କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ ଧ୍ୱଂସ ଘଟିଥିବା ବେଳେ ଏକ କୁକୁରର ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ବନ୍ୟାରେ ଘର ଭାସିଯାଇଛି, ଅନେକ ଲୋକ ନିଖୋଜ ଅଛନ୍ତି। […]
Category: ଦେଶ- ବିଦେଶ
ନେପାଳରେ ବନ୍ୟାର ଭୟଙ୍କର ତାଣ୍ଡବ, ଗୋଟିଏ ଘରୁ ମିଳିଲା ୨୪ ମୃତଦେହ; ମୃତ୍ୟୁସଂଖ୍ୟା ୯୩୯
କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ପରିସ୍ଥିତି ଦିନକୁ ଦିନ ଅଧିକ ଭୟାବହ ହେବାରେ ଲାଗିଛି। ବନ୍ୟାର ଧ୍ୱଂସାବଶେଷ ମଧ୍ୟରୁ ମୃତଦେହ ଉଦ୍ଧାର ଜାରି ରହିଥିବା ବେଳେ ଗୋଟିଏ ଘର ଭିତରୁ […]
ତାଶକେଣ୍ଟରେ ଲାଲବାହାଦୁର ଶାସ୍ତ୍ରୀଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି, ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ଲଗାଇଲେ ଗଛ
ତାଶକେଣ୍ଟ: ଉଜବେକିସ୍ତାନ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଶକେଣ୍ଟରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶାସ୍ତ୍ରୀ ସ୍ମାରକରେ ପୁଷ୍ପାଞ୍ଜଳି ଅର୍ପଣ କରି ମୋଦୀ ତାଙ୍କ ଦେଶସେବା, […]
ଚଣ୍ଡୀଗଡ଼ ସୀମାରେ ଅଟକିଲା ଶିବସେନା ହିନ୍ଦୁସ୍ତାନର ‘ତ୍ରିଶୂଳ ମାର୍ଚ୍ଚ’, ବ୍ୟାରିକେଡ୍ କରି ରୋକିଲା ପୁଲିସ
ଚଣ୍ଡୀଗଡ଼: ଶିବସେନା ହିନ୍ଦୁସ୍ତାନ ପକ୍ଷରୁ ରବିବାର ମୋହାଲିରୁ ଚଣ୍ଡୀଗଡ଼ ଅଭିମୁଖେ ବାହାରିଥିବା ‘ତ୍ରିଶୂଳ ମାର୍ଚ୍ଚ’କୁ ଚଣ୍ଡୀଗଡ଼ ସୀମାରେ ପୁଲିସ ଅଟକାଇ ଦେଇଛି। ସଂଗଠନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ଏହି ମାର୍ଚ୍ଚର ଉଦ୍ଦେଶ୍ୟ ଥିଲା […]
ନେପାଳକୁ ବଡ଼ ସହାୟତା ପ୍ୟାକେଜ୍ ଦେବ ଭାରତ, ପୁଣି ଦେଖାଇଲା ‘ପଡ଼ୋଶୀ ପ୍ରଥମ’ ନୀତି
ନୂଆଦିଲ୍ଲୀ: ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ବିପର୍ଯ୍ୟସ୍ତ ନେପାଳ ପାଇଁ ଭାରତ ସରକାର ବଡ଼ ରିଲିଫ୍ ପ୍ୟାକେଜ୍ ପ୍ରସ୍ତୁତ କରୁଛି। ପଡ଼ୋଶୀ ଦେଶର ଏହି ଦୁର୍ଦ୍ଦିନରେ ଭାରତ ତା’ର ‘Neighbourhood First’ ବା ‘ପଡ଼ୋଶୀ […]
ମଣିପୁରରେ ବିଜେପି ବିଧାୟକଙ୍କ ଘର ଉପରେ ବୋମାମାଡ଼, ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ
ଇମ୍ଫାଲ: ମଣିପୁରରେ ପୁଣିଥରେ ଜନପ୍ରତିନିଧିଙ୍କ ଘରକୁ ଟାର୍ଗେଟ କରି ବୋମାମାଡ଼ ଘଟଣା ସାମ୍ନାକୁ ଆସିଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର କୋନ୍ଥୌଜମ ଅଞ୍ଚଳରେ ମଣିପୁର ସରକାରଙ୍କ ପ୍ରବକ୍ତା ତଥା ବିଜେପି ବିଧାୟକ ସାପମ ରଞ୍ଜନ ସିଂହଙ୍କ […]
ତାମିଲନାଡୁ ମନ୍ତ୍ରୀଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା, କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
ଚେନ୍ନାଇ: ତାମିଲନାଡୁର ଅର୍ଥମନ୍ତ୍ରୀ ଏନ୍. ମାରି ୱିଲସନଙ୍କୁ ମାଡ୍ରାସ ହାଇକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ଏକ ଅପରାଧିକ ମାମଲାରେ ପୁଡୁଚେରୀର ନିମ୍ନ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାରୁ ଛାଡ଼ ପାଇଁ ମନ୍ତ୍ରୀଙ୍କ ପକ୍ଷରୁ […]
ଇସ୍ଲାମାବାଦର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୪ ନବଜାତକଙ୍କ ମୃତ୍ୟୁ; AC କମ୍ପ୍ରେସର ବିସ୍ଫୋରଣରୁ ନିଆଁ
ଇସ୍ଲାମାବାଦ: ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ବୁଧବାର ସକାଳେ ଏକ ସରକାରୀ ହସ୍ପିଟାଲରେ ଘଟିଛି ଅତ୍ୟନ୍ତ ହୃଦୟବିଦାରକ ଅଗ୍ନିକାଣ୍ଡ। ଦେଶର ପ୍ରମୁଖ ସରକାରୀ ହସ୍ପିଟାଲ ‘ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (PIMS)’ର ଗାଇନେକୋଲୋଜି ୱାର୍ଡର […]
ୟୁପି ହିଜାବ ବିବାଦରେ ରାଜନୈତିକ ଝଡ଼: ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ନେଇ ଓୱେସିଙ୍କ ଆପତ୍ତି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସ୍କୁଲ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ନେଇ ଉଠିଥିବା ବିବାଦ ଏବେ ରାଜନୈତିକ ରୂପ ନେଇଛି। ପ୍ରୟାଗରାଜର ଏକ ସ୍କୁଲର ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଯିବାକୁ ଅନୁମତି ଦେବା ପାଇଁ […]
ଲଦାଖରେ ପୁଣି ଆନ୍ଦୋଳନର ସଙ୍କେତ, ସୋନମ ୱାଙ୍ଗଚୁକ୍ଙ୍କ କ୍ୟାଣ୍ଡେଲ୍ ମାର୍ଚ୍ଚ: ୨୦୨୫ ହିଂସାକୁ ମନେ ପକାଇ ଉଠିଲା ଦାବି
ଲଦାଖରେ ପୁଣିଥରେ ଆନ୍ଦୋଳନର ମାହୋଲ ସୃଷ୍ଟି ହେବାର ସଙ୍କେତ ମିଳିଛି। ସାମାଜିକ କର୍ମୀ ତଥା ଲଦାଖର ଅଧିକାର ଆନ୍ଦୋଳନର ପ୍ରମୁଖ ଚେହେରା ସୋନମ ୱାଙ୍ଗଚୁକ୍ ଲେହରେ କ୍ୟାଣ୍ଡେଲ୍ ମାର୍ଚ୍ଚ କରିଛନ୍ତି। ୨୦୨୫ ସେପ୍ଟେମ୍ବର ୨୪ରେ […]
