ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ‘ସୁପୋଷିତ ଓଡ଼ିଶା ମିଶନ’କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ତାଲିମ […]
Author: TALCHER LIVE
ପାଳଲହଡ଼ା ସହରରେ କୁଢ଼କୁଢ଼ ଆବର୍ଜନା, ଡରାଉଛି ସ୍କ୍ରବ୍ ଟାଇଫସ୍
ପାଳଲହଡ଼ା ସହରରେ କୁଢ଼କୁଢ଼ ଆବର୍ଜନା ଓ ଅପରିଷ୍କାର ପରିବେଶକୁ ନେଇ ସହରବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଦୁର୍ଗନ୍ଧମୟ ପରିବେଶରେ ଜୀବନ ଅତିବାହିତ କରୁଥିବା ସହରବାସୀଙ୍କ ମଧ୍ୟରେ ଏବେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ […]
ଜନ୍ମାଷ୍ଟମୀରେ ଏହି ୬ଟି ଜିନିଷ ଦାନ କରନ୍ତୁ, ଶ୍ରୀକୃଷ୍ଣଙ୍କ କୃପାରେ ବଢ଼ିବ ସୁଖ-ସମୃଦ୍ଧି!
ଭୁବନେଶ୍ୱର: ଆଜି ଶୁକ୍ରବାର, ସେପ୍ଟେମ୍ବର ୪ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ଭକ୍ତି ଓ ଉତ୍ସାହର ସହିତ ପାଳନ କରାଯାଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ […]
ଶେଷ ହେଲା ‘ଲଭ୍ ଆଣ୍ଡ ୱାର୍’ର ଶୁଟିଂ, ଜାନୁଆରୀ ୨୦୨୭ରେ ରିଲିଜ୍ ହେବ ରଣବୀର-ଆଲିଆ-ଭିକିଙ୍କ ଫିଲ୍ମ
ମୁମ୍ବାଇ: ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲଭ୍ ଆଣ୍ଡ ୱାର୍’କୁ ନେଇ ଆସିଛି ବଡ଼ ଅପଡେଟ୍। ଦୀର୍ଘ ସମୟ ଧରି ଚାଲିଥିବା ଏହି ଫିଲ୍ମର ଶୁଟିଂ ଶେଷ ହୋଇଛି। ସଞ୍ଜୟ ଲୀଲା ଭନ୍ସାଲୀଙ୍କ ନିର୍ଦ୍ଦେଶନାରେ […]
ସ୍ୱାଇନ୍ ଫ୍ଲୁ ରୋଗୀଙ୍କୁ ସାବଧାନ! ଏହି ଲୋକଙ୍କଠାରେ ନିମୋନିଆ ହେବାର ଆଶଙ୍କା ଅଧିକ
ନୂଆଦିଲ୍ଲୀ: ସ୍ୱାଇନ୍ ଫ୍ଲୁ ବା H1N1 ଏକ ଭାଇରାଲ୍ ଶ୍ୱାସଜନିତ ସଂକ୍ରମଣ। ସାଧାରଣତଃ ଏହା ଜ୍ୱର, କାଶ, ଗଳା ଦରଜ, ନାକରୁ ପାଣି ବାହାରିବା ଓ ଶରୀରରେ ଦୁର୍ବଳତା ଭଳି ଲକ୍ଷଣ ସୃଷ୍ଟି କରିଥାଏ। […]
ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଏକ୍ସ-ଗ୍ରେସିଆ ନିୟମ: ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସ୍ଥାୟୀ ଦିବ୍ୟାଙ୍ଗତା ପାଇଁ ମିଳିବ ୨ ଲକ୍ଷ ଟଙ୍କା
ଭୁବନେଶ୍ୱର: ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଦୁର୍ଘଟଣାଜନିତ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନୂଆ ଏକ୍ସ-ଗ୍ରେସିଆ ସହାୟତା ନିୟମ ଜାରି କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର […]
ଓଡ଼ିଶାରେ ଦେଶର ପ୍ରଥମ ରାଜ୍ୟ ମାଲିକାନା ସୁରକ୍ଷା ଆପ୍ ‘ଓଡ଼ିଶା ଯାତ୍ରୀ’ ଲଞ୍ଚ, ଗୋଟିଏ ଟ୍ୟାପ୍ରେ ମିଳିବ ଜରୁରୀ ସହାୟତା
ଭୁବନେଶ୍ୱର: ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ସହ ରାଜ୍ୟରେ ସ୍ମାର୍ଟ ଓ ନାଗରିକକୈନ୍ଦ୍ରିକ ଯାତାୟାତ ବ୍ୟବସ୍ଥାକୁ ନୂଆ ଦିଗ ଦେବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ଓଡ଼ିଶା ଯାତ୍ରୀ’ […]
ଓଡ଼ିଶାରେ FCI ଚାଉଳ ଉଠାଣକୁ ନେଇ ବିବାଦ: କେନ୍ଦ୍ରକୁ BJDର ପ୍ରଶ୍ନ, ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର: ଓଡ଼ିଶାରୁ ଭାରତୀୟ ଖାଦ୍ୟ ନିଗମ (FCI) ଦ୍ୱାରା ଚାଉଳ ଉଠାଣରେ ବିଳମ୍ବକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ଆସନ୍ତା ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା […]
ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁ ଦାବିରେ ୧୨ ଘଣ୍ଟିଆ ରାଜପଥ ଅବରୋଧ
ଅନୁଗୋଳ: ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନଃ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ଏବଂ ତୁରନ୍ତ ଡାକ୍ତର ନିଯୁକ୍ତି ଦାବିରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଦୀର୍ଘଦିନ ଧରି ସ୍ୱାସ୍ଥ୍ୟସେବାରୁ […]
ତାଳଚେରରେ ଆଧୁନିକ ମେକାନିକାଲ୍ ସ୍ୱିପିଂ ଗାଡ଼ି ଶୁଭାରମ୍ଭ, ଧୂଳି ଓ ପ୍ରଦୂଷଣ ନିୟନ୍ତ୍ରଣକୁ ମିଳିବ ଗତି
ତାଳଚେର: ତାଳଚେର ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ଼ କରିବା ଦିଗରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ସହରର ରାସ୍ତାଘାଟ ସଫା କରିବା ପାଇଁ ମେକାନିକାଲ୍ ସ୍ୱିପିଂ ଭେହିକିଲ୍ ବା ଯାନ୍ତ୍ରିକ […]
