ଜଳୁଛି ତାଳଚେର

ତତଲା କଡ଼େଇ ରେ ତାଳଚେର। ସାରା ଓଡ଼ିଶା ସହ ସିଝୁଛି କଳା ହୀରା ର ସହର। ମଧ୍ୟାହ୍ନ ସମୟରେ ତ ଶୁନଶାନ୍ ହେଇଯାଉଛି ପୁରା ସହର ଏପରିକି ସକାଳ 10 ଟା ବାଜିଲେ ବଜାର ରେ କାହାକୁ ଦେଖିବାକୁ ମିଳୁନି।

କାଆଁ ଭା କିଛି ଲୋକ ଜରୁରୀ କାମ ରେ ବାହାରକୁ ଆସୁଛନ୍ତି । ଦେଖିବାକୁ ଗଲେ ଗତ କିଛି ଦିନ ହେବ ଲଗାତାର ଭାବରେ ତାଳଚେର ସହର ର ତାପମାତ୍ରା ବଢ଼ିବାରେ ଲାଗିଚି। ଯାହା ଆଜି ୪୩.୫ ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି।

Leave a Reply