ନଡ଼ିଆ କିଣି ଘରକୁ ଆଣିବା ସହଜ, କିନ୍ତୁ ଏହାକୁ ଫାଟାଇବା ଅନେକ ସମୟରେ କଷ୍ଟକର ହୋଇଥାଏ। ନଡ଼ିଆର ମୋଟା ଓ ଶକ୍ତ ଖୋଳ ଦେଖି ଅନେକ ଲୋକ ଏହାକୁ ଫାଟାଇବା ପାଇଁ ହାତୁଡ଼ି ବ୍ୟବହାର […]
Month: August 2026
୬୨ ବର୍ଷ ବୟସରେ ଗୋବିନ୍ଦାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା, କିଏ ଏହି କୋମଲ ରାଣୀ ସ୍ୱର୍ଣ୍ଣକାର?
ବଲିଉଡ୍ର ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ଏକ ଦାବି ପରେ ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ନାମ ସାମ୍ନାକୁ […]
୨୮ ଅଗଷ୍ଟରେ ରକ୍ଷାବନ୍ଧନ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ରାହୁକାଳ ଓ ପୂଜା ବିଧି
ଭୁବନେଶ୍ୱର: ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ, ଭଲପାଇବା ଓ ପରସ୍ପର ସୁରକ୍ଷାର ପ୍ରତୀକ ରକ୍ଷାବନ୍ଧନ ପର୍ବ ଚଳିତ ବର୍ଷ ୨୮ ଅଗଷ୍ଟ ୨୦୨୬, ଶୁକ୍ରବାର ଦିନ ପାଳନ କରାଯିବ। ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ଆଧାର […]
ହସ୍ପିଟାଲରେ ମେଡିକାଲ ଚେକଅପ୍ ପରେ ପୁଣି ଜେଲ୍ ଫେରିଲେ ଇମ୍ରାନ ଖାନ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍-ଏ-ଇନସାଫ୍ (PTI) ମୁଖ୍ୟ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ପୁଣି ଅଦିଆଲା ଜେଲ୍କୁ ପଠାଇ ଦିଆଯାଇଛି। ଶୁକ୍ରବାର, ୨୧ ଅଗଷ୍ଟ […]
ଚିନ୍ତାର କାରଣ ପାଲଟିଛି ପିଆଜ ଦର
ଅନୁଗୋଳ, ୨୦ ଅଗଷ୍ଟ: ପିଆଜ ଦର ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦର ବଢ଼ିବାରେ ଲାଗିଥିବା ବେଳେ ଗରିବ ଶ୍ରେଣୀର ଲୋକଙ୍କ ପକେଟ୍ ଉପରେ ଏହାର ପ୍ରଭାବ ପଡ଼ିଛି। ପୂର୍ବରୁ ଦର […]
କେବେ ଅଲଗା ହେବ ଯୁକ୍ତ ଦୁଇ କଲେଜ?
ଅନୁଗୋଳ, ୨୦ ଅଗଷ୍ଟ: ଡିଗ୍ରି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାଠ୍ୟକ୍ରମକୁ ଅଲଗା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନୂଆ କୋଠା ନିର୍ମାଣ ମଧ୍ୟ କରାଯାଇଛି। ହେଲେ ନୂଆ […]
ଦୁର୍ଦ୍ଦଶାରେ ରାଇପାଳ ଗାଁର ୧୦୦ ଜୁଆଙ୍ଗ ପରିବାର
ପାଳଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ଅନ୍ତର୍ଗତ ରାଇପାଳ ଗାଁର ଜୁଆଙ୍ଗ ସାହିରେ ପ୍ରାୟ ୧୦୦ ଜୁଆଙ୍ଗ ପରିବାର ବସବାସ କରୁଛନ୍ତି। ଦୀର୍ଘଦିନ ଧରି ଏହି ଗାଁର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ […]
୫ ବର୍ଷର ନାବାଳିକା ସହ ପାଶବିକତା: ଦୋଷୀକୁ ୭ ବର୍ଷ ଜେଲ୍ ଓ ଜରିମାନା
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକା ଶିଶୁଙ୍କ ସହ ଘଟିଥିବା ଜଘନ୍ୟ ଯୌନ ଅପରାଧ ମାମଲାରେ ଅଦାଲତ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା […]
ରୁଙ୍ଗଟା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସର ଦୃଢ଼ ବିରୋଧ
ଅନୁଗୋଳ: ଛେଣ୍ଡିପଦା ଅଞ୍ଚଳରେ ପ୍ରସ୍ତାବିତ ମେସର୍ସ ରୁଙ୍ଗଟା କମ୍ପାନୀର ଅଳକାନନ୍ଦା କୋଇଲା ଖଣି ପ୍ରକଳ୍ପକୁ ନେଇ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ପ୍ରସ୍ତାବିତ କୋଇଲା ଖଣିର ଜନଶୁଣାଣିକୁ କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ବିରୋଧ […]
ସିଂହ ରାଶିରେ ବୁଧଙ୍କ ପ୍ରବେଶ: ୧୨ ରାଶି ଉପରେ କ’ଣ ପଡ଼ିବ ପ୍ରଭାବ?
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ବ୍ୟବସାୟ, ଯୋଗାଯୋଗ ଓ ନିଷ୍ପତ୍ତି କ୍ଷମତାର କାରକ ବୋଲି ମନାଯାଏ। ଅନ୍ୟପଟେ ସିଂହ ରାଶି ଆତ୍ମବିଶ୍ୱାସ, ନେତୃତ୍ୱ ଓ ସୃଜନଶୀଳତା ସହ ଜଡ଼ିତ। […]
