୨୦୨୬ ଏସିଆନ୍ ଗେମ୍ସକୁ ନେଇ ଏବେଠାରୁ ଉତ୍ସାହ ବଢ଼ିଛି। ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏହି ବୃହତ୍ କ୍ରୀଡ଼ା ମହାକୁମ୍ଭ ଆୟୋଜିତ ହେବ। ପ୍ରାୟ ୧୫ ହଜାର ଖେଳାଳି ଓ […]
Month: August 2026
ବାବା ରାମଦେବଙ୍କୁ କଙ୍ଗନା ରଣାୱତଙ୍କ ତୀବ୍ର ଜବାବ
ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଓ ଯୋଗଗୁରୁ ବାବା ରାମଦେବଙ୍କ ମଧ୍ୟରେ ବୟାନବାଜି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। Gen Z ଯୁବପିଢ଼ିକୁ ନେଇ କଙ୍ଗନାଙ୍କ ଏକ ମନ୍ତବ୍ୟ ପରେ […]
ପିଲାଙ୍କ ରୁମ୍ରେ କେଉଁ ଗଛ ରଖିବେ? ବିଶେଷଜ୍ଞଙ୍କ ପରାମର୍ଶରେ ଜାଣନ୍ତୁ
ପିଲାମାନଙ୍କ ରୁମ୍କୁ ସୁନ୍ଦର, ସତେଜ ଓ ପ୍ରାକୃତିକ ପରିବେଶ ଦେବା ପାଇଁ ଇଣ୍ଡୋର ପ୍ଲାଣ୍ଟ ରଖିବା ଏକ ଭଲ ବିକଳ୍ପ। ଘର ଭିତରେ ଗଛ ରହିଲେ ରୁମ୍ର ସୌନ୍ଦର୍ଯ୍ୟ ବଢ଼ିବା ସହ ପିଲାମାନଙ୍କ ମଧ୍ୟରେ […]
ହକି ବିଶ୍ୱକପ୍ରେ ପାକିସ୍ତାନକୁ ୫-୩ରେ ହରାଇଲା ଭାରତ, ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ
୨୦୨୬ ପୁରୁଷ ହକି ବିଶ୍ୱକପ୍ରେ ଭାରତ ଚମତ୍କାର ପ୍ରଦର୍ଶନ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି। ନେଦରଲ୍ୟାଣ୍ଡସ୍ର ଆମ୍ଷ୍ଟେଲଭିନ୍ରେ ଖେଳାଯାଇଥିବା ପୁଲ୍-ଡିର ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ରେ ଭାରତ ଆରମ୍ଭରୁ ହିଁ ଆଧିପତ୍ୟ […]
ଘରେ କାହାକୁ ଡେଙ୍ଗୁ ହେଲେ ପରିବାରର ଅନ୍ୟ ସଦସ୍ୟ କିପରି ସୁରକ୍ଷିତ ରହିବେ?
ବର୍ଷା ଋତୁ ଆସିଲେ ଡେଙ୍ଗୁ ଜ୍ୱରର ଆଶଙ୍କା ବଢ଼ିଯାଏ। ଘରର ଜଣେ ସଦସ୍ୟ ଡେଙ୍ଗୁରେ ଆକ୍ରାନ୍ତ ହେଲେ ଅନ୍ୟମାନଙ୍କ ମନରେ ମଧ୍ୟ ଚିନ୍ତା ବଢ଼ିଯାଏ। ତେବେ ଡେଙ୍ଗୁ ରୋଗୀଙ୍କଠାରୁ ସିଧାସଳଖ ଅନ୍ୟ ବ୍ୟକ୍ତିଙ୍କୁ ଡେଙ୍ଗୁ […]
ଶିକ୍ଷକ ବଦଳିକୁ ଗ୍ରାମବାସୀଙ୍କ ବିରୋଧ, ବିଦ୍ୟାଳୟରେ ତାଲା ପକାଇବାକୁ ଚେତାବନୀ
ଅନୁଗୋଳ, : ସରକାରୀ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ଶିକ୍ଷକଙ୍କ ବଦଳି ନିଷ୍ପତ୍ତିକୁ ବିରୋଧ କରି ଗ୍ରାମବାସୀମାନେ ବିଦ୍ୟାଳୟ […]
୬ ବର୍ଷ ହେଲା ମଶାରି ମିଳୁନି, ଅପେକ୍ଷାରେ ୧୪ ଲକ୍ଷ ଲୋକ
ଅନୁଗୋଳ:ଗୁରୁବାର ପାଳନ ହେବ ବିଶ୍ୱ ମଶା ଦିବସ। ପ୍ରତିବର୍ଷ ଅଗଷ୍ଟ ମାସ ୨୦ ତାରିଖରେ ବିଶ୍ୱବ୍ୟାପୀ ଭାବେ ମଶା ଦିବସ ପାଳିତ ହୋଇଆସୁଛି। ମଶା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ, ମ୍ୟାଲେରିଆ, ଜିକା ଭାଇରସ୍, ଚିକେନଗୁନିଆ […]
ବରଗଡ଼କୁ ପରାସ୍ତ କରି କୁଚିଣ୍ଡା ଚାମ୍ପିୟନ
ଅନୁଗୋଳ, କଦମ ପଡ଼ିଆରେ ଚାଲିଥିବା ଫୁଟବଲ୍ ପ୍ରତିଯୋଗିତାରେ ଜିନ୍ଦଲ ପାୱାର୍ସର ଓଡ଼ିଶା ଜିନ୍ଦଲ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟ ସମ୍ପନ୍ନ ହୋଇଛି। ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ ବରଗଡ଼ ୟୁନାଇଟେଡ୍କୁ ୨-୧ ଗୋଲ୍ରେ ପରାସ୍ତ […]
ଓଡ଼ିଶାରେ ମହଙ୍ଗା ହେଲା ଅତ୍ୟାବଶ୍ୟକ ସାମଗ୍ରୀ: ଚିନ୍ତାରେ ଖାଉଟି
ଭୁବନେଶ୍ୱର: ଓଡ଼ିଶାରେ ଗତ କିଛି ଦିନ ହେବ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦରରେ ବୃଦ୍ଧି ଘଟିଛି। ଚିନିଠାରୁ ଆରମ୍ଭ କରି ପିଆଜ, ଟମାଟୋ, ଅଦା, ରସୁଣ ଓ ଅନ୍ୟାନ୍ୟ ପରିବାର ଦାମ […]
ଅନୁଗୋଳରେ ଦେଶଭକ୍ତିର ଉତ୍ସବ: ଏବିଭିପି ପକ୍ଷରୁ ୧୫୦ ଫୁଟ୍ର ତ୍ରିରଙ୍ଗା ଶୋଭାଯାତ୍ରା
ଅନୁଗୋଳ: ୮୦ତମ ସ୍ୱାଧୀନତା ଦିବସ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଗୋଳରେ ଦେଶଭକ୍ତିର ମାହୋଲ ସୃଷ୍ଟି ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅନୁଗୋଳ ଜିଲ୍ଲା […]
