ବାହାର ଖାଦ୍ୟ, ଅସ୍ୱଚ୍ଛ ପାଣି କିମ୍ବା ଠିକ୍ ଭାବେ ରାନ୍ଧା ହୋଇନଥିବା ଖାଦ୍ୟ ଖାଇବା ପରେ ଅନେକ ସମୟରେ ଫୁଡ୍ ପଏଜନିଂ ହୋଇପାରେ। ଏହାର ପ୍ରମୁଖ ଲକ୍ଷଣ ହେଉଛି ପେଟରେ ଯନ୍ତ୍ରଣା କିମ୍ବା ମୋଡ଼, […]
Archives
ଓଡ଼ିଶା CEO ଆର୍.ଏସ୍. ଗୋପାଳନଙ୍କ VRSକୁ ନେଇ ରାଜନୀତି ତେଜ, ବିରୋଧୀଙ୍କ ଚାପ ଅଭିଯୋଗ
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବା CEO ଆର୍.ଏସ୍. ଗୋପାଳନଙ୍କ ସ୍ୱେଚ୍ଛାକୃତ ଅବସର—VRS ଆବେଦନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ଓ କଂଗ୍ରେସ ତାଙ୍କ VRS ନିଷ୍ପତ୍ତିର ସମୟକୁ ନେଇ […]
ପକ୍କା ଘର ମିଳିଲା, ହେଲେ ବନ୍ୟାରୁ ମିଳିଲାନି ମୁକ୍ତି! ଝୁମ୍ପୁଡ଼ିରେ ଆଶ୍ରୟ ନେଉଛନ୍ତି ଆଦିବାସୀ ପରିବାର
ନମସ୍କାର ଦର୍ଶକବନ୍ଧୁ। ସରକାରୀ ଯୋଜନାରେ ମିଳିଥିଲା ପକ୍କା ଘର। ଉଦ୍ଦେଶ୍ୟ ଥିଲା ମୁଣ୍ଡ ଉପରେ ଏକ ସୁରକ୍ଷିତ ଛାତ, ବର୍ଷା ଓ ବନ୍ୟାରୁ ସୁରକ୍ଷା ଏବଂ ଏକ ସମ୍ମାନଜନକ ଜୀବନ। କିନ୍ତୁ ଜଗତସିଂହପୁର ଜିଲ୍ଲା […]
ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ NIAର ଚାର୍ଜସିଟ୍, ୨ ଅଭିଯୁକ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ
ଭୁବନେଶ୍ୱରର ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ ଏବେ ଆସିଛି ଏକ ବଡ଼ ଅପଡେଟ୍। ଜାନୁଆରୀ ୨୭ ତାରିଖରେ ଘଟିଥିବା ଏହି ବିସ୍ଫୋରଣ ମାମଲାରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ବା NIA ଦୁଇଜଣଙ୍କ ବିରୋଧରେ ଚାର୍ଜସିଟ୍ […]
ଭାରତୀୟ ଦଳକୁ ଦୁଇଟି ବଡ଼ ଝଟକା: ତୃତୀୟ ODIରୁ ପ୍ରସିଦ୍ଧ କୃଷ୍ଣା ବାଦ୍, ଅଂଶୁଲ କାମ୍ବୋଜଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଆହତ ହୋଇଥିବାରୁ ତୃତୀୟ ODIରୁ ବାଦ ପଡ଼ିଛନ୍ତି। […]
ରାୟଗଡ଼ର ସମୁଦ୍ରରେ ଅଘଟଣ: ବୁଡ଼ିଗଲେ ୮ ଛାତ୍ର, ପିକନିକ୍ରେ ଯାଇଥିଲେ ୪୨ ଜଣ
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଦିବେଆଗର ସମୁଦ୍ରତଟରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି। ସମୁଦ୍ରରେ ଗାଧୋଇବା ସମୟରେ ପୁଣେରୁ ପିକନିକ୍ରେ ଆସିଥିବା ୮ ଜଣ ଛାତ୍ରଙ୍କର ବୁଡ଼ିଯାଇ ମୃତ୍ୟୁ ଘଟିଛି। ଏହି ଘଟଣା ପରେ […]
ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ନୂଆ ଆବେଦନ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ନିର୍ବାଚନ ଆୟୋଗର ନିଷ୍ପତ୍ତି ପ୍ରକ୍ରିୟାକୁ ନେଇ ବିବାଦ ମଧ୍ୟରେ ସୁପ୍ରିମକୋର୍ଟରେ ପୁଣି ଏକ ନୂଆ ଆବେଦନ ଦାଖଲ ହୋଇଛି। ଏହି ଆବେଦନରେ ଜ୍ଞାନେଶ […]
ବିହାର MLC ନିର୍ବାଚନ ପୂର୍ବରୁ JDUରେ ବିଦ୍ରୋହ, ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ ଅନନ୍ତ ସିଂହ
ପାଟନା: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ଜନତା ଦଳ ୟୁନାଇଟେଡ୍ (JDU) ମଧ୍ୟରେ ଆଭ୍ୟନ୍ତରୀଣ ମତଭେଦ ପୁଣିଥରେ ସାମ୍ନାକୁ ଆସିଛି। ମୋକାମାର JDU ବିଧାୟକ ଅନନ୍ତ ସିଂହ ପାଟନା ସ୍ନାତକ ନିର୍ବାଚନମଣ୍ଡଳୀରେ ନିଜ […]
ଅନୁଗୋଳରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷାର ବାର୍ତ୍ତା ସହ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତାଲିମ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା […]
୯୫ ପଦବୀ ଖାଲି, ତଥାପି ଚାଲିଛି ତାଳଚେର ମେଡିକାଲ କଲେଜ
ତାଳଚେର ଅଞ୍ଚଳବାସୀଙ୍କ ପାଇଁ ଉନ୍ନତ ଚିକିତ୍ସାସେବା ଓ ମେଡିକାଲ ଶିକ୍ଷାର ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ପ୍ରତିଷ୍ଠିତ ମେଡିକାଲ କଲେଜ ଏବେ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଅନୁଷ୍ଠାନର ବିଭିନ୍ନ ବିଭାଗରେ ବହୁ ପଦବୀ ଖାଲି ରହିଥିବା […]
