ବଅଁରପାଳରେ କନ୍ୟା ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ବଅଁରପାଳ ବ୍ଲକ ପାଞ୍ଚ ଗଡ଼ ସୋମନାଥ ସିଂହ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଓ ବାଲ୍ୟ ବିବାହ ନିରାକରଣ ସଂପର୍କିତ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡ଼ିପିଓ ଲିଲି ଦାସ ଅତିଥି ଭାବରେ ଯୋଗ ଦେଇ କନ୍ୟା ଶିକ୍ଷା ଓ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।

ଅଧ୍ୟାପକ ସୁଜିତ୍ କୁମାର ପଟ୍ଟନାୟକ ଓ ଯୁଗଳ କିଶୋର ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ବୀରେନ ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମାନସ କୁମାର ଗଡତିଆ ଧନ୍ୟବାଦ୍ ଦେଇଥିଲେ

Leave a Reply