ପୁରୀ: ଶ୍ରୀଜଗନ୍ନାଥ ଧାମ ପୁରୀର ପ୍ରସିଦ୍ଧ ଖଜାର ମାନକୁ ନେଇ ଅଭିଯୋଗ ଆସିବା ପରେ ପ୍ରଶାସନ ତତ୍ପର ହୋଇଛି। ଖଜା ପ୍ରସ୍ତୁତି ଓ ସଂରକ୍ଷଣରେ ଅସ୍ୱଚ୍ଛତା, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ଗୁଣବତ୍ତା ନେଇ […]
Tag: odisha news
ସୁନ୍ଦରଗଡ଼ର ଗାଁଗୁଡ଼ିକରେ ମୋବାଇଲ୍ ନେଟୱର୍କ ସମସ୍ୟା, ଡିଜିଟାଲ୍ ସେବାରୁ ବଞ୍ଚିତ ଗ୍ରାମବାସୀ
ସୁନ୍ଦରଗଡ଼: ଡିଜିଟାଲ୍ ଯୁଗରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ବେଳେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଗାଁ ଏବେ ବି ମୋବାଇଲ୍ […]
ନୀତି ଆୟୋଗ ରିପୋର୍ଟରେ ସ୍ଥାନ ପାଇଲା ଓଡ଼ିଶାର ବୃଦ୍ଧ ଯତ୍ନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଦେଶରେ ବୃଦ୍ଧ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ସେମାନଙ୍କ ଯତ୍ନ ନେବା ପାଇଁ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏଭଳି ସମୟରେ ଓଡ଼ିଶା […]
MMDR ଆଇନକୁ ନେଇ ବିଜେଡିର ବଡ଼ ଚେତାବନୀ
ଭୁବନେଶ୍ୱର: ଖଣିଜ ସମ୍ପଦ ଓ ରାଜ୍ୟର ଖଣି ରାଜସ୍ୱକୁ ନେଇ ଓଡ଼ିଶା ରାଜନୀତିରେ ପୁଣିଥରେ ତୀବ୍ର ହୋଇଛି ବିଜେଡି-ବିଜେପି ବିବାଦ। ୨୦୨୬ର MMDR ସଂଶୋଧନ ଆଇନକୁ ବିରୋଧ କରି ବିଜୁ ଜନତା ଦଳ (ବିଜେଡି) […]
ସମ୍ବଲପୁରରେ ଗଣେଶ ପୂଜା ପେଣ୍ଡାଲ ଜଳି ପାଉଁଶ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ
ସମ୍ବଲପୁର: ଗଣେଶ ପୂଜା ଉତ୍ସବ ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ଆଇଁଠାପାଲି ଥାନା ଅଧୀନ ଦେହେରିପାଲି ଅଞ୍ଚଳରେ ଗଣେଶ ପୂଜା ପାଇଁ ନିର୍ମିତ ବିଶାଳ ପେଣ୍ଡାଲରେ ସୋମବାର ସନ୍ଧ୍ୟାରେ […]
ଆଜି ଘରେ ଘରେ ବିରାଜିବେ ବିଘ୍ନହର୍ତ୍ତା, ଜାଣନ୍ତୁ ସ୍ଥାପନର ଶୁଭ ମୁହୂର୍ତ୍ତ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଗଣେଶ ଉତ୍ସବ। ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖ, ସୋମବାର ଦିନ ଦେଶବ୍ୟାପୀ ଶ୍ରଦ୍ଧା ଓ ଭକ୍ତିର ସହ ଗଣେଶ ଚତୁର୍ଥୀ ପାଳନ କରାଯାଉଛି। ଏହି ଅବସରରେ […]
ଗଣେଶ ପୂଜା ଓ ନୂଆଖାଇକୁ ବର୍ଷା ଭୟ
ଭୁବନେଶ୍ୱର: ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବାୟୁ। ଆସନ୍ତା କିଛି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବା ସହ ଏହାର ପ୍ରଭାବ ଗଣେଶ ପୂଜା ଓ ନୂଆଖାଇ ପର୍ବ ଉପରେ […]
ମାଲକାନଗିରିରେ ୩୫୨ ପାଙ୍ଗୋଲିନ୍ କାତି ଜବତ, ୬ ଅଭିଯୁକ୍ତ ଗିରଫ
ମାଲକାନଗିରି: ଓଡ଼ିଶାରେ ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲ୍ଲାରେ ଏକ ପାଙ୍ଗୋଲିନ୍ କାତି ଚୋରାଚାଲାଣ ରାକେଟ୍ ଠାବ କରିଛି ବନ ବିଭାଗ। ଏହି ଘଟଣାରେ ୬ ଜଣଙ୍କୁ […]
ବରଗଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ
ବରଗଡ଼: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ବରଗଡ଼ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ନାବାଳକ ଛାତ୍ରଙ୍କୁ ଜଣେ ଘରୋଇ କଲେଜର ପ୍ରଧାନଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଯୌନ ନିର୍ଯାତନା […]
ବାଙ୍କୀରେ ବ୍ୟବସାୟୀଙ୍କ ଘରୁ ଲୁଟ୍: ୪.୫ ଲକ୍ଷ ଟଙ୍କା ସହ ସୁନା ଗହଣା ନେଇଗଲେ ଦୁର୍ବୃତ୍ତ
କଟକ/ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଧସାଙ୍ଗ ଗାଁରେ ଜଣେ ବ୍ୟବସାୟୀଙ୍କ ଘରେ ପରିବାର ଲୋକେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ନଗଦ […]
