ପାକିସ୍ତାନ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଗୃହ ମନ୍ତ୍ରଣାଳୟ ସେଠାରେ ରହୁଥିବା ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ନାମିତ କରିଛି। ଏହି କାର୍ଯ୍ୟାନୁଷ୍ଠାନ UAPA ଅଧୀନରେ ନିଆଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏହି ବ୍ୟକ୍ତିମାନେ ଜୈଶ-ଏ-ମହମ୍ମଦ (JeM), ଲସ୍କର-ଏ-ତୈବା (LeT) ଏବଂ ଅନ୍ୟାନ୍ୟ ସଂଗଠନ ସହିତ ଜଡିତ।
UAPA ଅନୁଯାୟୀ ୨୩ ଜଣ ପାକିସ୍ତାନୀ ନାଗରିକଙ୍କୁ ଆତଙ୍କବାଦୀ ଘୋଷଣା; ଗୃହ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ।
