ଗୋଆରେ ଖଡ଼ଗେଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଝଟକା

ଗୋଆରେ କଂଗ୍ରେସ ଦଳକୁ ଏକ ବଡ଼ ସଂଗଠନାତ୍ମକ ଝଟକା ଲାଗିଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗୋଆ ଗସ୍ତ ପୂର୍ବରୁ ୧୦୦ରୁ ଅଧିକ ବୁଥ ଲେଭେଲ ଏଜେଣ୍ଟ (ବିଏଲଏ) […]

ନିତିନ ନବୀନଙ୍କ ନୂଆ ଟିମ୍‌: ୟୁପି ଓ ମିଶନ ୨୦୨୯ ପାଇଁ ବିଜେପିର ବଡ଼ ସାଙ୍ଗଠନିକ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନକୁ ନଜରରେ ରଖି ଭାରତୀୟ ଜନତା ପାର୍ଟି ବା ବିଜେପି ନିଜର ସାଙ୍ଗଠନିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ କରିଛି। ଦଳର ଜାତୀୟ ସଭାପତି ନିତିନ ନବୀନ ନୂଆ ଜାତୀୟ ଟିମ୍‌ ଘୋଷଣା […]

ବିଜେପିର ନୂଆ ଟିମ୍‌ରେ ଓଡ଼ିଶାର ୨ ସାଂସଦ, ବୈଜୟନ୍ତ ଓ ସମ୍ବିତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ଜାତୀୟ ସ୍ତରରେ ସାଙ୍ଗଠନିକ ପୁନର୍ଗଠନ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଦଳର ଜାତୀୟ ସଭାପତି ନିତିନ ନବୀନ ନୂଆ ଟିମ୍‌ ଘୋଷଣା କରିଥିବା ବେଳେ ଏଥିରେ ଓଡ଼ିଶାର ଦୁଇ ଜଣ ଲୋକସଭା […]

ନବୀନଙ୍କ ପ୍ଲାନ ଜାଣିଦେଲେ ମୋହନ!,କାହା ସପକ୍ଷରେ ଯିବେ ମହିଳା?

ନବୀନଙ୍କ ପ୍ଲାନ୍ ଜାଣିଦେଲେ କି ମୋହନ ?ନବୀନଙ୍କ ଭୋଟବ୍ୟାଙ୍କ ହାତେଇବାକୁ ମୋହନଙ୍କ ବଡ ଯୋଜନା!ମୋହନ ସଫଳ ହେବେ ନା ନବୀନ ମାତ ଦେବେ ! ଦର୍ଶକବନ୍ଧୁ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କିଛି […]

ରାଜ୍ୟ ରାଜନୀତିରେ ଚର୍ଚ୍ଚା,ବିଜେପିକୁ ଘାରିଛି “ନବୀନ” ଡର!

ବିଜେପିର ଟେନସନ ବଢାଇଲେଣି ନବୀନ ?ବିଜେପି ଅସ୍ତ୍ରରେ ବିଜେପିକୁ ନିଶାନା କରୁଛନ୍ତି ନବୀନ ପଟ୍ଟନାୟକ !ନବୀନଙ୍କୁ କାଉଣ୍ଟର ଛଡ଼ା ବିଜେପି ପାଖରେ ବିକଳ୍ପ ନାହିଁ ! ଦର୍ଶକବନ୍ଧୁ ବିଜେପି ଓ ବିଜେଡି ଭିତରେ ଲଢେଇ […]

ଶାହାଙ୍କୁ କଣ କହିଲେ ଟଙ୍କଧର?,ଦିଲ୍ଲୀରେ ଭେଟଘାଟଓଡ଼ିଶାରେ କମ୍ପନ!

ଦିଲ୍ଲୀରେ ଭେଟଘାଟ ,ଓଡ଼ିଶାରେ କମ୍ପନ ?ବିଜେପି ନେତାଙ୍କ ଦିଲ୍ଲୀ ଦୌଡ ନେଇ ଦଳୀୟ କ୍ୟାମ୍ପରେ ଚର୍ଚ୍ଚା!ଏଇଠୁ ଆରମ୍ଭ ,ଆଗକୁ ବଢ଼ିପାରେ ତାଲିକା ! ଦର୍ଶକବନ୍ଧୁ ବିଜେପି ନେତାଙ୍କ ଦିଲ୍ଲୀ ଦୌଡ ଏବେ ରାଜ୍ୟ ରାଜନୀତିରେ […]

ଓଡ଼ିଶାରେ ସକ୍ରିୟ ଧର୍ମେନ୍ଦ୍ର,ଦିଲ୍ଲୀ ପହଞ୍ଚିବ ଓଡିଶା ରିପୋର୍ଟଟେନସନରେ ଦଳୀୟ ନେତା!

ଦିଲ୍ଲୀରେ କମ,ଓଡିଶାରେ ଦେଉଛନ୍ତି ଅଧିକ ସମୟ !ସକ୍ରିୟ ହେଲେଣି ଧର୍ମେନ୍ଦ୍ର ! ବଢ଼ିଲା ଓଡ଼ିଶା ନେତାଙ୍କ ଟେନସନ !ଦିଲ୍ଲୀରେ ପହଞ୍ଚିବ ଓଡ଼ିଶା ରିପୋର୍ଟ ! ଆଗକୁ ବଦଳିପାରେ ସମୀକରଣ ? ଦର୍ଶକବନ୍ଧୁ ଓଡ଼ିଶାର ସାମ୍ପ୍ରତିକ […]

କାଶୀପୁର ରାଜନୀତି!କିଏ ଆଗରେକିଏ ପଛରେ?

୫୦ ବର୍ଷର NAC, ହେଲେ ବିକାଶ ଶୂନ୍ୟବସଷ୍ଟାଣ୍ଡରୁ ଶୀତଳ ଭଣ୍ଡାର—ସବୁଠି କେବଳ “ନାହିଁ ନାହିଁ”ର ନାରା ଗୋଟିଏ ପଟେ ୫୦ ବର୍ଷର ପୁରୁଣା ଇତିହାସ, ଆଉ ଅନ୍ୟପଟେ ଅଧୁରା ବିକାଶର ପାହାଡ଼! କାଶୀନଗର ଏନ୍‌ଏସି […]

‘ଭୋଟ୍ ବ୍ୟାଙ୍କ ପାଇଁ କଂଗ୍ରେସ ଭୁଲିଗଲା ବନ୍ଦେ ମାତରମ୍’: ଅମିତ ଶାହଙ୍କ ତୀବ୍ର ଆକ୍ରମଣ

ରାଜସ୍ଥାନର ଚିତ୍ତୌଡ଼ଗଡ଼ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ‘ବନ୍ଦେ ମାତରମ୍’କୁ ନେଇ ସେ କଂଗ୍ରେସ ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି […]

ପରିସୀମନ ବିଲ୍‌ରେ ସରକାରଙ୍କ ରଣନୀତି ବିଫଳ! ବିରୋଧୀ ଏକତାରେ ବଡ଼ ଝଟକା

ନୂଆଦିଲ୍ଲୀ: ପରିସୀମନ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ରଣନୀତି ବିଫଳ ହୋଇଥିବା ଦାବି କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ତାଙ୍କ କହିବା ଅନୁସାରେ, ବଜେଟ୍ ଅଧିବେଶନରେ ସରକାର ପରିସୀମନ ଓ ମହିଳା ସଂରକ୍ଷଣ […]