉପକାରିତା ଓ ସତର୍କତା
ପାଣିପାଗରେ ପରିବର୍ତ୍ତନ ହେବା ସହିତ ଥଣ୍ଡା, କାଶ, ଗଳା ଦରଜ ଓ ନାକ ବନ୍ଦ ହେବା ଭଳି ସମସ୍ୟା ଅନେକଙ୍କୁ ହଇରାଣ କରିଥାଏ। ଏଭଳି ସମୟରେ ଘରୋଇ ଉପଚାର ଭାବେ ଅଦା ଓ ତୁଳସୀ […]
ଆଜମଗଡ଼ ଭୋଟର ତାଲିକାରେ ବଡ଼ ତ୍ରୁଟି! ଅଖିଳେଶ ଯାଦବଙ୍କ ଅଭିଯୋଗ ପରେ ୯ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲାର ଭୋଟର ତାଲିକାକୁ ନେଇ ଏକ ବଡ଼ ଅନିୟମିତତା ସାମ୍ନାକୁ ଆସିଛି। ସମାଜବାଦୀ ପାର୍ଟି (ସପା)ର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭୋଟର ତାଲିକାରେ ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ଥର […]
OPSC ଚାକିରି ଦେବା ନାଁରେ ମହିଳାଙ୍କଠାରୁ ୬.୨ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଯୁବକ ଗିରଫ
ବ୍ରହ୍ମପୁର: ଓଡ଼ିଶା ଲୋକସେବା ଆୟୋଗ (OPSC) ଜରିଆରେ ଅଧିକାରୀ ପଦରେ ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ଓ ତାଙ୍କ ପରିବାରଠାରୁ ୬.୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ […]
ଅକ୍ଟୋବର ୨୮ରେ ଓଡ଼ିଶା ଉପକୂଳ ମୁହାଁ ହୋଇପାରେ ବାତ୍ୟା! ୨୭ରୁ ପ୍ରବଳ ବର୍ଷା ଆଶଙ୍କା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଶକ୍ତିଶାଳୀ ହେଉଥିବାରୁ ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଏହି […]
କୋଟିଆରେ YSRCP କର୍ମୀଙ୍କ ନିର୍ବାଚନ ପ୍ରଚାର ଅଭିଯୋଗ, ବିଜେଡିର ତୀବ୍ର ବିରୋଧ
ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା କୋଟିଆ ସୀମା ବିବାଦ ପୁଣି ତୀବ୍ର ହୋଇଛି। କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର YSR କଂଗ୍ରେସ ପାର୍ଟି (YSRCP) କର୍ମୀମାନେ […]
