ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍କୁ ନେଇ ଦେଶର ରାଜନୀତି ପୁଣିଥରେ ସରଗରମ ହୋଇଛି। ମହିଳାଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରୁଥିବା ଆଇନକୁ ନେଇ କଂଗ୍ରେସ ନେତା […]
Month: August 2026
ସିଝା ଅଣ୍ଡା ନା କଞ୍ଚା ଅଣ୍ଡା, କେଉଁଥିରେ ଅଧିକ ପୋଷକତତ୍ତ୍ୱ? ଜାଣନ୍ତୁ ଖାଇବାର ସଠିକ୍ ଉପାୟ
ନୂଆଦିଲ୍ଲୀ: ଅଣ୍ଡାକୁ ପ୍ରୋଟିନ୍ର ଏକ ଭଲ ଉତ୍ସ ଭାବେ ଗଣାଯାଏ। ଏଥିରେ ପ୍ରୋଟିନ୍ ସହିତ ଅନେକ ଭିଟାମିନ୍, ମିନେରାଲ୍ସ ଓ ଆବଶ୍ୟକ ପୋଷକତତ୍ତ୍ୱ ରହିଥାଏ। ଜିମ୍ କରୁଥିବା ଲୋକଙ୍କଠାରୁ ଆରମ୍ଭ କରି ସାଧାରଣ ପରିବାର […]
ତାଲଚେରର ଦୁର୍ଘଟଣା ବାଇପାସ୍ ଟ୍ରାଫିକ୍ ଛକ
ତାଲଚେର: ତାଲଚେର ଏକ ଶିଳ୍ପ ବହୁଳ ସହର ହୋଇଥିବାରୁ ବାଇପାସ୍ ଛକ ଦେଇ ଦୈନିକ ହଜାର ହଜାର ଜନସାଧାରଣ ଯାତାୟାତ କରିଥାନ୍ତି। କିନ୍ତୁ ରାସ୍ତାରେ ଜନଗହଳି ଯୋଗୁଁ ଜନସାଧାରଣ ଯାତାୟାତରେ ଘୋର ଅସୁବିଧା ହେଉଛି। […]
ଆଗ୍ରା ଟ୍ରେନ୍ରୁ ମିଳିଥିବା ସୁଟକେସ୍ରେ ମାନବ ଅଙ୍ଗ, ଚେନ୍ନାଇ ହତ୍ୟାକାଣ୍ଡ ସହ ଯୋଡ଼ି ହେଲା ଲିଙ୍କ୍
ଆଗ୍ରା: ଟ୍ରେନ୍ରେ ମିଳିଥିବା ଏକ ସନ୍ଦିଗ୍ଧ ଟ୍ରଲି ବ୍ୟାଗ୍କୁ ନେଇ ଆଗ୍ରାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଚେନ୍ନାଇରୁ ଦିଲ୍ଲୀ ଯାଉଥିବା ତାମିଲନାଡୁ ଏକ୍ସପ୍ରେସ୍ର ଜେନେରାଲ୍ ବଗିରୁ ମିଳିଥିବା ଏହି ବ୍ୟାଗ୍ ଖୋଲିବା ପରେ ଭିତରେ […]
ଜଳାଭିଷେକ ଓ ରୁଦ୍ରାଭିଷେକ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଜାଣନ୍ତୁ ପୂଜାର ନିୟମ
ଭୁବନେଶ୍ୱର: ହିନ୍ଦୁ ଧର୍ମରେ ସାବନ ମାସକୁ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ପବିତ୍ର ମନାଯାଏ। ଏହି ସମୟରେ ଶିବଭକ୍ତମାନେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ପୂଜା ଓ ଅଭିଷେକ କରନ୍ତି। […]
୧୦ ଦିନ ଯୋଗ କଲେ ୯ ମାସ ପର୍ଯ୍ୟନ୍ତ ମିଳିପାରେ ଲାଭ? ହାଇ ବ୍ଲଡ୍ ପ୍ରେସର ନେଇ ନୂଆ ଅଧ୍ୟୟନ
ନୂଆଦିଲ୍ଲୀ: ଆଜିର ଦିନରେ ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତଚାପ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇପଡ଼ିଛି। ଅନିୟମିତ ଜୀବନଶୈଳୀ, ଅଧିକ ଲୁଣ ଓ ଚର୍ବିଯୁକ୍ତ ଖାଦ୍ୟ, ବ୍ୟାୟାମର ଅଭାବ, ମାନସିକ ଚାପ […]
ସବୁଠି ବିକ୍ରି ଛେନା ଓ ପନିର:ଅନୁଗୋଳରେ ନାହିଁ
ଅନୁଗୋଳ, ୨୨/୮: ଅନୁଗୋଳ ସହରରେ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିବା ସହ ନକଲି ଛେନା, ପନିର ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ବେପାର ନେଇ ଅଭିଯୋଗ ଉଠିଛି। ବିଶେଷକରି ବିଭିନ୍ନ ମିଠା ଦୋକାନ, ହୋଟେଲ […]
ଅରିଜିତ ସିଂହଙ୍କ ଭଳି ପ୍ଲେବ୍ୟାକ୍ ସିଙ୍ଗିଂ ଛାଡ଼ିବାକୁ ଚାହୁଁଥିଲେ ଶାନ୍
ମୁମ୍ବାଇ: ବଲିଉଡ୍ ସଙ୍ଗୀତ ଜଗତରେ ନିଜର ମଧୁର ଓ ସ୍ୱତନ୍ତ୍ର କଣ୍ଠ ପାଇଁ ପରିଚିତ ଗାୟକ ଶାନ୍ ଏବେ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଂରୁ […]
ଜବର ଦଖଲରେ ୫ଶହ କୋଟି ଟଙ୍କାର ସମ୍ପତ୍ତି
ଅନୁଗୋଳ, ସହରକୁ ଲାଗି ସରକାରୀ ଜମି ଦଖଲ କରିବା ଘଟଣା ବଢ଼ି ଚାଲିଛି। ଏହା ଉପରେ ନଜର ପକାଇଛନ୍ତି କିଛି ଜମି ମାଫିଆ। ଅନୁଗୋଳ ସହର ଉପକଣ୍ଠ ଗାଁଗୁଡ଼ିକରେ ପ୍ରାୟ ୪୦ ଏକର ଗୋଚର […]
ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଅଟୋରିକ୍ସା ଚାଳକ
ବର୍ଷାଋତୁ ଆସିଲେ ରାସ୍ତାଘାଟର ଅବସ୍ଥା ଖରାପ ହେବା ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି। ଏଭଳି ଏକ ଘଟଣାରେ ବ୍ରିଜ୍ ତଳେ ଥିବା ଅଣ୍ଡରପାସ୍ ଏବେ ବିପଦର କାରଣ ପାଲଟିଛି। ଅଣ୍ଡରପାସ୍ରେ ବର୍ଷାଜଳ […]
