ଭୁବନେଶ୍ୱର: ହୋଟେଲରେ ରହିବା ସମୟରେ ଅନେକ ଜିନିଷ ଉପରେ ଆମର ନଜର ପଡ଼େ। ହୋଟେଲ ରୁମର ବେଡ୍, ବାଥରୁମ, ଟଏଲେଟ୍ ଓ ସେଠାରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀ ସାଧାରଣ ଘରଠାରୁ ଅଲଗା ଲାଗିଥାଏ। ତେବେ […]
Tag: NATIONAL
ବ୍ରିକ୍ସ ନେତାଙ୍କ ପାଇଁ ଭାରତୀୟ ସ୍ୱାଦର ଭବ୍ୟ ଭୋଜି
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ବିଶ୍ୱ ନେତାମାନଙ୍କ ପାଇଁ ଆୟୋଜିତ ଭବ୍ୟ ଗାଲା ଡିନର୍ରେ ଦେଖିବାକୁ ମିଳିଲା ଭାରତୀୟ ଖାଦ୍ୟ ପରମ୍ପରାର ଅନନ୍ୟ ଝଲକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ […]
ଛତିଶଗଡ଼ରେ ବିଜେପିକୁ ଝଟକା, ମନ୍ତ୍ରୀଙ୍କ ବଡ଼ ଭାଇ କଂଗ୍ରେସରେ; SC ଭୋଟ୍ ବ୍ୟାଙ୍କ ଉପରେ ପଡ଼ିପାରେ ପ୍ରଭାବ
ରାୟପୁର: ଛତିଶଗଡ଼ର ରାଜନୀତିରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ସତନାମୀ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଗୁରୁ ବାଲଦାସ ସାହେବଙ୍କ ବଡ଼ ପୁଅ ଏବଂ ବିଜେପି ସରକାରର ମନ୍ତ୍ରୀ ଗୁରୁ ଖୁଶୱନ୍ତ ସାହେବଙ୍କ ବଡ଼ […]
ମାନବଜାତି ପାଇଁ ବିପଦ ହୋଇପାରେ AI! ବଡ଼ ଚେତାବନୀ ଦେଲେ ବାରାକ୍ ଓବାମା
ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIର ଦ୍ରୁତ ବିକାଶକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଏନେଇ ବଡ଼ ଚେତାବନୀ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, AIର […]
ପଞ୍ଜାବୀ ଗାୟକ ଗୁଲାବ ସିଧୁଙ୍କ ଘରେ ଗୁଳିମାଡ଼, CCTVରେ କଏଦ ହେଲା ଆକ୍ରମଣ
ବର୍ଣ୍ଣାଲା: ପଞ୍ଜାବୀ ସଙ୍ଗୀତ ଜଗତର ଲୋକପ୍ରିୟ ଗାୟକ ଗୁଲାବ ସିଧୁଙ୍କ ଘରେ ଗୁଳିମାଡ଼ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ପଞ୍ଜାବର ବର୍ଣ୍ଣାଲା ଜିଲ୍ଲାର ଫରୱାହି ଗାଁରେ ଥିବା ଗୁଲାବ ସିଧୁଙ୍କ ଘରର ମୁଖ୍ୟ ଫାଟକ […]
ବ୍ରିକ୍ସ ବାଣିଜ୍ୟ ଏକୀକରଣ ପାଇଁ ମୋଦୀଙ୍କ ବଡ଼ ପ୍ରସ୍ତାବ
ନୂଆଦିଲ୍ଲୀ: ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ତିନିସ୍ତରୀୟ ରଣନୀତିର ପ୍ରସ୍ତାବ ଦେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ବିଜନେସ୍ […]
ଚୀନର ଜିଆଙ୍ଗସିରେ ଭୟଙ୍କର ଭୂସ୍ଖଳନ: ୨ ମୃତ, ୧୦ ନିଖୋଜ; ସାଇକ୍ଲୋନ୍ ସାଉଡେଲ୍ ଆଣିଲା ବିପର୍ଯ୍ୟୟ
ବେଜିଂ: ଚୀନର ପୂର୍ବାଞ୍ଚଳ ଜିଆଙ୍ଗସି ପ୍ରଦେଶରେ ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ଘଟି ବଡ଼ ଧରଣର ବିପର୍ଯ୍ୟୟ ଦେଖାଦେଇଛି। ଟ୍ରପିକାଲ୍ ସାଇକ୍ଲୋନ୍ ସାଉଡେଲ୍ର ପ୍ରଭାବରେ କେତେକ ଦିନ ଧରି ଲଗାତାର ପ୍ରବଳ ବର୍ଷା […]
କାଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା: ୨ ମୃତ, ୨ ଗୁରୁତର
ଫ୍ରେସ୍ନୋ: ଆମେରିକାର କାଲିଫର୍ଣ୍ଣିଆର ଫ୍ରେସ୍ନୋ ସହରରେ ଏକ ଛୋଟ ବିମାନ ଭୟାବହ ଦୁର୍ଘଟଣାର ଶିକାର ହୋଇଛି। ଶନିବାର ଅପରାହ୍ଣରେ ସିଏରା ସ୍କାଏ ପାର୍କ ବିମାନବନ୍ଦର ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ […]
ମାନବ ମୂତ୍ର ଯୋଗୁଁ ମାଉଣ୍ଟ ଏଭରେଷ୍ଟର ହିମବାହ ଦ୍ରୁତ ଗତିରେ ତରଳୁଛି; ପ୍ରତିବର୍ଷ ୨,୫୦୦ ଟନ୍ ବରଫ ପାଣିରେ ପରିଣତ ହେଉଛି।
କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମାଳୟର ଗ୍ଲେସିୟରଗୁଡ଼ିକ ଦ୍ରୁତ ତରଳୁଥିବା ବେଳେ ଏବେ ମଣିଷଙ୍କ କାର୍ଯ୍ୟକଳାପ ମଧ୍ୟ […]
ନେପାଳ ବନ୍ୟାରେ ହୃଦୟବିଦାରକ ଦୃଶ୍ୟ, ମାଲିକଙ୍କୁ ଖୋଜି ଧ୍ୱଂସାବଶେଷ ଉପରେ ଜଗି ରହିଛି ବିଶ୍ୱସ୍ତ କୁକୁର
କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ ଧ୍ୱଂସ ଘଟିଥିବା ବେଳେ ଏକ କୁକୁରର ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ବନ୍ୟାରେ ଘର ଭାସିଯାଇଛି, ଅନେକ ଲୋକ ନିଖୋଜ ଅଛନ୍ତି। […]
