ଓଡ଼ିଶାରେ ବଢ଼ିପାରେ ମିଠା ଦର, ଛେନା ଓ ଚିନି ଦାମ ବୃଦ୍ଧିର ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ଆବଶ୍ୟକ ସାମଗ୍ରୀର ଦର ଏବେ ମିଠା ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଛି। ଛେନା, ଚିନି ସମେତ ମିଠା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲର ଦାମ ବୃଦ୍ଧି ଯୋଗୁଁ […]

ପ୍ରେଗ୍ନେନ୍ସି ଗୁଜବ ଉପରେ କରୀନା କପୁରଙ୍କ ମଜାଦାର ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ନେଇ ସୋସିଆଲ ମିଡିଆରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ସମୟ ଧରି କରୀନାଙ୍କ ପ୍ରେଗ୍ନେନ୍ସିକୁ ନେଇ ଗୁଜବ ଚାଲିଥିଲା। ଏହା ମଧ୍ୟରେ ପାପାରାଜିଙ୍କ […]

ପର୍ଯ୍ୟଟନ ମାଧ୍ୟମରେ କାଶୀ-ଓଡ଼ିଶା ସମ୍ପର୍କ ହେବ ଆହୁରି ମଜବୁତ, କାଶୀ, ଅଯୋଧ୍ୟା ଓ ମଥୁରାରେ ଅତିଥିଗୃହ ପାଇଁ ଆମନ୍ତ୍ରଣ

ବାରାଣସୀ: କାଶୀ ଓ ଓଡ଼ିଶା ମଧ୍ୟରେ ରହିଥିବା ପୁରୁଣା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ପର୍ଯ୍ୟଟନ ମାଧ୍ୟମରେ ଆହୁରି ମଜବୁତ କରିବା ନେଇ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ବାରାଣସୀର ଲାଲପୁରଠାରେ ଆୟୋଜିତ […]

ବନ୍ୟାରେ ଧୋଇଗଲା ଚାଷୀଙ୍କ ଆଶା, ପଚିଗଲା ଧାନ ଫସଲ

ବାଲେଶ୍ୱର: ଚାଷୀଙ୍କ ପାଇଁ ଧାନ କ୍ଷେତ କେବଳ ଜମି ନୁହେଁ, ଏହା ସେମାନଙ୍କ ପରିବାରର ଜୀବିକା, ଆୟ ଓ ଭବିଷ୍ୟତର ଆଶା। କିନ୍ତୁ ଲଗାଣ ବର୍ଷା ଓ ବନ୍ୟା ଏବେ ବାଲେଶ୍ୱର ଜିଲ୍ଲାର ରେମୁଣା […]

କିଲୋ ପିଛା ଚିନି ଦର ୭୫ ଟଙ୍କାv

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ଚିନି ଦର। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଖୁ ଚାଷ ହେଉଥିଲେ ମଧ୍ୟ ଏବେ ରାଜ୍ୟ ବାହାରୁ ଚିନି ଆମଦାନୀ ଉପରେ ନିର୍ଭରଶୀଳ ହୋଇପଡ଼ିଛି। ଏହାର ପ୍ରଭାବ ସିଧାସଳଖ […]

ଛେଣ୍ଡିପଦାରେ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳବାସୀଙ୍କ ପାଇଁ ପାନୀୟଜଳ ସୁବିଧା କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ଛେଣ୍ଡିପଦାରେ ସୌରଶକ୍ତିଚାଳିତ ପାନୀୟଜଳ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ସୂର୍ଯ୍ୟକିରଣରୁ ଶକ୍ତି ଉତ୍ପାଦନ କରି ପାଣି ଯୋଗାଣ […]

ବିହାରରେ ପ୍ରଶାସନିକ ବଡ଼ ଧରଣର ଅଦଳବଦଳ, ୨୩ ଆଇଏଏସ୍‌ ଅଧିକାରୀଙ୍କ ବଦଳି

ପାଟନା: ବିହାରରେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୩ ଜଣ ଆଇଏଏସ୍‌ ଅଧିକାରୀଙ୍କ ବଦଳି କରିଛନ୍ତି। ଏହି ଅଦଳବଦଳରେ ରାଜ୍ୟର ଅନେକ ଅନୁମଣ୍ଡଳରେ ନୂଆ […]

ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ମଙ୍ଗଳ-ରାହୁଙ୍କ ନବପଞ୍ଚମ ରାଜଯୋଗ, ୪ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ

ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ଚଳନ ଏବଂ ପରସ୍ପର ମଧ୍ୟରେ ସେମାନଙ୍କ ସ୍ଥିତିର ବିଶେଷ ମହତ୍ତ୍ୱ ରହିଛି। ୨୦୨୬ ମସିହା ଅଗଷ୍ଟ ୨ ତାରିଖରେ ମଙ୍ଗଳ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ […]

ଦିଲ୍ଲୀରେ ୩ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଶାଶୁଘର ଲୋକଙ୍କ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାରିବାରିକ ନିର୍ଯାତନାକୁ ନେଇ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତିନି ମାସର ଗର୍ଭବତୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣେ ପ୍ରତିରକ୍ଷା ମନ୍ତ୍ରଣାଳୟ କର୍ମଚାରୀ […]

ପାରିବାରିକ ବିବାଦରୁ ବିଷ ପିଇଲେ ଦମ୍ପତି, ମହିଳା ମୃତ; ସ୍ୱାମୀ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଏକ ଦୁଃଖଦ ଘଟଣା ଘଟିଛି। ଏକ ଦମ୍ପତି ବିଷାକ୍ତ ପଦାର୍ଥ ସେବନ କରିଥିବା ବେଳେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଙ୍କ […]