ଦେଶୀ ମଦ ଜବତ, ୩ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଆଜି ୨ଟି ସ୍ଥାନରେ ଚଢ଼ଉ କରାଯାଇ ୧୦୩୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସୂଚନା ଅନୁସାରେ, ଏକ […]

କାଶୀପୁର ରାଜନୀତି!କିଏ ଆଗରେକିଏ ପଛରେ?

୫୦ ବର୍ଷର NAC, ହେଲେ ବିକାଶ ଶୂନ୍ୟବସଷ୍ଟାଣ୍ଡରୁ ଶୀତଳ ଭଣ୍ଡାର—ସବୁଠି କେବଳ “ନାହିଁ ନାହିଁ”ର ନାରା ଗୋଟିଏ ପଟେ ୫୦ ବର୍ଷର ପୁରୁଣା ଇତିହାସ, ଆଉ ଅନ୍ୟପଟେ ଅଧୁରା ବିକାଶର ପାହାଡ଼! କାଶୀନଗର ଏନ୍‌ଏସି […]

ପତାକା ଉତ୍ତୋଳନକୁ ନେଇ BDO ଓ ବ୍ଲକ୍‌ ଅଧ୍ୟକ୍ଷା ମୁହାଁମୁହିଁ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ରେ ସ୍ୱାଧୀନତା ଦିବସ ପାଳନ ସମୟରେ ଜାତୀୟ ପତାକା ଉତ୍ତୋଳନକୁ ନେଇ ବ୍ଲକ୍‌ ବିକାଶ ଅଧିକାରୀ (BDO) ଓ ବ୍ଲକ୍‌ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଶନିବାର ସ୍ଥାନୀୟ ହାଇସ୍କୁଲ […]

ଓଡ଼ିଶାର ଅନ୍ତରୀଣ DGP ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର

ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଏକ ବଡ଼ ପରିବର୍ତ୍ତନ ହୋଇଛି। ୧୯୯୩ ବ୍ୟାଚ୍‌ର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ରବିବାର ଓଡ଼ିଶାର ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ […]

ପ୍ରବଳ ବର୍ଷାରେ ଧସିଲା NH-53, ଓଲଟିଲା ୩ ଟ୍ରକ୍‌; ରାସ୍ତା ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟରେ ନବନିର୍ମିତ ଜାତୀୟ ରାଜପଥ-୫୩ର ଏକ ଅଂଶ ଧସିଯିବା ଘଟଣା ଚିନ୍ତା ବଢ଼ାଇଛି। ନିଳାଞ୍ଚଳ ବଜାର ନିକଟରେ ରବିବାର ଏହି ଘଟଣା ଘଟିଥିବାବେଳେ ରାସ୍ତା ଧସିବା ଯୋଗୁଁ ଏହା […]

ବନ୍ୟାଜଳରେ ଫସିଲେ ଚାଷୀ ୩ ଘଣ୍ଟା ଗଛ ଉପରେ , ଉଦ୍ଧାର କଲା ଉଦ୍ଧାରକାରୀ ଦଳ

ସୁନ୍ଦରଗଡ଼ ଜିଲ୍ଲାରେ ହଠାତ୍ ବନ୍ୟାଜଳ ମାଡ଼ି ଆସିବା ପରେ ଜଣେ ଚାଷୀ ପ୍ରାୟ ୩ ଘଣ୍ଟା ଧରି ଗଛ ଉପରେ ଆଶ୍ରୟ ନେଇ ଜୀବନ ବଞ୍ଚାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ବୋଣାଇଗଡ଼ […]

ପାନ୍ ମସଲା ବିଜ୍ଞାପନକୁ ନେଇ ଶାହରୁଖ, ଅଜୟ ଓ ଟାଇଗରଙ୍କୁ FDA ନୋଟିସ୍

ମୁମ୍ବାଇ: ପାନ୍ ମସଲା ବ୍ରାଣ୍ଡର ବିଜ୍ଞାପନକୁ ନେଇ ବଲିଉଡ୍‌ର ତିନି ଚର୍ଚ୍ଚିତ ଅଭିନେତା ଶାହରୁଖ ଖାନ୍, ଅଜୟ ଦେବଗନ୍ ଏବଂ ଟାଇଗର ଶ୍ରଫ୍‌ଙ୍କ ପାଇଁ ଅଡୁଆ ବଢ଼ିଛି। ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍‌ […]

ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ, ମହିଳା ଓ ଉଦ୍ୟୋଗୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ସ୍ୱାଧୀନତା ଦିବସ ଅବସରରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ […]

‘ଦିମାଗୀ ନକ୍ସଲ’ ମନ୍ତବ୍ୟକୁ ନେଇ କିରେନ୍ ରିଜିଜୁଙ୍କ ସଫେଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ବ୍ୟବହୃତ ‘ଦିମାଗୀ ନକ୍ସଲ’ ଶବ୍ଦକୁ ନେଇ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ଏହି ମନ୍ତବ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ […]

ପୁଣି ବର୍ଷା ଆଶଙ୍କା, ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ ବର୍ଷାର ପ୍ରକୋପ ବଢ଼ିବାର ଆଶଙ୍କା ଦେଖାଦେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ରବିବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର […]